Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବେଙ୍ଗାଲୁରୁରେ ସିରିଏଲ କିଲର ଆତଙ୍କ ! ଡ୍ରମରୁ ମିଳିଲାଣି ୩ ମହିଳାଙ୍କ ମୃତଦେହ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ରେଳ ଷ୍ଟେସନରୁ ପ୍ଲାଷ୍ଟିକ୍ ଡ୍ରମ୍ରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସହରରେ ଏକ ସିରିଏଲ କିଲର ମାତିଥିବା ଆତଙ୍କ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ମଧ୍ୟ ୨ଟି ଘଟଣାରେ ମହିଳାଙ୍କ ମୃତଦେହ ଡ୍ରମରୁ ମିଳିଥିଲା ।ମିଳିଥିବା ସୂଚନା!-->…
ମରିବାକୁ ଚାହୁଁଛନ୍ତି ୧୦ ଦୋକାନୀ, ରାଷ୍ଟ୍ରପତି ମୁର୍ମୁଙ୍କୁ ଚିଠି ଲେଖି ମାଗିଲେ ଅନୁମତି…
ନାଗପୁର : ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ୧୦ ଜଣ ଦୋକାନୀ। ସେମାନେ ଜୀବନ ହାରିବାକୁ ଚାହୁଁଛନ୍ତି। ଏଥିପାଇଁ ନାଗପୁରର ଗଣେଶପେଠର ୧୦ ଜଣ ଦୋକାନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ସେମାନେ ସମସ୍ତେ ଚିଠିରେ ମରିବାକୁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରିଛନ୍ତି।!-->…
୨ ହଜାର ଟଙ୍କିଆ ମାଳ ଓ ବର ବେଶରେ ଆସି ଆଦାନି ବିରୋଧୀ ଆନ୍ଦୋଳନରେ ସାମିଲ ହେଲେ
ନୂଆଦିଲ୍ଲୀ : ଆଦାନି-ହିଣ୍ଡେନବର୍ଗ ବିବାଦକୁ ନେଇ କଂଗ୍ରେସର ବିକ୍ଷୋଭ ଶୋଭଯାତ୍ରା ଜାରି ରହିଛି। ଆଜି କଂଗ୍ରେସ ଏହି ବିବାଦର ତଦନ୍ତ ପାଇଁ ଦାବି କରି ପୁଣିଥରେ ଦିଲ୍ଲୀରେ ଶୋଭାଯାତ୍ରା କରିଛି। ଏହି ସମୟରେ ଜଣେ ବ୍ୟକ୍ତି ବର ବେଶରେ ଆସିବା ସହ ୨ ହଜାର ଟଙ୍କିଆ ନୋଟର ମାଳ ପକାଇ ବିକ୍ଷୋଭରେ!-->…
ବିଏସ୍ ୟେଦ୍ୟୁରପ୍ପାଙ୍କୁ ଘେରିଗଲେ ବିଜେପି କର୍ମୀ, ବାଧ୍ୟ ହୋଇ ରାଲି ବାତିଲ କଲେ…
ବେଙ୍ଗାଲୁରୁ : ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଆଜି ଗୋଟିଏ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେ ବିଜେପି ପାଇଁ ପ୍ରଚାର କରିବାକୁ ଯାଉଥିବା ବେଳେ ତାଙ୍କୁ ନିଜ ଦଳର କର୍ମୀ ଓ ନେତାମାନେ ବିରୋଧ କରିଛନ୍ତି। ବିଜେପିର!-->…
ଶିବଲିଙ୍ଗରେ ମେହବୁବା ମୁଫତିଙ୍କ ଜଳାଭିଷେକକୁ ନେଇ ବିବାଦ…
ଶ୍ରୀନଗର : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଞ୍ଚରେ ଥିବା ନବଗ୍ରହ ମନ୍ଦିରକୁ ଯିବା ସହ ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି। ତେବେ ତାଙ୍କର ଏପରି ମନ୍ଦିର ଗସ୍ତକୁ ବିରୋଧ କରିଛନ୍ତି ବିଜେପି ଓ ମୁସଲିମ ଧର୍ମଗୁରୁ। ବୁଧବାର ସେ ମନ୍ଦିର ଗସ୍ତ କରିଥିବା ବେଳେ!-->…
ତେଜସ୍ୱୀଙ୍କୁ ଗିରଫ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଲା ସିବିଆଇ, ହାଜର ହେବାକୁ ପୁଣି ସମନ…
ପାଟନା : ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ୩ ଥର ସିବିଆଇ ସମନକୁ ଅଣଦେଖା କରିଥିବା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପୁଣି ଥରେ ଜେରା ପାଇଁ ଡାକିଛି ତଦନ୍ତକାରୀ ସଂସ୍ଥା। ତାଙ୍କୁ ମାର୍ଚ୍ଚ ୨୫ରୁ ପୂର୍ବରୁ ହାଜର ହେବାକୁ ଆଜି ସିବିଆଇ ସମନ କରିଛି। ଏଥିସହ ତାଙ୍କୁ ଚଳିତ!-->…
ତ୍ରିରାଷ୍ଟ୍ରୀୟ ଫୁଟ୍ବଲ୍ ଲାଗି ସମ୍ଭାବ୍ୟ ଭାରତୀୟ ଦଳ ଘୋଷିତ
କୋଲ୍କାତା, ୧୪/୩: ଇମ୍ଫାଲରେ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ତ୍ରିରାଷ୍ଟ୍ରୀୟ ଫୁଟ୍ବଲ୍ ପ୍ରତିଯୋଗିତା ଲାଗି ମଙ୍ଗଳବାର ୨୩ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏମାନଙ୍କ ସହ ୧୧ ସଂରକ୍ଷିତ ଖେଳାଳି ନାମ ମଧ୍ୟ ଘୋଷଣା କରାଯାଇଛି। ଏହି ସମସ୍ତ!-->…
ଗିରଫ ନୁହେଁ, ମୋତେ ମାରିବାକୁ ଷଡ଼ଯନ୍ତ୍ର ହୋଇଥିଲା : ଇମ୍ରାନ
ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ନେତା ଇମ୍ରାନ ଖାଁଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନର ରାଜନୀତି ସରଗରମ ହୋଇଉଠିଛି । ଏହା ମଧ୍ୟରେ ଇମ୍ରାନ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ବୁଧବାରଦିନ ଇମ୍ରାନ ଅଭିଯୋଗ!-->…
ଲଣ୍ଡନରେ ଦେଇଥିବା ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା ଚାଲିଥିବା ବେଳେ ଭାରତ ଫେରିଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଭାରତରେ ପହଞ୍ଚିଛନ୍ତି। ‘ଭାରତ ଯୋଡୋ’ ଯାତ୍ରାପରେ ସେ ଲଣ୍ଡନ ଚାଲିଯାଇଥିଲେ। ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତୀୟ ‘ଗଣତନ୍ତ୍ର’ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦଘେରକୁ ଆସିଥିଲେ। କଂଗ୍ରେସ ନେତା ରାହୁଲଙ୍କୁ ଘେରିବା ପାଇଁ!-->…
ମୁମ୍ବାଇ ଆପାର୍ଟମେଣ୍ଟରେ ନିଆଁ ; ୧୦ ଆହତ, ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଗଲା
ମୁମ୍ବାଇ : ମୁମ୍ବାଇର ମୁଲଣ୍ଡଠାରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୧୦ ଜଣ ଆହତ ହୋଇଛନ୍ତି ଓ ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥିବାବେଳେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।ମିଳିଥିବା ସୂଚନା ଅନୁସାରେ ମୁଲଣ୍ଡର!-->…