Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅଟୋରେ ଯାଉଥିବା ବେଳେ ମା’ ଏବଂ ଝିଅ ଉପରେ ଖସିପଡିଲା ଲୁହା ପାଇପ, ଉଭୟ ମୃତ
ମୁମ୍ବାଇ: ପୂର୍ବ ଯୋଗେଶ୍ବରୀ ଅଞ୍ଚଳରେ ଗୋଟାଏ ଅଟୋରିକ୍ସା ଉପରେ ଏକ ଲୁହା ପାଇପ୍ ପଡ଼ିଯିବାରୁ ସେଥିରେ ଯାଉଥିବା ଜଣେ ମହିଳା ଓ ତାଙ୍କ ୯ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ପୁଲିସ କହିବା ଅନୁସାରେ, ଘଟଣାଟି ଶନିବାର ଅପରାହ୍ଣ ପ୍ରାୟ ୪.୧୫ରେ ଘଟିଛି। ଶମା ବାନୋ!-->!-->!-->…
୪ର୍ଥ ଟେଷ୍ଟ : ଗିଲଙ୍କ ଶତକ, ୩ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୮୯/୩
ଅହମ୍ମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ଟେଷ୍ଟର ୩ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ବିକେଟ ହରାଇ ୨୮୯ ରନ କରିଛି । ଫଳରେ ଭାରତ ଏବେ ବି ୧୯୧ରନରେ ପଛୁଆ ରହିଛି । ଭାରତ ପକ୍ଷରୁ ଶୁଭମନ ଗିଲ୍ ୧୨୮ ରନ କରି ଆଉଟ୍ ହୋଇଥିବାବେଳେ ବିରାଟ କୋହଲି!-->…
୧୦ ବର୍ଷ ପରେ ବଦଳିଲେ ଚୀନର ପ୍ରଧାନମନ୍ତ୍ରୀ, ନିଜର ବିଶ୍ବସ୍ତଙ୍କୁ ପଦରେ ବସାଇଲେ ସି ଜିନପିଙ୍ଗ୍
ବେଜିଂ: ଚୀନ୍ ସଂସଦର ବାର୍ଷିକ ବୈଠକରେ ଲି କିଆଙ୍ଗଙ୍କୁ ଚୀନ୍ ସଂସଦର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଭାବେ ମନୋନୀତ କରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍। ଗତ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଲି କେକିଆଙ୍ଗଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ। ଗତବର୍ଷ ସାଂଘାଇରେ ଜିରୋ!-->…
ପ୍ରଥମ ଥର ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ‘ଭୋଟ୍-ଫ୍ରମ୍-ହୋମ୍’ ବିକଳ୍ପ ଆଣିଲେ ନିର୍ବାଚନ କମିଶନ
ବେଙ୍ଗାଲୁରୁ/ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆଗାମୀ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ଭୋଟ୍- ଫ୍ରମ୍- ହୋମ୍ (ଭିଏଫଏଚ୍) ସୁବିଧା ଆରମ୍ଭ କରାଯାଇଛି।ପ୍ରଥମ ଥର ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ) ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି!-->…
ଏଚ୍୩ଏନ୍୨ ଭାଇରସକୁ ନେଇ ଆତଙ୍କିତ ହେବାର କାରଣ ନାହିଁ: କେନ୍ଦ୍ର
ନୂଆଦିଲ୍ଲୀ : ଇନଫ୍ଲୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ ଦେଶରେ ୨ଜଣଙ୍କର ମୃତ୍ୟୁ ହୋଇଛି । ମାତ୍ର ବେସରକାରୀ ଭାବେ!-->…
ସିସୋଦିଆଙ୍କୁ ଜେଲ୍ରେ ମିଳୁଛି VVIP ଟ୍ରିଟ୍ମେଣ୍ଟ : ମହାଠକ ସୁକେଶ
ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜେଲ୍ରେ ମିଳୁଛି ଭିଭିଆଇପି ଟ୍ରିଟ୍ମେଣ୍ଟ। ଏଭଳି କିଛି ଦାବି କରି ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର। ଏଥିସହ ଏହାର ତଦନ୍ତ କରିବାକୁ ସେ!-->…
କୋଲକାତାରୁ ୪ ଜଣ ବାଂଲାଦେଶୀ ବେଆଇନ ଅନୁପ୍ରବେଶକାରୀଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ
କୋଲକାତା: ବିନା ବୈଧ କାଗଜପତ୍ରରେ ଅନ୍ୟ ପ୍ରବାସୀଙ୍କୁ ଦେଶ ଭିତରକୁ ପ୍ରବେଶ କରାଇବା ଅଭିଯୋଗରେ ବାଂଲାଦେଶର ୪ ଜଣ ବେଆଇନ ପ୍ରବାସୀଙ୍କୁ ଶନିବାର କୋଲକାତାର ସଲ୍ଟଲେକ୍ ସେକ୍ଟର-୫ରୁ ଗିରଫ କରାଯାଇଛି।ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବିନା ବୈଧ କାଗଜପତ୍ରରେ ଅନ୍ୟ ବିଦେଶୀ!-->…
ଇଡି ଜେରା ପରେ ତେଜସ୍ୱୀଙ୍କ ପତ୍ନୀ ବେହୋସ ହୋଇପଡିଲେ
ପାଟନା : ଅଡୁଆରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର। ଚାକିରି ବଦଳରେ ଜମି ଦୁର୍ନୀତି ମାମଲରେ ଇଡି ଜାଲରେ ଫସିଛନ୍ତି ପୂରା ଯାଦବ ପରିବାର। ଏହି ମାମଲାରେ ଜଣ ଜଣ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି। ପୁଅ ଝିଅ ସମେତ ଗର୍ଭବତୀ ବୋହୂକୁ ମଧ୍ୟ ଇଡି ଘନ ଘନ!-->…
ପୁଲୱାମା ସହିଦଙ୍କ ପତ୍ନୀଙ୍କୁ ନେଇ ରାଜସ୍ଥାନରେ ଜୋର ଧରିଲା ରାଜନୀତି…
ଜୟପୁର : ସହିଦଙ୍କୁ ନେଇ ଜୋର ଧରିଲା ରାଜନୀତି। ରାଜସ୍ଥାନରେ ବିଜେପି ନେତା କିରୋଦିଲାଲ ମିନାଙ୍କୁ ପୁଲିସ ଅଟକ ରଖିବାର ଦିନ ପରେ ବିଜେପି କର୍ମୀମାନେ ଜୋରଦାର ହଙ୍ଗାମା କରିଛନ୍ତି। ମିନାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦାୟୀ କରି ସେ, ପୁଲୱାମା ସହିଦଙ୍କ ପତ୍ନୀଙ୍କୁ ବ୍ୟବହାର!-->…
ବାପାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିଲେ ଦିଲ୍ଲୀ ମହିଳା କମିଶନ ମୁଖ୍ୟ…
ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଶ୍ବାତୀ ମାଲିୱାଲ ଗତ ଶନିବାର ତାଙ୍କ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶ୍ବାତୀ କହିଛନ୍ତି, ‘ଯେତେବେଳେ ମୁଁ ଛୋଟ ଥିଲି, ଅର୍ଥାତ ୪ର୍ଥ ଶ୍ରେଣୀରେ ପାଠପଢ଼ୁଥିଲି। ମୋର ବାପା ମୋତେ ଯୌନ ନିର୍ଯାତନା ଦେଉଥିଲେ। ସେ ମୋତେ ଖୁବ!-->…