Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ…
ନୂଆଦିଲ୍ଲୀ : ଭାରତରେ ବ୍ଲକ ହେଲା ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ। ଏନେଇ ଟ୍ୱିଟର ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡିଛି। ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ୍କୁ ବ୍ଲକ୍ କରିଦିଆଯାଇଥିବା କଥା କୁହାଯାଇଛି।ଆଇନଗତ ଆବଶ୍ୟକତାକୁ!-->…
ଭାରତ-ପାକିସ୍ତାନ ସୀମାରେ ଭୟଙ୍କର ବିସ୍ଫୋରଣ, ହାଇ ଆଲର୍ଟ
ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ସୀମାରେ ଘଟିଲା ଭୟଙ୍କର ବିସ୍ଫୋରଣ। ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାର ସୀମା ନିକଟସ୍ଥ ପୁଲିସ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଆତଙ୍କ ଖେଳିଯାଇଛି।ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା ଘର!-->…
ଧାରଣାରେ ବସିଲେ ମମତା, କହିଲେ ଆବଶ୍ୟକ ହେଲେ ମୋଦିଙ୍କ ବାସଭନ ସମ୍ମୁଖରେ ବସିବେ…
କୋଲକାତା : ରାଜ୍ୟ ପ୍ରତି ଭେଦଭାବପୂର୍ଣ୍ଣ ମନୋଭାବକୁ ବିରୋଧ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଦୁଇ ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବସିବେ। ମମତା କହିଛନ୍ତି ଯେ, ମୁଁ!-->…
ସାବରକର ମନ୍ତବ୍ୟ ନେଇ ସଞ୍ଜୟଙ୍କୁ ଭେଟିଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ସହ ଆଦାନୀ ମାମଲାରେ ଜେପିସି ତଦନ୍ତ ଦାବି ନେଇ ଉଭୟ ଗୃହରେ ବିରୋଧୀଙ୍କ ଆନ୍ଦୋଳନ ଥମିବାର ନାମ ନେଉନାହିଁ। ଅନ୍ୟପଟେ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲ ଆଜି ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଛନ୍ତି। ସିପିପି!-->…
ଆପଣ ଦୁର୍ନୀତିଗ୍ରସ୍ତଙ୍କର ନେତୃତ୍ବ ନେଉଛନ୍ତି: ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଲେ ମଲ୍ଲିକାର୍ଜୁନ ଖଡ୍ଗେ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବିରୋଧୀ ନେତାଙ୍କ ବିପକ୍ଷରେ ଲଗାଇ ଆପଣ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କ ମେଣ୍ଟର ନେତୃତ୍ବ ନେଉଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି।କେତେ!-->…
ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ଜଳି ପାଉଁଶ ହୋଇଗଲା ଦୁଇ ମହଲା
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋରର ରାଉରେ ଅବସ୍ଥିତ ୫ ମହଲା ବିଶିଷ୍ଟ ହୋଟେଲ ପପାୟା ଟ୍ରିରେ ବୁଧବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ନିଆଁ ବିକରାଳ ରୂପ ଧରି ହୋଟେଲର ସମସ୍ତ ମହଲାକୁ ବ୍ୟାପି ଯାଇଥିଲା। ଫଳରେ ହୋଟେଲର ସମସ୍ତ ରୁମରେ ଧୁଆଁ ଭରି ଯାଇଥିଲା।ନିଆଁ ଲାଗିବା ଖବର!-->…
ୱାୟନାଡ଼ ଉପନିର୍ବାଚନ ଘୋଷଣା କରିବାକୁ କମିସନ୍ ତତ୍ପର ନୁହେଁ: ମୁଖ୍ୟ ନିର୍ବାଚନ କମିସନର୍
ନୂଆଦିଲ୍ଲୀ : ନୂଆଦିଲ୍ଲୀ: ୱାୟନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କରିବା ଲାଗି ନିର୍ବାଚନ କମିସନ୍ରେ ତତ୍ପରତା ନ ଥିବା ଆଜି ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର କହିଛନ୍ତି।ସେ କହିଛନ୍ତି, ୧୦୧୯ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ!-->…
ଜାତୀୟ ସଙ୍ଗୀତ ମାମଲା: ମମତା ବାନାର୍ଜୀଙ୍କୁ ଆଶ୍ବସ୍ତି ଦେବାକୁ ଅଗ୍ରାହ୍ୟ କଲେ ମୁମ୍ବାଇ ହାଇକୋର୍ଟ
ମୁମ୍ବାଇ: ୨୦୨୨ ଜାତୀୟ ସଙ୍ଗୀତ ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୌଣସି ପ୍ରକାରର ଆଶ୍ବସ୍ତି ଦେବାକୁ ଆଜି ମୁମ୍ବାଇ ହୋଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।୨୦୨୨ରେ ଜାତୀୟ ସଙ୍ଗୀତ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ କରି ତାଙ୍କ ବିରୋଧରେ!-->…
ଦୁର୍ନୀତି ବିରୋଧରେ ପ୍ରହାର ପରେ ସବୁ ଦୁର୍ନୀତିଖୋର ଗୋଟିଏ ମଞ୍ଚରେ: ମୋଦି
ନୂଆଦିଲ୍ଲୀ : ଦିଲ୍ଲୀ ବିଜେପିର କାର୍ଯ୍ୟାଳୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଆଉ କିଭଳି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ସବୁ ଦୁର୍ନୀତିଖୋର ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି ତା’ରା ଉଦାହରଣ ଦେଇ କଂଗ୍ରେସକୁ ସମର୍ଥନ କରି!-->…
ନାମିବିଆରୁ ଭାରତକୁ ଆସିଥିବା ଗୋଟିଏ ଚିତା ମା’ ହେଲା, ଜନ୍ମ ଦେଲା ୪ ଶାବକ…
ନୂଆଦିଲ୍ଲୀ : ନାମିବିଆରୁ ଭାରତକୁ ଆସିଥିବା ୮ ଚିତା ମଧ୍ୟରୁ ଗୋଟିଏରେ ମୃତ୍ୟୁ ଘଟିଥିଲା। ଆଉ ୭ଟି ଚିତାରୁ ଗୋଟିଏ ଚିତା ୪ଟି ଶାବକକୁ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଆଜି ଏହି ସୂଚନା ଦେଇଛନ୍ତି। ସେ ଏହାକୁ 'ଅମୃତ କାଳ' ସମୟରେ ଭାରତର ବନ୍ୟଜନ୍ତୁ ସଂରକ୍ଷଣ!-->…