Browsing Category

ଦେଶ

ରନୱେରୁ ବାହାରକୁ ଚାଲିଗଲା କାର୍ଗୋ ବିମାନ : ୫ ମୃତ, ୫ ଆହତ

ନୂଆଦିଲ୍ଲୀ: ରନୱେରୁ ବାହାରିଗଲା କାର୍ଗୋ ବିମାନ । ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମାଜନ ପ୍ରାଇମ ଏୟାରର କାର୍ଗୋ ବିମାନ ରନୱେରୁ ବାହାରକୁ ଚାଲିଗଲା । ଫଳରେ ୫ ଜଣଙ୍କ ମୃତ୍ୟୁ ଏବଂ ୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ 21 Air Flight 7598 ନାମକ ୩୨ ବର୍ଷ ପୁରୁଣା ବୋଇଂ ମାଲବାହୀ

ମସ୍କୋରେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ: ପିଏମ୍ ମୋଦୀଙ୍କ ସହାୟତା ଲୋଡ଼ିଲେ ସ୍ତ୍ରୀ

ମସ୍କୋ: ରଷିଆରେ ଜଣେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ପ୍ରଦେଶର କାନପୁର ନିବାସୀ ଚନ୍ଦନ ଗୁପ୍ତା ନାମକ ଜଣେ ଇଞ୍ଜିନିୟରଙ୍କୁ ରୁଷିଆ ପୋଲିସ ଅଟକ ରଖିଥିବା ନେଇ ତାଙ୍କ ସ୍ତ୍ରୀ ସ୍ନେହା ଗୁପ୍ତା ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଲା, ୧୨ ଉଦ୍ଧାର

ନୂଆଦିଲ୍ଲୀ : ନୂଆଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା କୋଠା ଭୁଶୁଡ଼ି ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । NDRF, ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଦିଲ୍ଲୀ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣା ପରେ ଦିଲ୍ଲୀ ପୋଲିସ

ଲଗାଣ ବର୍ଷାରେ ମାଟିଘର ଭୁଶୁଡ଼ି ୪ ମୃତ

କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଘାଟମପୁର ଥାନା ଅନ୍ତର୍ଗତ ହିରଣୀ ଗାଁରେ ରବିବାର ସକାଳେ ମାଟି ଘର ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ଦିନମଜୁରିଆ ମୁକେଶ ଓ ତାଙ୍କ ୩ ଝିଅ ଅଛନ୍ତି। ମୁକେଶଙ୍କ ଆଉ ଜଣେ ୧୯ ବର୍ଷୀୟ ଝିଅ କାଜଲ ଗୁରୁତର ଆହତ

ଦିଲ୍ଲୀରେ ଭୁଶୁଡିଲା ୫ ମହଲା କୋଠା, ଭଗ୍ନାବଶେଷ ତଳେ ଅନେକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ନିକଟରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ଯାହା ପିଲାଙ୍କ ହଷ୍ଟେଲ ବୋଲି ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଭାରତରୁ ଧରାପଡ଼ିଲା ଆମେରିକାର ମୋଷ୍ଟ ୱାଣ୍ଟେଡ୍ ମଞ୍ଜିତ ସିଂହ ବେଦୀ

ନୂଆଦିଲ୍ଲୀ: ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଫ୍ରଡ୍ ଭାରତରେ ଗିରଫ । ବଡ ଧରଣର ଠକେଇ ମାମଲାର ଅଭିଯୁକ୍ତ ମଞ୍ଜିତ ସିଂହ ବେଦୀଙ୍କୁ ଭାରତରେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଆମେରିକୀୟ ସରକାରୀ ଯୋଜନାରେ ୬ ଲକ୍ଷ ଡଲାରରୁ ଅଧିକ ଠକେଇ କରିଥିବା ଅଭିଯୋଗ ରହିଛି । ବେଦୀଙ୍କ ଗିରଫଦାରୀ ପାଇଁ

୨ଟି ଆମେରିକୀୟ ଯୁଦ୍ଧ ଜାହାଜକୁ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ପାଲଟା ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକୀୟ ଯୁଦ୍ଧ ଜାହାଜକୁ ଇରାନର କ୍ଷେପଣାସ୍ତ୍ର ମାଡ଼ । ୩ ତୈଳ ଟ୍ୟାଙ୍କର ଉପରେ ଆମେରିକାର ପ୍ରତିଆକ୍ରମଣ । ଦୁଇଟି ଟ୍ୟାଙ୍କର ଅଚଳ, ଖାଲି ଥିବା ତୃତୀୟ ଜାହାଜ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ସେଣ୍ଟକମ୍ ର ଦାବି । ଆଇଆରଜିସି ଦୁଇଟି ଆମେରିକୀୟ ଯୁଦ୍ଧଜାହାଜକୁ ବାଲିଷ୍ଟିକ୍

ବିବାହ ଭୋଜିରେ ଭୟାବହ ଅଗ୍ନିକାଣ୍ଡ, ୨୨ ମୃତ, ଅନେକ ଆହତ

କଙ୍ଗୋ: ମଧ୍ୟ ଆଫ୍ରିକାର କଙ୍ଗୋ ଦେଶର ରାଜଧାନୀ କିଂଶାସାରେ ଚାଲିଥିବା ବିବାହ ଉତ୍ସବ ଶୋକରେ ପରିଣତ ହୋଇଛି । ଶୁକ୍ରବାର ରାତିରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ୨୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

ଝାଡ଼ଖଣ୍ଡ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ପରଲୋକ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ଏବଂ ଗିରିଡିହ ବିଧାୟକ ସୁଦିବ୍ୟ କୁମାର ସୋନୁଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ସୂଚନାନୁଯାୟୀ, ସୁଦିବ୍ୟ କୁମାର ସୋନୁଙ୍କ

ଏୟାର ସୋ’ ବେଳେ ଦୁର୍ଘଟଣା, ୨ ପାଇଲଟ୍ ମୃତ

ନୂଆଦିଲ୍ଲୀ: ଗ୍ରୀସର ଏକ ଏୟାର ସୋ’ ଚାଲିଥିବା ସମୟରେ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ହଜାର ହଜାର ଦର୍ଶକଙ୍କ ସାମ୍ନାରେ ଏହି ବିମାନଟି କ୍ରାଶ୍ ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା । ଯେଉଁଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଏକ ଗ୍ରୀକ୍ ବାୟୁସେନାର F-4