Browsing Category

ଦେଶ

ଯୋଗୀ ସରକାର : ୬ ବର୍ଷରେ ୧୦ ହଜାର ଏନକାଉଣ୍ଟର, ୧୭୮ ଅପରାଧୀ ମୃତ…

ଲକ୍ଷ୍ନୌ : ପ୍ରୟାଗରାଜର ଉମେଶ ପାଲ ହତ୍ୟା କାଣ୍ଡ ପରେ ଉତ୍ତରପ୍ରଦେଶ ପୁଲିସର ଏନକାଉଣ୍ଟର ପୁଣି ଥରେ ଚର୍ଚ୍ଚାରେ ରହିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟରରେ ନିପାତ କରିଥିଲା । ଅନ୍ୟ ଫେରାର ଅଭିଯୁକ୍ତ ମାନେ ମଧ୍ୟ ଖୁବଶୀଘ୍ର ପୋଲିସ ଗୁଳିର ଶିକାର…

ବିଭ୍ରାଟ : ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ୧୦୦ରୁ ଅଧିକ ନମ୍ବର ରଖିଲେ ପିଲା…

ମୁମ୍ବାଇ : ପରୀକ୍ଷାରେ ପଡ଼ଥିଲା ୧୦୦ ମାର୍କର ପ୍ରଶ୍ନ। ହେଲେ ଅନେକ ପିଲା ୧୦୦ରୁ ଅଧିକ ନମ୍ବର ପାଇଛନ୍ତି। କିଏ ୧୦୪ ପାଇଛି ତ ଆଉ କିଏ ୧୧୫। ଏହା ପୁଣି କୌଣସି ଛୋଟ ଶିକ୍ଷାନୁଷ୍ଠାନରେ ଘଟିନାହିଁ। ମୁମ୍ବାଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଘଟିଛି ଏହି ଗଟଣା।ମୁମ୍ବାଇ…

୧୨୧ ବର୍ଷରେ ଆଖି ବୁଜିଲେ ପୁପିରେଇ ଫୁଖା…

ନୂଆଦିଲ୍ଲୀ : ମହାମାରୀ ସ୍ପାଇନିଶ ଫ୍ଲୁ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟଙ୍କର ଦୃଶ୍ୟକୁ ନିଜ ଆଖିରେ ଦେଖିଥିବା ମହିଳା ଆଉ ନାହାନ୍ତି। ୧୨୧ ବର୍ଷୟ ବୟସରେ ନାଗାଲାଣ୍ଡରେ ରହୁଥିବା ଏହି ମହିଳାଙ୍କ ଦେହାନ୍ତ ହୋଇଛି। ପୁପିରେଇ ଫୁଖା ଏତେ ଦିନ ବଞ୍ଚିଥିଲେ ମଧ୍ୟ କେବେ ହେଲେ କୌଣସି ରୋଗରେ ଆକ୍ରାନ୍ତ…

ରାହୁଳଙ୍କୁ ସଂସଦରେ କୁହାଇ ନେଦବାକୁ ପଣ କରିଛି ବିଜେପି, କଂଗ୍ରେସ ବି ନଛୋଡ଼ ବନ୍ଧା

ନୂଆଦିଲ୍ଲୀ : ନିଜ ନିଜ ଜିଦରେ ଅଟଳ କଂଗ୍ରେସ ଓ ବିଜେପି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଅଚଳ ହେଲା ସଂସଦର ଉଭୟ ସଦନର କାର୍ଯ୍ୟ। ଲଣ୍ଡନରେ ଭାରତର ଗଣତନ୍ତ୍ରକୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ନେଇ ଆଟାକିଂ ମୁଡରେ ବିଜେପି। କଂଗ୍ରେସ ମଧ୍ୟ ନଛୋଡ଼ ବନ୍ଧା। ନିଜର ବୟାନ ପାଇଁ ରାହୁଲ…

ଆଉ ୫ ଦିନ ସିସୋଦିଆଙ୍କୁ ରିମାଣ୍ଡରେ ନେଲା ଇଡି…

ନୂଆଦିଲ୍ଲୀ : ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଉ ୫ ଦିନ ପାଇଁ ନିଜ ହେପାଜତକୁ ନେଇଛି ଇଡି। ଦିଲ୍ଲୀର ଗୋଟିଏ କୋର୍ଟ ଆଜି ସିସୋଦିଆଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି। ଇଡିର ଓକିଲ ୭…

ମାର୍ଚ୍ଚ ୨୦ରେ ରୁଷ ଯିବେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ

ବେଜିଂ : ୟୁକ୍ରେନ ସହ ଯୁଦ୍ଧ କରି ପାଶ୍ଚାତ୍ୟ ଦେଶର ଶତ୍ରୁ ପାଲଟି ଯାଇଥିବା ରୁଷକୁ ଖୋଲା ସମର୍ଥନ କରିଛି ଚାଇନା। ଯୁଦ୍ଧ ଭିତରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷ ଗସ୍ତ କରିବେ। ଆସନ୍ତା ୨୦ ତାରିଖରୁ ୨୨ ତାରିଖ ଯାଏ ଜିନପିଙ୍ଗ ରୁଷ ଗସ୍ତରେ ଆସିବେ ବୋଲି ଆଜି କ୍ରେମଲିନ ପକ୍ଷରୁ…

ଅବମାନନା ମାମଲାରେ ବିବେକ ଅଗ୍ନିହୋତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ: ସମାଜସେବୀ ଗୌତମ ନବଲଖାଙ୍କ ଟ୍ରାନଜିଟ୍‌ ରିମାଣ୍ଡକୁ ରଦ୍ଦ କରିଥିବା ଜଷ୍ଟିସ୍‌ ଏସ୍‌ ମୁରଲୀଧରଙ୍କୁ ନେଇ ୨୦୧୮ରେ ପୋଷ୍ଟ କରିଥିବା ଏକ ଟୁଇଟ୍‌ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଆସନ୍ତା ଏପ୍ରିଲ ୧୦ ତାରିଖରେ ବ୍ୟକ୍ତିଗତ ଭାବେ…

ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ୨ ପାଇଲଟ

ନୂଆଦିଲ୍ଲୀ: ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨ଜଣ ପାଇଲଟ। ଆଜି ସକାଳେ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ଚିତା ହେଲିକପ୍ଟର। ସକାଳ ପ୍ରାୟ ୯ଟା ୧୫ ସମୟରେ ଏହି ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମ୍ଡିଲା ନିକଟରୁ ଏକ ପରୀକ୍ଷାମୂଳକ ଉଡ଼ାଣ…

ସଂସଦରେ କହିବା ମୋ ଅଧିକାର, ଆଶା କରୁଛି ଆସନ୍ତାକାଲି ମୋତେ କହିବାକୁ ଦିଆଯିବ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ ତାଙ୍କ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଗୁରୁବାର ଦିନ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ସେ ସଂସଦରେ ନିଜର ବୟାନ ରଖିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଏଥିପାଇଁ ଅନୁମତି ଦେବେ ନାହିଁ । ଯଦି ଦେଶରେ ଗଣତନ୍ତ୍ର ଅଛି,…

କେସିଆରଙ୍କ ଝିଅଙ୍କୁ ଆଉ ଏକ ନୋଟିସ୍‌ ଜାରିକଲା ଇଡି…

ନୂଆଦିଲ୍ଲୀ/ ହାଇଦ୍ରାବାଦ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ଅବକାରୀ ନୀତି ମନି ଲଣ୍ଡରିଂ ମାମଲାରେ ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କୁ ମାର୍ଚ୍ଚ ୨୦ ତାରିଖ ପାଇଁ ପୁଣି ଥରେ ଆଉ ଏକ ନୂଆ ସମନ ଜାରି କରିଛି। କାରଣ ସେ ସୁପ୍ରିମ୍‌ କୋର୍ଟରେ ତାଙ୍କ ବିଚାରାଧୀନ ଆବେଦନକୁ ଦର୍ଶାଇ…