Browsing Category

ଦେଶ

‘ମୁଖତାର ଅନସାରୀ ଗ୍ୟାଙ୍ଗ୍‌ ଦେଶର ସବୁଠାରୁ ଭୟଙ୍କର ଗ୍ୟାଙ୍ଗ…’ ବୋଲି କହି ଏହାର ସଦସ୍ୟଙ୍କୁ ଜାମିନ ଦେଲେ ନାହିଁ…

ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟ ୨୦୧୦ ମସିହାରେ ଉତ୍ତରପ୍ରଦେଶର ମଉ ଜିଲ୍ଲାରେ ହୋଇଥିବା ଏକ ହତ୍ୟା ମାମଲାରେ ମୁଖତାର ଅନସାରୀ ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଅନସାରୀଙ୍କ ଗ୍ୟାଙ୍ଗ ଭାରତର ସବୁଠାରୁ ଭୟଙ୍କର ଅପରାଧୀ ଗ୍ୟାଙ୍ଗ ଏବଂ ଯଦି…

ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଛି : ଫାର୍ମ ହାଉସରୁ ମିଳିଲା ଆପତ୍ତିଜନକ ଔଷଧ

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌସିକ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। କୁହାଯାଉଥିଲା ଯେ, ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି କିନ୍ତୁ ଏଥିରେ ଏବେ ହୋଇଛି ନୂଆ ଖୁଲାସା।ପୁଲିସ ସୂଚନା ଅନୁସାରେ, ଦିଲ୍ଲୀ ସ୍ଥିତ ବିଜବାସନର ଯେଉଁ ଫାର୍ମ…

‘ଟାଟା ‌‌ଷ୍ଟିଲ୍‌’ ତିଆରି କରିବ ‘ବନ୍ଦେ ଭାରତ ଟ୍ରେନ୍‌’; ରେଳ ମନ୍ତ୍ରାଳୟ ସହ ହେଲା ଏମଓୟୁ

ନୂଆଦିଲ୍ଳୀ: ଗତ ୩ ବର୍ଷ ହେବ ଭାରତରେ ଚାଲିବା ଆରମ୍ଭ କରିଥିବା ‘ବନ୍ଦେ ଭାରତ ଟ୍ରେନ୍‌’କୁ ଏ ବର୍ଷ ଦେଶର ଅଗ୍ରଣୀ ଷ୍ଟିଲ୍‌ କମ୍ପାନି ‘ଟାଟା ଷ୍ଟିଲ୍‌’ ନିର୍ମାଣ କରିବ ବୋଲି ସୂଚନା ରହିଛି। କମ୍ପାନି ଆଗାମୀ ବର୍ଷ ସୁଦ୍ଧା ଅତି କମରେ ୨୨ଟି ଟ୍ରେନ୍‌ ନିର୍ମାଣ କରିବ ବୋଲି ଜାଣିବାକୁ…

୨୦ ମହଲାରୁ ଖସି ଓୟୋରୁମ୍ସ ପ୍ରତିଷ୍ଠାତା ରିତେଶଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ

ଗୁରୁଗ୍ରାମ୍ : କିଛି ଦିନ ତଳେ ବିବାହ କରିଥିବା ‘ଓୟୋରୁମ୍ସ’ର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ଜୀବନରେ ଦୁଃଖର କଳାବାଦଲ ଘୋଟିଯାଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି…

‘କୁକୁର ମାଂସ’କୁ ନେଇ ମହାରାଷ୍ଟ୍ର-ଆସାମ ମୁହାଁମୁହିଁ…

ଗୁଆହାଟୀ : ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ବିବାଦୀୟ ବୟାନ ଆସାମ ବିଧାନସଭାରେ ହଇଚଇ ସୃଷ୍ଟି କରିଛି। ମହାରାଷ୍ଟ୍ରର ପ୍ରହାର ଜନଶକ୍ତି ପାର୍ଟି ବିଧାୟକ ଓମପ୍ରକାଶ ବାବାରାଓ କାଡୁ ଓରଫ ବଚ୍ଚୁ କାଡୁ ତାଙ୍କ ଏକ ବୟାନରେ ଆସାମବାସୀଙ୍କ ‘କୁକୁର ମାଂସ’ ଖାଇବା ଅଭ୍ୟାସ ବିଷୟରେ କହିଥିଲେ। ଏହି…

ମୋ ପରିବାର ଡରିବା ନୁହେଁ, ଲଢ଼ିବା ଜାଣିଛି: ଇଡିର ଚଢ଼ାଉକୁ ନେଇ କହିଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ

ନୂଆଦିଲ୍ଲୀ: ପୂର୍ବ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ନିଜ ସମସ୍ୟା ଜାହିର କରିବାର ସୁଯୋଗ କେବେ ବି ଛାଡ଼ନ୍ତି ନାହିଁ। ସେ ଆଜି ଅନେକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ କେନ୍ଦ୍ର ସରକାର ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା…

ବସ ଭିତରେ ଶୋଇଥିଲା କଣ୍ଡକ୍ଟର, ନିଆଁ ଲାଗି ଜୀବନ ଗଲା…

ବେଙ୍ଗାଲୁରୁ: ବସ ପାର୍କ କରି ଗାଡି ଭିତରେ ଶୋଇଥିଲେ କଣ୍ଡକ୍ଟର। ନିଆଁ ଲାଗିବାରୁ ଗଲା ଜୀବନ। ବେଙ୍ଗାଲୁରୁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଲିଙ୍ଗଧିରାନଲ୍ଲୀରେ ଥିବା ବସଷ୍ଟାଣ୍ଡରେ ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ (ବିଏମଟିସି)ର ଏକ ବସ୍ ଠିଆ ହୋଇଥିବା…

ମୁମ୍ବାଇ ଫିଲ୍ମ ସିଟିରେ ଭୟଙ୍କର ନିଆଁ, ସିରିଏଲ ସୁଟିଂ ସେଟ୍ ଜଳିପୋଡ଼ି ପାଉଁଶ

ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ଷ୍ଟୁଡିଓ ଫିଲ୍ମ ସିଟିରେ ସୁଟିଂ ହେଉଥିବା ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍’ର ସେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋରେଗାଓଁ ପୂର୍ବରେ ଥିବା ଫିଲ୍ମ ସିଟିରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସେଟରେ ଲାଗିଥିବା ନିଆଁ ନିକଟସ୍ଥ ଆଉ କେତେକ ସେଟକୁ…

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ରିମାଣ୍ଡ ଅବଧି ବୃଦ୍ଧି

କୋଲକାତା : ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କର ରିମାଣ୍ଡ ଅବଧି ବୃଦ୍ଧି ହୋଇଛି। ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଆଉ ୧୧ ଦିନିଆ ରିମାଣ୍ଡରେ ନେବାକୁ ଇଡିକୁ ଅନୁମୋଦନ ଦେଇଛନ୍ତି। ଏହାପୂର୍ବରୁ ଇଡି ମାର୍ଚ୍ଚ ୮ରୁ ୧୦ ଯାଏ ରିମାଣ୍ଡରେ…

ଏଚ୩ଏନ୨ ଭାଇରସରେ ଗଲା ୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଏଚ୩ଏନ୨ ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନା…