Browsing Category

ଦେଶ

ଅମୂଲ ବନାମ ନନ୍ଦିନୀ: ବଡ଼ ବୟାନ ଦେଇ ବିଜେପିକୁ ଟାର୍ଗେଟ କଲେ ଡିକେ ଶିବକୁମାର…

ବେଙ୍ଗାଲୁରୁ : କର୍ଣ୍ଣାଟକା ମାର୍କେଟରେ ଦୁଗ୍ଧ ଓ ତା’ ସହ ଜଡ଼ିତ ବିଭିନ୍ନ ଜିନିଷର ଉତ୍ପାଦନ କରୁଥିବା ଅମୂଲ ପ୍ରବେଶ କରିବାକୁ ଘୋଷଣା କରିବା ପରେ ବିବାଦ ଦେଖାଦେଇଛି। କର୍ଣ୍ଣାଟକାରେ ନନ୍ଦିନୀ ଦୁଗ୍ଧ ବ୍ୟବସାୟ କରୁଥିବା ବେଳେ ବାହାର ରାଜ୍ୟର କମ୍ପାନୀ ଅମୂଲର ପ୍ରବେଶ କ୍ଷମତାସୀନ ବିଜେପି ଓ…

ଏଥର ଦୁର୍ବଳ ମୌସୁମୀ, କମ୍‌ ବର୍ଷା ସମ୍ଭାବନା…!

ନୂଆଦିଲ୍ଲୀ : ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ପରିମାଣ କମିବ। ସ୍ୱାଭାବିକଠାରୁ କମ ବର୍ଷା ହେବ। ଏମିତି କିଛି ଆକଳନ କରିଛି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ । ଚଳିତ ବର୍ଷ ଏଲନିନୋ ଉପୁଜିବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ହ୍ରାସ ପାଇବ। ସାଧାରଣତଃ ଏଲନିନୋ ସୃଷ୍ଟି ହେଲେ ଏହା…

ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ଉପରାଷ୍ଟ୍ରପତି, କହିଲେ ବିଦେଶ ଗଲେ ରାଜନୈତିକ ଚଷମା ଛାଡ଼ି ଦେବା ଉଚିତ୍‌

ନୂଆଦିଲ୍ଲୀ : ଭାରତରୁ ବିଦେଶ ଯାତ୍ରା କରୁଥିବା ଲୋକେ ଗଲାବେଳେ ନିଜ ରାଜନୈତିକ ଚଷମାକୁ ଛାଡ଼ିଦେବା ଉଚିତ। ଏହା କହିଛନ୍ତି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ ଟାର୍ଗେଟ କରି ସେ ଏଭଳି ବୟାନ ଦେଇଥିବା ଜଣାପଡ଼ିଛି। ନିକଟରେ ରାହୁଲ ଗାନ୍ଧି ଲଣ୍ଡନ…

ପାକିସ୍ତାନର କ୍ବେଟାରେ ବୋମା ବିସ୍ଫୋରଣ, ୪ ପୁଲିସ କର୍ମୀ ନିହତ

କରାଚି : ବୋମା ବିସ୍ଫୋରଣରେ ପୁଣି ରକ୍ତରଂଜିତ ହୋଇଛି ପାକିସ୍ତାନ । ଦକ୍ଷିଣ-ପଶ୍ଚିମ ପାକିସ୍ତାନର କ୍ବେଟା ସହରରେ ଏକ ପୁଲିସ ଗଡ଼ିକୁ ଲକ୍ଷ୍ୟ କରି କରାଯାଇଥିବା ବୋମା ବିସ୍ଫୋରଣରେ ୪ ପୁଲିସ କର୍ମୀ ନିହତ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ମହିଳା ଓ…

ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ ତଳେ; ୩୨ ହଜାର ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ ତଳକୁ ଖସି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୫୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର…

ଉମେଶ ପାଲ୍‌ ହତ୍ୟା ମାମଲା: ଦିଲ୍ଲୀରୁ ଗିରଫ ହେଲେ ଅତୀକ୍‌ ଅହମ୍ମଦ୍‌ଙ୍କ ପୁଅକୁ ସାହାଯ୍ୟ କରିଥିବା ୩ ବ୍ୟକ୍ତି

ନୂଆଦିଲ୍ଲୀ: ଗ୍ୟାଙ୍ଗ୍‌ଷ୍ଟର୍‌ ଅତୀକ୍‌ ଅହମଦ୍‌ଙ୍କ ପୁଅକୁ ସାହାଯ୍ୟ କରିବା ଏବଂ ଉମେଶ ପାଲ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ର କରିବାରେ ସମ୍ପୃକ୍ତ ଥିବା ୩ଜଣ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସର ‘ସ୍ପେସାଲ୍‌ ବ୍ରାଞ୍ଚ୍‌’ ଗିରଫ କରିଛି।ଗିରଫ ହୋଇଥିବା ବ୍ୟକ୍ତି ୩ଜଣ ହେଉଛନ୍ତି, ଜାଭେଦ୍‌, ଖାଲିଦ୍‌ ଏବଂ…

ଏପ୍ରିଲ ୨୬ରେ ଦିଲ୍ଲୀ ମେୟର ନିର୍ବାଚନ…

ନୂଆଦିଲ୍ଲୀ : ଦିଲ୍ଲୀରେ ଆସନ୍ତା ୨୬ ତାରିଖରେ ପୁଣି ଥରେ ମେୟର ନିର୍ବାଚନ ହେବାକୁ ଯାଉଛି। ପୂର୍ବରୁ ବହୁ ହଙ୍ଗାମା ଓ ଅନେକ ଥର ନିର୍ବାଚନ ସ୍ଥଗିତ ରହିବା ପରେ ଗତ ଫେବ୍ରୁଆରି ୨୨ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆପ୍ ର ଶୈଲି ଓବରୟ ବିଜୟୀ ହୋଇଥିଲେ, କିନ୍ତୁ ବିଳମ୍ବିତ…

ନଦୀରେ ଚାଲିଚାଲି ଯାଉଥିବା ମହିଳାଙ୍କୁ ଲୋକେ ନର୍ମଦା ଦେବୀ ବୋଲି ପୂଜା କଲେ… !

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ନର୍ମଦା ନଦୀ ପାଣିରେ ଧଳା ରଙ୍ଗର ଶାଢ଼ି ପିନ୍ଧି ଜଣେ ବୃଦ୍ଧା ମହିଳା ଚାଲୁଥିବା ଦେଖିବାକୁ ମିଳିଥିଲା। ଏଥିରେ ମହିଳାଙ୍କ ପାଦ ପାଣିରେ ବୁଡ଼ି ଯାଇଥିବା ନଜରକୁ ଆସିଥିଲା। ଏହି ଭିଡିଓ…

ଏଲଓସି ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ, ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନମାନେ ବିଫଳ କରିଦେଇଛନ୍ତି । ଏହି ଘଟଣାରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଛି ।ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଶାହାପୁର ସେକ୍ଟରରେ ଯବାନମାନେ…

ଭଗବାନ ରାମଙ୍କ ଆଶିର୍ବାଦ ଆମ ସହ ଅଛି, ଏଣୁ ଧନୁତୀର ଚିହ୍ନ ଆମକୁ ମିଳିଛି : ସିନ୍ଦେ

ଅଯୋଧ୍ୟା : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏଠାରେ ସେ ରାମଲାଲାଙ୍କ ଦର୍ଶନ କରିବେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଅଛନ୍ତି। ରାମଲଲାଙ୍କୁ ଦର୍ଶନ କରିବା ପୂର୍ବରୁ…