Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବୈଦେଶିକ ମୁଦ୍ରା ବିନିମୟ ଉଲ୍ଲଂଘନ କରିଥିବାରୁ ‘ବିବିସି’ ନାଁରେ ‘ଏଫ୍ଇଏମ୍ଏ’ ମାମଲା ରୁଜୁ କଲା ‘ଇଡି’
ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ବିନିମୟ ନିୟମ ଉଲ୍ଲଂଘନ କରିଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଖବର ପ୍ରସାରଣକାରୀ ସଂସ୍ଥାନ ‘ବିବିସି ଇଣ୍ଡିଆ’ ନାମରେ ‘ଫରେନ୍ ଏକ୍ସଚେଞ୍ଜ୍ ମ୍ୟାନେଜ୍ମେଣ୍ଟ୍ ଆକ୍ଟ୍’ (ଏଫ୍ଇଏମ୍ଏ) ମାମଲା ରୁଜୁ କରିଥିବା କଥା ସରକାରୀସୂତ୍ରରୁ ଉଦ୍ଧାର କରି!-->…
ପୁଣି ବିରୋଧୀଙ୍କୁ ଏକାଠି କରିବାକୁ ଦିଲ୍ଲୀରେ ନୀତୀଶ କୁମାର
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିଜେପି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀରେ ପହଞ୍ଚିବା ସହ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି। ତାଙ୍କ ସହ ସେ ଢେର ସମୟ ରୁଦ୍ଧଦ୍ୱାର ବୈଠକ କରି ବିଭିନ୍ନ!-->…
ରୁଷୀୟ ସୈନିକମାନେ ଘରକରଣା ସାମଗ୍ରୀ ସମେତ ‘ଟଏଲେଟ୍ ବାଉଲ୍’ ମଧ୍ୟ ଚୋରି କରିଛନ୍ତି : ୟୁକ୍ରେନ୍ ଉପବୈଦେଶିକ…
ନୂଆଦିଲ୍ଲୀ: ୟୁକ୍ରେନ୍ରେ ରୁଷୀୟ ସୈନିକମାନେ ବିଭିନ୍ନ ଘରକରଣା ସାମଗ୍ରୀ ଏମିତିକି ‘ଟଏଲେଟ୍ ବାଉଲ୍’ (ପାନ୍) ଚୋରାଇ ନେଉଥିବା କଥା ନିଜ ନିଜର ସ୍ତ୍ରୀ ଓ ମା’ଙ୍କୁ ଫୋନ୍ରେ କହିଥିବା କଥା ଭାରତ ଗସ୍ତରେ ଥିବା ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମାଇନ୍ ଜାପାରୋଭା ମଙ୍ଗଳବାର ଦିନ!-->…
ଏପ୍ରିଲ ୩୦ରେ ସଲମାନ ଖାନ୍ଙ୍କୁ ହତ୍ୟା କରିବାକୁ ଧମକ…!
ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଠାରୁ ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା ଧମକ ମିଳିବା ପରେ ସେ ଏକ ବନ୍ଧୁକ ଲାଇସେନ୍ସ ନେବା ସହ ଏକ ବୁଲେଟ୍ପ୍ରୁଫ୍ କାର୍ ବ୍ୟବହାର କରୁଛନ୍ତି। ଗତକାଲି ତାଙ୍କୁ ଆଉ ଏକ ହତ୍ୟା ଧମକ ମିଳିଛି।ତାଙ୍କୁ ଏପ୍ରିଲ ୩୦ ତାରିଖରେ ହିଁ ହତ୍ୟା କରିବାକୁ!-->…
ଅଧିକ ମାନବୀୟ ସହାୟତା ଲୋଡ଼ି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ଜେଲେନ୍ସ୍କି
ନୂଆଦିଲ୍ଲୀ: ଅଧିକ ମାନବୀୟ ସହାୟତା ନିମନ୍ତେ ଅନୁରୋଧ କରି ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିବା କଥା ଆଜି ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି।ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଭାରତର ବୈଦେଶିକ!-->…
ରାଜସ୍ଥାନର ଉମୈଦ୍ ଭବନ ପ୍ରାସାଦରେ ୫୦ତମ ଜନ୍ମଦିନ ପାର୍ଟିରେ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ନୀତା ଅମ୍ବାନୀ
ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ତଥା ସାମାଜିକକର୍ମୀ ନୀତା ଅମ୍ବାନୀଙ୍କ ୫୦ତମ ଜନ୍ମଦିନ ଅବସରରେ ଆୟୋଜିତ ପାର୍ଟିରେ ୨୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।୨୦୧୩, ନଭେମ୍ବର ୧ ତାରିଖରେ ୫୦ ବର୍ଷରେ!-->…
ମିଆଁମାରରେ ସେନାର ଦମନଲୀଲା; ଆକାଶରୁ ହେଲା ବୋମା ମାଡ଼, ଶତାଧିକ ମୃତ
ରେଙ୍ଗୁନ : ମିଆଁମାରରେ ସେନା ରଚିଲା ଦମନଲୀଳା। ଆକାଶ ଉପରୁ କଲା ଆଖିବୁଜା ଗୁଳି ମାଡ଼। ଏଥିରେ ପ୍ରାୟ ଶତାଧିକ ସାଧାରଣ ଲୋକ ଅକାଳରେ ପ୍ରାଣ ହରାଇଥିବା ବେଳେ ସେଥିରେ ଛୋଟ ପିଲା, ମହିଳା ବି ସାମିଲ ଅଛନ୍ତି । ଏପରି ଏକ ଅମାନବୀୟ ଘଟଣା ମିଆଁମାର ସେନା ଗତକାଲି ଘଟାଇଥିବା ବେଳେ ଏହାକୁ ଜାତିସଂଘ!-->…
୨୨୩ ଦିନର ରେକର୍ଡ ଭାଙ୍ଗିଲା କରୋନା, ଦୈନିକ ସଂକ୍ରମଣ ୭ ହଜାର ଡେଇଁଲା
ନୂଆଦିଲ୍ଲୀ : ମହାମାରୀ କରୋନା ପ୍ରତିଦିନ ଲମ୍ବ ଡିଆଁ ମାରିବାରେ ଲାଗିଛି। କିଛି ଦିନ ତଳେ ପ୍ରଥମେ ୫ ହଜାର ପରେ ୬ ହଜାର ଡେଇଁଥିବା କରୋନାର ଦୈନିକ ସଂକ୍ରମଣ ଆଜି ସିଧା ୭ ହଜାର ପାର କରି ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରୁ ୭,୮୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ୨୨୩!-->…
ପ୍ରାର୍ଥୀ ତାଲିକା ପରେ ବିଜେପିରେ କମ୍ପନ, ଦଳ ଛାଡ଼ିଲେ ବରିଷ୍ଠ ନେତା…
ବେଙ୍ଗାଲୁରୁ : ଆସନ୍ତା ମାସରେ ହେବାକୁ ଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ବିଜେପି ବହୁ ବିଳମ୍ବରେ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ୧୮୯ ଜଣଙ୍କୁ ଦଳୀୟ ଟିକେଟ ମିଳିଛି। ତେବେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି। ଟିକେଟ!-->…
ବୋମା ଧମକ ପରେ ଖାଲି ହେଲା ସ୍କୁଲ…
ନୂଆଦିଲ୍ଲୀ : ସ୍କୁଲ ଭିତରେ ବୋମା ଖଞ୍ଜା ଯାଇଥିବା ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ଗୋଟିଏ ସ୍କୁଲକୁ ଏପରି ଧମକ ମିଳିବା ପରେ ତୁରନ୍ତ ଏହାକୁ ଖାଲି କରି ଦିଆଯାଇଛି। ଏଥିସହ ସମସ୍ତ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।ପୁଲିସ କହିଛି!-->…