Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
‘ଅଧର୍ମୀମାନେ କେବେ ରାଜଯୋଗର ସୁଯୋଗ ପାଇ ନ ଥାନ୍ତି’
‘ଅଧର୍ମୀମାନେ କେବେ ରାଜଯୋଗର ସୁଯୋଗ ପାଇ ନ ଥାନ୍ତି। ଯିଏ ଆମ ଚିନ୍ତା କରିଥାନ୍ତି, ଆମେ କିନ୍ତୁ ତାଙ୍କ କଥା ଚିନ୍ତା କରି ନ ଥାଉ। କାରଣ ଆମ ରକ୍ଷାକର୍ତ୍ତା ହେଉଛନ୍ତି ଖୋଦ ସୁଦର୍ଶନ ଚକ୍ରଧାରୀ।’ କାହାରି ନାଁ ନ ଧରି ବି ରାଜସ୍ଥାନର ପୂର୍ବତନ ଡେପୁଟି ସିଏମ୍ ସଚିନ ପାଇଲଟଙ୍କୁ ଆକ୍ଷେପ କରି!-->…
ଆମ୍ବେଦକର ଜୟନ୍ତୀ ବେଳେ ଅଘଟଣ; ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ମୃତ, ୫ ଗୁରୁତର
ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରୁ ଘରକୁ ଫେରିବା ବେଳେ ଘଟିଲା ଅଘଟଣ। ଏକ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଗତ ରାତିରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଘଟିଛି।
!-->!-->!-->…
ପୁଅକୁ ଶେଷ ଥର ଦେଖି ପାରିବେନି ଅତିକ ଅହମଦ, ମିଳିଲାନି ଅନୁମତି…
ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ପୂର୍ବତନ ସାଂସଦ ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ଗତକାଲି ପୁଲିସ୍ ଏନକାଉଣ୍ଟର ନିହତ ହୋଇଥିବା ଜଣାଯାଇଛି । ଅସଦ ଅହମଦଙ୍କ ସହଯୋଗୀ ମହମ୍ମଦ ଗୁଲାମ ମଧ୍ୟ ଏହି ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି। ଉଭୟଙ୍କର ଗତକାଲି ବିଳମ୍ବିତ ରାତିରେ ଝାନସୀର ମହାରାଣୀ!-->…
ନାବାଳକଙ୍କୁ ବିବସ୍ତ୍ର କରି ଧାର୍ମିକ ସ୍ଲୋଗାନ ଦେବାକୁ ବାଧ୍ୟ କଲେ, ଚାପା ଉତ୍ତେଜନା
ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ବେଳେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ଖେଳୁଥିବା ବେଳେ ଜଣେ ୧୨ ବର୍ଷୀୟ ନାବାଳକଙ୍କୁ ତାଙ୍କର କିଛି ସାଥୀ ନାବାଳକ ଜୋରଜବରଦସ୍ତ ବିବସ୍ତ୍ର କରି ଧାର୍ମିକ ସ୍ଲୋଗାନ ଲଗାଇବାକୁ ବାଧ୍ୟ କରିଛନ୍ତି। ଏହି!-->…
ଜେଜେବାପାଙ୍କ ପାର୍ଶ୍ୱରେ ଅସଦ ଅହମଦଙ୍କୁ ଦିଆଯିବ ସମାଧି
ଉମେଶ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଫିଆ ଅତିକ୍ ଅହମଦଙ୍କ ପୁଅ ଅସଦ ଅହମଦଙ୍କୁ ଗୁରୁବାର ୟୁପି ଏସଟିଏଫ ଏନ୍କାଉଣ୍ଟର କରିଥିଲା। ଆଜି ପ୍ରୟାଗରାଜର କସାରୀ ମସାରୀରେ ଥିବା କବରସ୍ଥାନରେ ଅସଦଙ୍କୁ ସମାଧି ଦିଆଯିବ। ଅସଦଙ୍କୁ ତାଙ୍କ ଜେଜେବାପାଙ୍କ ସମାଧି ନିକଟରେ ସମାଧି ଦେବା ପାଇଁ!-->…
ଆସାମରେ ‘ଏମ୍ସ୍-ଗୌହାଟି’ ଓ ୩ଟି ମେଡିକାଲ୍ କଲେଜ୍ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଗୌହାଟି: ପବିତ୍ର ବିହୁ ଉତ୍ସବ ଅବସରରେ ଆସାମ ଓ ସମଗ୍ର ଉତ୍ତରପୂର୍ବ ‘ଏମ୍ସ୍’ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ପ୍ରକଳ୍ପ ପାଇଛନ୍ତି ବୋଲି ଆଜି ଆସାମର ଗୌହାଟିରେ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’, ବା ‘ଏମ୍ସ୍-ଗୌହାଟି’କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି!-->…
ହାଇଦ୍ରାବାଦରେ ୧୨୫ ଫୁଟ୍ ଉଚ୍ଚ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍’
ହାଇଦ୍ରାବାଦ: ଭାରତୀୟ ସମ୍ବିଧାନର ପ୍ରଣେତା ବି. ଆର୍. ଆମ୍ବେଦକର୍ଙ୍କ ୧୩୨ତମ ଜୟନ୍ତୀ ପାଳନ ଅବସରରେ ଆଜି ହାଇଦ୍ରାବାଦ୍ରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କର (ଆମ୍ବେଦକର୍) ୧୨୫ ଫୁଟ୍ ଉଚ୍ଚ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।
ହାଇଦ୍ରାବାଦରେ!-->!-->!-->…
୨୪ ଘଣ୍ଟାରେ ସାରା ଦେଶରୁ ୧୧ହଜାର ୧୦୯ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୧୧ ହଜାର ପାର କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୧୦୯ ପଜିଟିଭ୍ । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୧୫୮ ପଜିଟିଭ୍ । ବିଶେଷ କରି ୫ଟି ରାଜ୍ୟରେ ଦ୍ରୁତ ବଢୁଛି ସଂକ୍ରମଣ ।
ଗତ!-->!-->!-->…
ଓଡ଼ିଆ ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ : ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଟ୍ଵିଟ୍ କରି ରାଜ୍ୟବାସୀଙ୍କୁ ପଣାସଂକ୍ରାନ୍ତି ଓ ଓଡ଼ିଆ ନବବଷର୍ର ଶୁଭେଚ୍ଛା ଜଣାଇଛନ୍ତି।!-->…
ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ: ଜିନପିଙ୍ଗ…
ତାଇଓ୍ଵାନ-ଚୀନ୍ ଭିତରେ ଘନେଇଲା ଯୁଦ୍ଧ ଆଶଙ୍କା । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ। ତାଇଓ୍ଵାନ ଓ ଫିଲିପାଇନ୍ସ ସୀମାରେ ଆମେରିକା ବେସ୍ କରୁଥିବାରୁ ଚିହିଙ୍କି ଉଠିଛି ବେଜିଂ । ଗତକାଲି ଜିନପିଙ୍ଗ ସଶସ୍ତ୍ର ବାହିନୀର ସାଉଥ!-->…