Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଖବରକାଗଜ, ଗଣମାଧ୍ୟମ ପ୍ଲାଟଫର୍ମରେ ‘ବେଟିଂ ବିଜ୍ଞାପନ’ ପ୍ରକାଶ ନ କରିବାକୁ ଚେତାବନୀ ଦେଲେ ସରକାର
ନୂଆଦିଲ୍ଲୀ: ଦେଶର ପ୍ରମୁଖ ତଥା ମୁଖ୍ୟସ୍ରୋତର କିଛି ଇଂରାଜୀ ଓ ହିନ୍ଦୀ ଖବରକାଗଜରେ ‘ବେଟିଂ ବିଜ୍ଞାପନ’ ଭଳି ପ୍ରଚାରମୂଳକ ବିଷୟବସ୍ତୁ ପ୍ରକାଶ ପାଇବାର କିଛି ଦିନ ପରେ ସରକାର ଗୁରୁବାର ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ପ୍ରକାଶ ନ କରିବାକୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ!-->…
ହନୁମାନ ଜୟନ୍ତୀ ପାଇଁ କୋଲକାତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କୋଲକାତା : ରାମ ନବମୀ ଅବସରରେ ବେଙ୍ଗଲରେ ଗୋଷ୍ଠୀ ସଂଘର୍ଷ ଘଟି ହିଂସା ଉପୁଜିବା ପରେ ହନୁମାନ ଜୟନ୍ତୀ ପାଇଁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ହନୁମାନ ଜୟନ୍ତୀ ପାଳନ ବେଳେ ପୂର୍ବଭଳି ଯେମିତି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ଗତକାଲି କଲିକତା ହାଇକୋର୍ଟ ସାବଧାନ କରି!-->…
ରେପୋରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ
ନୂଆଦିଲ୍ଲୀ : ରେପୋରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଚାହିଁ ରେପୋ ରେଟ୍ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିଛି!-->…
ଆପ ନେତା ସତ୍ୟେନ୍ଦ୍ର ଜୈନ୍ଙ୍କୁ ଝଟକା: ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ : ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍ଙ୍କୁ ଝଟ୍କା। ଦିଲ୍ଲୀ ହାଇକୋର୍ଟ ଆଜି ସତ୍ୟେନ୍ଦ୍ର ଜୈନ୍ଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିପାରନ୍ତି କହି ଆଜି!-->…
ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ବିଜେପିରେ ମିଶିଲେ
ନୂଆଦିଲ୍ଲୀ : କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ସେ ଜାନୁଆରୀରେ କଂଗ୍ରେସର!-->…
ଅକ୍ସଫାମ ବିରୋଧରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ : ବିଦେଶୀ ପାଣ୍ଠି ଆଇନ(ଫରେନ୍ ଫଣ୍ଡସ୍ ଆକ୍ଟ) ଉଲ୍ଲଂଘନ ଅଭିଯୋଗରେ ଅକ୍ସଫାମ ବିରୋଧରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରସରକାର ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଫରେନ୍ ଫଣ୍ଡସ୍ ଆକ୍ଟ ଲାଗୁ ହେବା ପରେ ମଧ୍ୟ ଅକ୍ସଫାମ ଇଣ୍ଡିଆ ବିଭିନ୍ନ ସଂସ୍ଥାକୁ ବିଦେଶୀ ଟଙ୍କା!-->…
ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ୨୦୨୩ର ଦ୍ଵିତୀୟ ପର୍ଯ୍ଯାୟ ପଦ୍ମ ପୁରସ୍କାର । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ଏହି ମର୍ଯ୍ଯାଦାଜନକ ପୁରସ୍କାର ପ୍ରଦାନ କରିଛନ୍ତି!-->…
ମାନହାନି ମାମଲାରେ ହାରି ଯିବାରୁ ଟ୍ରମ୍ପ୍ଙ୍କ ଅଦାଲତ ଖର୍ଚ୍ଚ ପୈଠ କରିବାକୁ ଷ୍ଟର୍ମି ଡାନିଏଲ୍ସ୍ଙ୍କୁ ଆଦେଶ
କାଲିଫର୍ଣ୍ଣି୍ଆ: ମାମଲା ବାବଦକୁ ହୋଇଥିବା ଖର୍ଚ୍ଚ ଟ୍ରମ୍ପ୍ଙ୍କ ଆଟର୍ଣ୍ଣିମାନଙ୍କୁ ଦେବା ପାଇଁ ମାନହାନି ମାମଲାରେ ହାରି ଯାଇଥିବା ପର୍ନ ଷ୍ଟାର୍ ଷ୍ଟର୍ମି ଡାନିଏଲ୍ଙ୍କୁ ମଙ୍ଗଳବାର ଦିନ ଅଦାଲତ ଆଦେଶ ଦେଇଛନ୍ତି।ସୂଚନାଯୋଗ୍ୟ, ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଚଳଚ୍ଚିତ୍ରର!-->…
ଶାକିବଙ୍କ ସ୍ଥାନରେ କେକେଆରରେ ସାମିଲ ହେଲେ ଇଂଲଣ୍ଡର ଏହି ଖେଳାଳି…
କୋଲକାତା: ଆଇପିଏଲ ୨୦୨୩ରେ, କୋଲକାତା ନାଇଟ୍ ରାଇଡର୍ସରେ ଶାକିବ ଅଲ ହାସନ ସାମିଲ ହୋଇନଥିଲେ | ଯାହାକି ଦଳ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଥିଲା | ବ୍ୟକ୍ତିଗତ କାରଣ ହେତୁ ଶାକିବ କେକେଆରରେ ଯୋଗ ଦେଇପାରିନଥିଲେ | ତେବେ ବର୍ତ୍ତମାନ କେକେଆର୍ ଇଂଲଣ୍ଡର ଦ୍ରୁତ ବ୍ୟାଟ୍ସମ୍ୟାନ୍ ଜେସନ୍!-->…
ପୁଲିସ ହେପାଜତରୁ ଖସି ପଳାଇଲେ ଦୁଇଜଣ ଲଶ୍କର-ଏ-ତଇବା ଆତଙ୍କବାଦୀ
ବାରାମୁଲ୍ଲା: ପୁଲିସ ହେପାଜତରୁ ଖସି ପଳାଇଲେ ଦୁଇଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ବାରାମୁଲ୍ଲାର ଏକ ମଦ ଦୋକାନରେ ହୋଇଥିବା ବୋମା ବିସ୍ଫୋରଣରେ ସମ୍ପୃକ୍ତ ଦୁଇଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ ବୁଧବାର ସକାଳେ ପୁଲିସ ହେପାଜତରୁ ଖସି ପଳାଇଥିବା ଜଣାପଡ଼ିଛି।ମାରୁଫ ନାଜିର!-->…