Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଜମ୍ମୁ କଶ୍ମୀର ରାଜ୍ୟସଭା ନିର୍ବାଚନ: ନ୍ୟାସନାଲ କନଫରେନ୍ସ ୩, ବିଜେପି ଗୋଟିଏ ଆସନରେ ବିଜୟୀ
ଶ୍ରୀନଗର : ଜମ୍ମୁ କଶ୍ମୀରରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନର ଫଳାଫଳ ଶୁକ୍ରବାର ଘୋଷଣା କରାଯାଇଛି। ନ୍ୟାସନାଲ କନଫରେନ୍ସ (National Conference) ଚାରୋଟି ଆସନ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିବା ବେଳେ ବିଜେପି (BJP) ଗୋଟିଏରେ ବିଜୟୀ ହୋଇଛି। ବିଜେପିର ସତପାଲ ଶର୍ମା ବିଜୟୀ!-->…
୩୦୨ ଓଡ଼ିଆ ଯୁବକଯୁବତୀଙ୍କୁ ମିଳିଲା ସରକାରୀ ଚାକିରି
ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରେଳ!-->…
ବ୍ୟାଙ୍କ ଆକାଉଣ୍ଟରେ ଏଣିକି ରହିପାରିବେ ୪ ଜଣ ନୋମିନୀ
ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ଜଣ ନୋମିନୀ। ଏମାନଙ୍କୁ ଆକାଉଣ୍ଟଧାରୀଙ୍କ ଉତ୍ତରାଧିକାରୀ ବିବେଚନା କରାଯିବ। ଆକାଉଣ୍ଟଧାରୀଙ୍କ ଅନ୍ତେ ତାଙ୍କ ଅଂଶ ନୋମିନୀମାନଙ୍କୁ ମିଳିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ସିଷ୍ଟମରେ କ୍ଲେମ କରିବା ପାଇଁ ଏଭଳି ସମାନ ଏବଂ ସହଜ!-->…
ବକେୟା ପ୍ରାପ୍ୟକୁ ନେଇ ମୁହାଁମୁହିଁ ହେଲେ ମିଶୋ-ଆମାଜନ
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ମିଶୋ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। କ୍ଲାଉଡ ସର୍ଭିସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମିଶୋ ଏବଂ ଆମାଜନ। କ୍ଲାଉଡ ସର୍ଭିସ ଦେୟ ପଇଠ ନ କରିବାରୁ ମିଶୋ ବିରୋଧରେ ଆଇନଗତ ପଦକ୍ଷେପ ନେଇଛି ଆମାଜନ ଓ୍ବେବସର୍ଭିସେସ। ମିଶୋ ପକ୍ଷରୁ ଆମାଜନକୁ ୧୨୭!-->…
ବିହାର ନିର୍ବାଚନ: ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ
ବିହାର: ବିହାରରେ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି ବିହାରର ସମସ୍ତିପୁରରେ ନିର୍ବାଚନ ବିଗୁଲ ବଜାଇଛନ୍ତି । ମଞ୍ଚ ଉପରୁ ଜନତାଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ପୁରା ବିହାର ବାସୀ ପୁଣି ଥରେ ଏନଡିଏ ସରକାର ଆସିବାକୁ!-->…
ଦିଲ୍ଲୀରେ ଆତଙ୍କବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ
ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କବାଦୀଙ୍କ ବଡ ବିସ୍ଫୋରଣ ଯୋଜନା ପଣ୍ଡ ହୋଇଛି । ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଜଣେ ଦିଲ୍ଲୀର ହୋଇଥିବା ବେଳେ ମଧ୍ୟପ୍ରଦେଶର ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଆଇଇଡି ବିସ୍ଫୋରଣ ପାଇଁ ଏହି ଦୁଇ ଆତଙ୍କବାଦୀ ଯୋଜନା କରୁଥିଲେ ।!-->…
ଆନ୍ଧ୍ରପ୍ରଦେଶ ବସ ଟ୍ରାଜେଡି: ସହାୟତା ରାଶି ଘୋଷଣା ସହ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆନ୍ଧପ୍ରଦେଶ ବସ ଟ୍ରାଜେଡିରେ ୨୦ଜଣ ଜୀବନ୍ତ ଦଗ୍ଧ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ, ଆହତଙ୍କୁ ୫୦ହଜାର ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଧାନ କରିବାକୁ!-->…
ବସ୍ରେ ଲାଗିଲା ନିଆଁ, ୨୦ ଯାତ୍ରୀ ଦଗ୍ଧ
ବେଙ୍ଗାଳୁରୁ: ବସରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୦ ଯାତ୍ରୀ । ଆନ୍ଧ୍ରର କର୍ଣ୍ଣୁଲ ଜିଲ୍ଲା ବେଙ୍ଗାଳୁରୁ-ହାଇଦ୍ରାବାଦ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ଗତକାଲି ବିଳମ୍ବିତ ରାତିରେ ବାଇକ୍ ସହ ଧକ୍କା ହେବାରୁ ବସ୍ ରେ ହଠାତ୍ ଲାଗିଲା ନିଆଁ । ଦୁର୍ଘଟଣା ଏତେ!-->!-->!-->…
୨୫୬ କୋଟି ଟଙ୍କାର ଡ୍ରଗ୍ସ ରାକେଟ୍ ଠାବ କଲା ମୁମ୍ବଇ କ୍ରାଇମବ୍ରାଞ୍ଚ
ମୁମ୍ବଇ, ୨୩ା୧୦: ମୁମ୍ବଇ କ୍ରାଇମବ୍ରାଞ୍ଚର ୟୁନିଟ୍ ୭କୁ ବଡ ସଫଳତା ମିଳିଛି। ପୁଲିସ ଦାଉଦ ନେଟୱର୍କ ସହ ଜଡିତ ସଲିମ ଡୋଲାର ଖାସ୍ ସାଥୀ ମୋହମ୍ମଦ ସଲିମ ସୁହେଲ ଶେଖକୁ ଗିରଫ କରିଛି। ଅଭିଯୁକ୍ତ ଅନେକ ଦିନ ଧରି ଦୁବାଇରେ ବସି ଭାରତରେ ଡ୍ରଗ୍ ନେଟୱର୍କକୁ ପରିଚାଳନା କରୁଥିଲା। କୁର୍ଲା ଅଞ୍ଚଳରେ!-->…
ଏଟିଏମରୁ ଟଙ୍କା ଉଠାଇବା ପାଇଁ ଆରବିଆଇର ନୂଆ ନିୟମ
ନୂଆଦିଲ୍ଲୀ: ଏଟିଏମରେ କାରବାର ନେଇ ନୂଆ ନିୟମ ଲାଗୁ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏଥିରେ ମାଗଣା କାରବାରର ସୀମା, ନଗଦ ଜମା ଏବଯ ଉଠାଇ ପାଇଁ ନିୟମ ଏବଂ ଅତିରିକ୍ତ ଶୁଳ୍କ ଅନ୍ତର୍ଭୁକ୍ତ ରହିଛି ।
ଏଟିଏମ୍ କାରବାର, ନଗଦ ସୀମା ଏବଂ ବ୍ୟାଙ୍କ ଶୁଳ୍କ ସମ୍ପର୍କରେ ଆରବିଆଇ ନିୟମ ସ୍ପଷ୍ଟ!-->!-->!-->…