ଏପ୍ରିଲ ୩୦ରେ ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଧମକ…!

add-all

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଠାରୁ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ମିଳିବା ପରେ ସେ ଏକ ବନ୍ଧୁକ ଲାଇସେନ୍ସ ନେବା ସହ ଏକ ବୁଲେଟ୍‌ପ୍ରୁଫ୍ କାର୍ ବ୍ୟବହାର କରୁଛନ୍ତି। ଗତକାଲି ତାଙ୍କୁ ଆଉ ଏକ ହତ୍ୟା ଧମକ ମିଳିଛି।
ତାଙ୍କୁ ଏପ୍ରିଲ ୩୦ ତାରିଖରେ ହିଁ ହତ୍ୟା କରିବାକୁ ରାଜସ୍ଥାନର ଯୋଧପୁରରୁ ଜନୈକ ରୋକିଭାଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ କରି ଜଣାଇଛି। ପୁଲିସ ପକ୍ଷରୁ ଏହାର ତଦନ୍ତ କରାଯାଉଛି।

ad-week
Leave A Reply

Your email address will not be published.