Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମାର୍ଚ୍ଚ ୧୩ରୁ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ…
ନୂଆଦିଲ୍ଲୀ :ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୧୭ଟି କାର୍ଯ୍ୟ ଦିବସ ରହିବ। ଏହା ଆସନ୍ତା ମାସ ଅର୍ଥାତ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏକ ମାସର ବ୍ୟବଧାନ ପରେ ବଜେଟ୍ ଅଧିବେଶନ ପୁଣି ଆରମ୍ଭ ହେବାକୁ!-->…
ଆତଙ୍କବାଦ ପ୍ରତି ମୋଦୀ ସରକାରଙ୍କ ‘ଜିରୋ-ଟଲେରାନ୍ସ୍’ ନୀତି ବଳବତ୍ତର ରହିବ: ଅମିତ ଶାହ
ହାଇଦ୍ରାବାଦ: ଭବିଷ୍ୟତରେ ମଧ୍ୟ ଆତଙ୍କବାଦ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘ଜିରୋ-ଟଲେରାନ୍ସ୍’ ନୀତି ବଳବତ୍ତର ରହିବ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
‘ସିଆଇଏସ୍ଏଫ୍’ର ୫୪ତମ ‘ରାଇଜିଙ୍ଗ୍ ଡେ’ ପରେଡ୍’ରେ ଉଦ୍ବୋଧନ ଦେଇ ସେ କହିଛନ୍ତି,!-->!-->!-->…
ପାଟନା ସରକାରୀ ବାସଭବନରୁ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରାଇ ନେଇଛନ୍ତି ଲୋକ-କଳାକାର: ତେଜ ପ୍ରତାପ
ପାଟନା: ହୋଲି ଉତ୍ସବ ବେଳେ ବୃନ୍ଦାବନରୁ ଆସିଥିବା ଲୋକ-କଳାକାରମାନେ ପାଟନାର ୩ ଷ୍ଟ୍ରାଣ୍ଡ୍ ରୋଡ୍ସ୍ଥିତ ସରକାରୀ ବାସଭବନରୁ ୫ ଲକ୍ଷ ଟଙ୍କାର ଦାମୀ ସାମଗ୍ରୀ ଚୋରାଇ ନେଇଥିବା ଉଲ୍ଲେଖ କରି ବିହାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ସେମାନଙ୍କ ନାଁରେ ‘ଏଫ୍ଆଇଆର୍’ ଦେଇଛନ୍ତି।!-->…
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ରେ ବାଧା ଦେବାକୁ ଧମକ ମାମଲା, ୨ ଗିରଫ
ବନ୍ଧା ହେଲେ ଦୁଇ ସନ୍ଦିଗ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ରେ ବାଧା ସୃଷ୍ଟି କରିବାକୁ ଧମକ ଦେଇଥିବା ଦୁଇ ଜଣ ଦୁର୍ବୃତ୍ତଙ୍କୁ ଧରିଛି ପୁଲିସ। ଗିରଫ ଦୁଇ ଜଣ ବ୍ୟକ୍ତି ଖଲିସ୍ତାନୀ ସଙ୍ଗଠନର ସମର୍ଥିତ ସଦସ୍ୟ ବୋଲି ଜଣାପଡିଛି।
!-->!-->!-->…
ମଝି ଆକାଶରେ ପୁଣି ଯାତ୍ରୀଙ୍କ ହଙ୍ଗାମା : ସିଗାରେଟ୍ ପିଇଲେ, କ୍ରୁ ମେମ୍ବରଙ୍କୁ ପିଟିଲେ
ଥମୁନି ବିମାନ ଭିତରେ ଯାତ୍ରୀଙ୍କ ହଙ୍ଗାମା ଘଟଣା। ପୁଣି ମଝି ଆକାଶରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ। ଟଏଲେଟ୍ ଭିତରେ ପିଇଲେ ସିଗାରେଟ୍। ମନା କରିବା ପରେ ଦେଖାଇଲେ ବନ୍ଧୁକ ଓ କ୍ରୁ ସଦସ୍ୟଙ୍କୁ କଲେ ମାର୍ପିଟ୍। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଏୟାର ଇଣ୍ଡିଆର!-->…
ଧର୍ମପୀଠ ଉପରେ ଆକ୍ରମଣକୁ ବରଦାସ୍ତ କରିବ ନାହିଁ ଅଷ୍ଟ୍ରେଲିଆ: ଆନ୍ଥୋନି ଆଲ୍ବନିଜ୍…
ନୂଆଦିଲ୍ଲୀ: ଧର୍ମପୀଠ ଉପରେ ହେଉଥିବା ଆକ୍ରମଣକୁ ଅଷ୍ଟ୍ରେଲିଆ ବରଦାସ୍ତ କରିବ ନାହିଁ ଏବଂ ଏଥିପାଇଁ ଯିଏ ଦାୟୀ ସେମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିଶ୍ରୁତି ଦେଇଥିବା କଥା ଶନିବାର ଦିନ ଅଷ୍ଟ୍ରେଲିଆର!-->…
ଷ୍ଟେଜରେ ଗୀତ ଗାଉଥିବା ବେଳେ ରାପରଙ୍କ ଦେହାନ୍ତ…
ଷ୍ଟେଜରେ ଗୀତ ଗାଉଥିବା ବେଳେ ରାପରଙ୍କ ଦେହାନ୍ତ । ସାମ୍ନାକୁ ଆସିଲା ମୃତ୍ୟୁର ଭିଡିଓ । ଲୋକପ୍ରିୟ ରାପର କୋଷ୍ଟା ଟିଚ୍ଙ୍କ ମୃତ୍ୟୁ । ଜୋହନ୍ସବର୍ଗରେ ଏକ କନସର୍ଟ ସମୟରେ ଦକ୍ଷିଣ ଆଫ୍ରିକାର ରାପର କୋଷ୍ଟା ଟିଚ୍ ଙ୍କ ମୃତ୍ୟୁ ଘଟିଛି । କୋଷ୍ଟା ଟିଚ୍ଙ୍କ ବୟସ ମାତ୍ର ୨୭ ବର୍ଷ । ନିଜ!-->…
‘ମୋ ସ୍ୱାମୀ ୧୫ କୋଟି ଟଙ୍କା ପାଇଁ ସତିଶ କୌଶିକଙ୍କୁ ମାରିଛନ୍ତି’, ଦିଲ୍ଲୀ ପୋଲିସରେ ଅଭିଯୋଗ କଲେ ମହିଳା…
ନୂଆଦିଲ୍ଲୀ : ବଲିଉଡ ଅଭିନେତା-ନିର୍ଦ୍ଦେଶକ ସତିଶ କୌଶିକଙ୍କ ମୃତ୍ୟୁରେ ଏକ ନୂଆ ମୋଡ ଆସିଛି । ସତିଶଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥାଇ ପାରନ୍ତି ବୋଲି ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁଯୟୀ, ତାଙ୍କ ସ୍ୱାମୀ ସତିଶ!-->…
ରାହୁଲ୍ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କଲେ ପ୍ରଜ୍ଞା ଠାକୁର
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି ଶନିବାର ଦିନ ‘ବିଜେପି’ ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି ଯେ, ସେ ଚାଣକ୍ୟଙ୍କ ବାକ୍ୟକୁ ସତ୍ୟ ପ୍ରମାଣିତ କରିଛନ୍ତି।
ଜଣେ ବିଦେଶିନୀଙ୍କଠାରୁ ଜାତ ପୁତ୍ର କଦାପି ଦେଶପ୍ରେମୀ ହୋଇପାରେ ନାହିଁ ବୋଲି ଚାଣକ୍ୟ!-->!-->!-->…
ଭାରତକୁ ଭଲପାଏ, ଭାରତ ବିଚିତ୍ର ଦେଶ: ହୋଲିରେ ଅସଦାଚରଣ ସରବ୍ୟ ହୋଇଥିବା ଜାପାନୀ ଝିଅ
ନୂଆଦିଲ୍ଲୀ: ରଙ୍ଗ ମହୋତ୍ସବ ସମୟରେ ତାଙ୍କର ଯାହା ହୋଇଥାଉ ପଛେ ସେ ଭାରତକୁ ଭଲ ପାଆନ୍ତି ଏବଂ ସେଦିନର ଭିଡିଓ ଯୋଗୁଁ ଅପମାନ ବୋଧ କରୁଥିବା ବ୍ୟକ୍ତିଙ୍କୁ ସେ କ୍ଷମା ମାଗୁଛନ୍ତି ବୋଲି ଶନିବାର ଦିନ ଟୁଇଟ୍ କରି ହୋଲି ଦିନ ଦିଲ୍ଲୀର ପହାଡ଼ଗଞ୍ଜରେ ଅସଦାଚରଣର ସରବ୍ୟ ହୋଇଥିବା ଜାପାନୀ!-->…