Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରାଜସ୍ଥାନକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ
ଜୟପୁର : ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜସ୍ଥାନକୁ ମିଳିଛି ପ୍ରଥମେ ବନ୍ଦେ ଭାରତ ଏକ୍ସପ୍ରେସ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ପ୍ରଥମ ତଥା ଦେଶର ୧୫ତମ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ଦ୍ୱାରା ଶୁଭାରମ୍ଭ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମକୁ!-->…
ମିଲିଟାରୀ ଷ୍ଟେସନରେ ଭୟଙ୍କର ଗୁଳିମାଡ଼, ୪ ମୃତ
ନୂଆଦିଲ୍ଲୀ : ପଞ୍ଜାବର ବଠିଣ୍ଡାରେ ଥିବା ମିଲିଟାରୀ ଷ୍ଟେସନ ଭିତରେ ଚାଲିଛି ଗୁଳି। ଭୟଙ୍କର ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ଭୋର ୪.୩୫ରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ପରେ ଷ୍ଟେସନରେ ଥିବା କୁଇକ ରିଆକ୍ସନ ଟିମ ଆଲର୍ଟ ମୋଡକୁ ଆସିବା ସହ ପୂରା ଅଞ୍ଚଳକୁ ସିଜ୍!-->…
‘ଭାରତ ବିଶ୍ବଗୁରୁ ଭାବେ ଦୁର୍ଦ୍ଦିନରେ ୟୁକ୍ରେନ୍କୁ ସମର୍ଥନ କରିବା ଉଚିତ’
ନୂଆଦିଲ୍ଲୀ : ଗଣତନ୍ତ୍ର, କଥାବାର୍ତ୍ତା, ବିବିଧାୟନ ଓ ରଣନୈତିକ ପ୍ରୟୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ୟୁକ୍ରେନ୍ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସୋମବାର ଭାରତ ଗସ୍ତରେ ଆସିଥିବା ଏହାର ପ୍ରଥମ ଉପ ବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା କହିଛନ୍ତି।ସୋମବାର!-->…
ବାର୍ରେ ଚାଲୁଥିଲା ରାମାୟଣ ଭିଡିଓ, ବନ୍ଧା ହେଲେ ୨
ନୋଏଡ଼ା : ରେଷ୍ଟୁରାଣ୍ଟ- ବାର୍ରେ ଜମିଥିଲା ମଦର ଆସର। ଏହି ସମୟରେ ଗରାଖଙ୍କ ମନୋରଞ୍ଜନ ନିମନ୍ତେ ଏଲଇଡି ସ୍କ୍ରିନ୍ରେ ଚାଲିଥିଲା ଟିଭି ସିରିଏଲ୍ ରାମାୟଣର ଡବ୍ ଭିଡିଓ । ଏହି ଭିଡିଓ ଭାଇରାଲ ହେବା ପରେ ଏହାଦ୍ୱାରା ଭାରତୀୟ ସଂସ୍କୃତିକୁ ଅପମାନିତ କରାଯାଉଥିବା ଅଭିଯୋଗ ହୋଇଛି। ଏହି!-->…
୧୯୮୪ ଦଙ୍ଗା ଘଟଣା: କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ସ୍ୱର ନମୁନା ସଂଗ୍ରହ କଲା ସିବିଆଇ
ନୂଆଦିଲ୍ଲୀ : ଶିଖ ବିରୋଧୀ ଦଙ୍ଗାର ଅଭିଯୁକ୍ତ ଜଗଦୀଶ ଟାଇଟଲର ସ୍ୱର ନମୁନାକୁ ଆଜି ସଂଗ୍ରହ କରିଛି ସିବିଆଇ। ୧୯୮୪ରେ ଦିଲ୍ଲୀର ପଲ ବାଙ୍ଗାଶ ଅଞ୍ଚଳରେ ହୋଇଥିବା ଦଙ୍ଗା ଘଟଣାରେ ସିବିଆଇ ଟାଇଟଲରଙ୍କୁ ସମନ କରିଥିଲା। ଏହି ଅଞ୍ଚଳରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ପାଇଁ ଟାଇଟଲରଙ୍କୁ!-->…
ସାଗରମାଲା ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପଲିସି ଉପରେ ଡ୍ରାଫ୍ଟ ଜାରି
ନୂଆଦିଲ୍ଲୀ : ଏକ ଦେଶର ଅଭିବୃଦ୍ଧି ଷ୍ଟାର୍ଟ ଅପ୍ ଏବଂ ଉଦ୍ୟୋଗୀମାନଙ୍କ ଦ୍ୱାରା ବୃଦ୍ଧି ପାଇଥାଏ। ଏକ ଶକ୍ତିଶାଳୀ ଉଦ୍ଭାବନ ଇକୋସିଷ୍ଟମ୍ ଗଠନ ପାଇଁ ବନ୍ଦର, ସିପିଂ ଏବଂ ଜଳପଥ ମନ୍ତ୍ରଣାଳୟ (ଏମ୍ଓପିଏସ୍ଡବ୍ଲୁ) ସାଗରମାଲା ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପଲିସି ଉପରେ ଡ୍ରାଫ୍ଟ ଜାରି!-->…
ରାହୁଲ ଗାନ୍ଧିଙ୍କ ୨୦,୦୦୦ କୋଟି ଅଭିଯୋଗ ଉପରେ ଆଦାନି ଗ୍ରୁପ୍ର ସ୍ପଷ୍ଟୀକରଣ
ନୂଆଦିଲ୍ଲୀ : ସେଲ କମ୍ପାନି ଜରିଆରେ ଆଦାନି ଗ୍ରୁପ୍ ୨୦,୦୦୦ କୋଟି ଟଙ୍କା ଅର୍ଜନ କରିଥିବା ନେଇ ରାହୁଲ ଗାନ୍ଧିଙ୍କ ଅଭିଯୋଗ ଉପରେ ସୋମବାର ଏହି କମ୍ପାନି ଏକପ୍ରକାର ସ୍ପଷ୍ଟୀକରଣ ରଖିଛି। ୨୦୧୯ ମସିହାରୁ ଆଦାନି ଗ୍ରୁପ କମ୍ପାନିର ଅଂଶଧନ ବିକ୍ରି କରି କିଭଳି ୨୮୭ କୋଟି ଡଲାର ପାଇଛି ଏବଂ!-->…
ଗୁଲାମ ନବୀଙ୍କ ‘ଅବାଞ୍ଛିତ ବ୍ୟବସାୟୀ’ ମନ୍ତବ୍ୟ ଉପରେ ରାହୁଲଙ୍କୁ ବିଜେପି ମାଗିଲା ସ୍ପଷ୍ଟୀକରଣ
ନୂଆଦିଲ୍ଲୀ : ଗୁଲାମ ନବୀ ଆଜାଦ ଏକ ସାକ୍ଷାତ୍କାରରେ କହିଥିଲେ ଯେ ରାହୁଲ ଗାନ୍ଧି ବିଦେଶକୁ ଯାଇ ‘ଅବାଞ୍ଛିତ ବ୍ୟବସାୟୀ’ମାନଙ୍କୁ ସାକ୍ଷାତ୍ କରନ୍ତି। ତାଙ୍କର ଏହି ମନ୍ତବ୍ୟ ଉପରେ ରାହୁଲ ଗାନ୍ଧିଙ୍କୁ ସ୍ପଷ୍ଟୀକରଣ ମାଗିଛି ବିଜେପି। ବିଜେପି ଜାଣିବାକୁ ଚାହିଛି, ‘ସେହି ବ୍ୟବସାୟୀମାନେ କିଏ’!-->…
ଭାରତରେ ମୁସ୍ଲମାନମାନେ ଅସୁବିଧାରେ ଥିଲେ କ’ଣ ସେମାନଙ୍କ ଜନସଂଖ୍ୟା ବୃଦ୍ଧି ପାଇଥାନ୍ତା?: ସୀତାରମଣ
ନୂଆଦିଲ୍ଲୀ: ବିଶ୍ବ ବ୍ୟାଙ୍କ୍, ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍, ଜି୨୦ ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଗଭର୍ଣ୍ଣର୍ସଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ଗତକାଲିଠାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ!-->…
IVRI ରିସର୍ଚ୍ଚରୁ ହେଲା ସ୍ପଷ୍ଟ, ଗୋ-ମୂତ୍ର ମଣିଷଙ୍କ ପାଇଁ ଠିକ ନୁହେଁ…
ନୂଆଦିଲ୍ଲୀ : ଗୋ-ମୂତ୍ରରେ ରହିଛି ମାରାତ୍ମକ ବାକ୍ଟେରିଆ। ଏହାକୁ ସିଧାସଳଖ ପାନ କରିବା ମଣିଷଙ୍କ ପାଇଁ ଠିକ୍ ନୁହେଁ। ରିସର୍ଚ୍ଚ ପରେ ଦେଶର ପ୍ରମୁଖ ପଶୁ ଗବେଷଣା ସଂସ୍ଥା ଆଇଭିଆରଆଇ (IVRI) ସ୍ପଷ୍ଟ କରିଛି। ବରେଲୀ ଭିତ୍ତିକ ଦେଶର ଏହି ପ୍ରମୁଖ ଗବେଷଣା ସଂସ୍ଥା ବେଶ କିଛି ଦିନ ଧରି!-->…