Browsing Category

ଦେଶ

ନିଜକୁ ଅଯୋଗ୍ୟ ସାଂସଦ କହିଲେ ରାହୁଲ…

ନୂଆଦିଲ୍ଲୀ : ଲୋକସଭା ସଦସ୍ୟ ପଦ ହରାଇବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ନିଜକୁ ଅଯୋଗ୍ୟ ସାଂସଦ ବୋଳି କହିଛନ୍ତି।ଆଜି ନିଜ ଟ୍ୱିଟର୍ ପ୍ରୋଫାଇଲ୍ ବାୟୋ ବଦଳାଇ ସେ ଏଭଳି କିଛି ଘୋଷଣା କରିଛନ୍ତି । ରାହୁଲ ନିଜ ବାୟୋରେ ‘ଡିସକ୍ୱାଲିଫାଏ ଏମ୍‌ପି’ ବା…

‘ମନ୍‌ କୀ ବାତ୍‌’ରେ ଓଡ଼ିଆ ବୈଜ୍ଞାନିକା ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ନାରୀ ଶକ୍ତି ସବୁ କ୍ଷେତ୍ରରେ ନେତୃତ୍ବ ଗ୍ରହଣ କରୁଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୯୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ବେଳେ ଓଡ଼ିଆ ବୈଜ୍ଞାନିକା ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା କଥା ଉଲ୍ଲେଖ କରିଛନ୍ତି। ଆଜି…

ଖୋଦ କଂଗ୍ରେସ ନେତାମାନେ ରାହୁଲଙ୍କୁ ଦଳରୁ ବାହାର କରିବାକୁ ଚେଷ୍ଟା କରୁନାହାନ୍ତି ତ ? ‌- ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ନିଜର ସାଂସଦ ପଦ ହରାଇବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାରଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛନ୍ତି । କିନ୍ତୁ ବିଜେପି ମଧ୍ୟ ରାହୁଲଙ୍କୁ ତାଙ୍କ ଭାଷାରେ କଡ଼ା ଜବାବ ଦେଇଛି । ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ…

ମୁଁ ଭୟଭୀତ ନୁହେଁ, ସତ୍ୟ ପାଇଁ ସଂଗ୍ରାମ ଜାରି ରଖିବି: ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ମୁଁ ଭୟଭୀତ ନୁହେଁ, ଅଯୋଗ୍ୟତାକୁ ଅଥବା ଜେଲ୍‌ ଯିବାକୁ ପରବାୟ କରେନା ବୋଲି ଶୁକ୍ରବାର ଦିନ ଲୋକସଭା ସଦସ୍ୟତା ପଦରୁ ଅଯୋଗ୍ୟ ‌ଘୋଷିତ ହେବା ପରେ ଆଜି ଡକାଇଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି। ସେ କହିଛନ୍ତି, ମୁଁ ଭୀତତ୍ରସ୍ତ ନୁହେଁ…

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କାର ରିଆତି..

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ଉଜ୍ଜ୍ୱଳା ଯୋଜନା(ପିଏମୟୁୱାଇ)ର ହିତାଧିକାରୀଙ୍କୁ ବର୍ଷକୁ (୧୨ଟି ରିଫିଲ୍‌) ୧୪.୨ କିଲୋଗ୍ରାମର ଗୋଟିଏ ଲେଖାଏଁ ସିଲିଣ୍ଡର ଉପରେ ୨୦୦ ଟଙ୍କାର ରିଆତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ…

ଜମି ପ୍ରତିବଦଳରେ ଚାକିରି ଦୁର୍ନୀତି: ତେଜସ୍ବୀଙ୍କୁ ‘ସିବିଆଇ’ର ଓ ମିସା ଭାରତୀଙ୍କୁ ‘ଇଡି’ର ଜେରା

ନୂଆଦିଲ୍ଲୀ: ଜମି ପ୍ରତିବଦଳରେ ଚାକିରି ଦୁର୍ନୀତି ମାମଲାରେ ଆଜି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ‘ସିବିଆଇ’ ଏବଂ ତାଙ୍କ ଭଉଣୀ ମିସା ଭାରତୀଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜେରା କରିବ। ଜେରାର ସମ୍ମୁଖୀନ ହେବା ପାଇଁ ନୂଆଦିଲ୍ଲୀସ୍ଥିତ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌…

ରାହୁଲ ଗାନ୍ଧିଙ୍କ ସଦସ୍ୟପଦ ରଦ୍ଦ ଅସାମ୍ବିଧାନିକ: ଶରଦ ପାୱାର

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ରଦ୍ଦ ହେବା ହେଉଛି ଅସାମ୍ବିଧାନିକ। ଏହା ଏକ ନିନ୍ଦନୀୟ ପଦକ୍ଷେପ । ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧର ହ୍ରାସକୁ ଦର୍ଶାଉଥିବା ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି। ଗୁରୁବାର ସୁରତର ଜିଲ୍ଲା କୋର୍ଟ ରାହୁଲ ଗାନ୍ଧିଙ୍କୁ ଅପରାଧିକ ମାନହାନୀ…

କାୟା ମେଲାଉଛି କରୋନା; ଦେଶରେ ଗତ ୨୪ ଘଣ୍ଟାରେ ୬ମୃତ, ୧୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ପୁଣି ଥରେ କାୟା ମେଲାଉଛି କରୋନା । ଦେଶରେ ଲଗାତାର ବଢୁଛି ଦୈନିକ ସଂକ୍ରମଣ । ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ଆଉ ୧୫ଶହ ୯୦ ପଜିଟିଭ୍‌ ବାହାରିଥିବା ବେଳେ କରୋନା ନେଇଛି ଆଉ ୬ ଜୀବନ । ଗତ ୧୪୬ ଦିନରେ…

ପୋଖ୍‌ରାନ୍‌ରେ ସମରାଭ୍ୟାସ ବେଳେ ‘ମିସ୍‌ଫାୟାର୍‌’ ହେଲା ୩ଟି କ୍ଷେପଣାସ୍ତ୍ର

ଜୈସାଲ୍‌ମେର୍‌: ଶୁକ୍ରବାର ଦିନ ଭାରତୀୟ ସେନା ସମରାଭ୍ୟାସ କରୁଥିବା ବ‌େଳେ ରାଜସ୍ଥାନର ଜୈସାଲ୍‌ମେର୍‌ ଅନ୍ତର୍ଗତ ପୋଖ୍‌ରାନ୍‌ ‘ଫାୟାରିଙ୍ଗ୍‌ ରେଞ୍ଜ୍‌’ରୁ ନିକ୍ଷେପ କରାଯାଇଥିବା ୩ଟି କ୍ଷେପଣାସ୍ତ୍ର ‘ମିସ୍‌ଫାୟାର୍‌’ ହୋଇଛି। ‘ମିସ୍‌ଫାୟାର୍‌’ ହୋଇଥିବା କ୍ଷେପଣାସ୍ତ୍ରଗୁଡ଼ିକର…

କୌଣସି ବିଚାରପତି ବିଜେପି ନେତାଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ : ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ : ଭାଇ ପାଇଁ ବାହାରିଲେ ଭଉଣୀ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶୁକ୍ରବାର କହିଛନ୍ତି ଯେ, ବର୍ତ୍ତମାନ ସଂସଦର ସଦସ୍ୟ ଭାବେ ଅଯୋଗ୍ୟ ଘୋଷିତ ହୋଇଥିବା ରାହୁଲ ଗାନ୍ଧିଙ୍କୁ 'ମିରଜାଫର' କୁହାଯାଉଛି । କଂଗ୍ରେସ ପରିବାରକୁ ଅପମାନିତ କରାଯାଉଛି। କିନ୍ତୁ କୌଣସି ବିଚାରପତି…