Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଜମି ବଦଳରେ ଚାକିରି’ ସ୍କାମ; ରାବ୍ରି ଦେବୀଙ୍କ ଘରେ ପଶିଲା ସିବିଆଇ…
ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ପଶିଲା ସିବିଆଇ । ‘ଜମି ବଦଳରେ ଚାକିରି’ ସ୍କାମରେ ପଚରାଉଚରା କରିବା ପାଇଁ ସିବିଆଇ ଟିମ୍ ପାଟନାରେ ପହଞ୍ଚିଥିବା ଜଣାଯାଇଛି। ଚଢ଼ାଉ ସମୟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରେଳ!-->…
ଜେଲ ଗଲେ ମନୀଷ ସିସୋଦିଆ, ଗୀତା ନେବାକୁ କୋର୍ଟଙ୍କ ଅନୁମତି
ନୂଆଦିଲ୍ଲୀ : ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍)ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଉ ଅଧିକ ଦିନ ରିମାଣ୍ଡରେ ନେଇନି ସିବିଆଇ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଯିବାରୁ ରାଉଜ ଆଭିନ୍ୟୁ କୋର୍ଟ!-->…
୧.୫ ଏକର ପିଆଜ ଫସଲରେ ନିଆଁ ଲଗାଇ ଦେଲେ ଚାଷୀ…
ନାସିକ : କଠିନ ପରିଶ୍ରମ ଓ ଟଙ୍କା ଖର୍ଚ୍ଚ କରି ପିଆଜ ଉତ୍ପାଦନ କରୁଥିଲେ ମଧ୍ୟ ଚାଷୀଙ୍କୁ ମିଳୁନି ଉଚିତ ଦାମ। ପିଆଜ ଦାମ ଅତ୍ୟନ୍ତ କମ ଥିବାରୁ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ମଧ୍ୟ ପାଉ ନାହାନ୍ତି। କେନ୍ଦ୍ର କିମ୍ବା ରାଜ୍ୟ ସରକାର ସବୁ ଜାଣି ମଧ୍ୟ କେବଳ ନୀରବତା ଅବଲମ୍ବନ କରୁଛନ୍ତି।!-->…
ଫୋନ୍ରେ ନୁହେଁ ତାଙ୍କ ମନରେ ‘ପେଗାସସ୍’ ଅଛି: ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି କହିଲେ ଶିବରାଜ ଚୌହାନ୍
ଭୋପାଳ: ଫୋନ୍ରେ ନୁହେଁ ତାଙ୍କ ମନରେ ‘ପେଗାସସ୍’ ଥିବା କଥା ଶନିବାର ଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି।ସୂଚନାଯୋଗ୍ୟ, ଇଜ୍ରାଏଲୀୟ ‘ସ୍ପାଏୱେର୍’ ‘ପେଗାସସ୍’ ମାଧ୍ୟମରେ ତାଙ୍କ ଫୋନ୍!-->…
ଉମେଶ ପାଲ୍ ହତ୍ୟା ଘଟଣା: କ୍ରେଟା କାରର ମାଲିକକୁ ଖୋଜି ବାହାର କଲା ପୁଲିସ…
ପ୍ରୟାଗରାଜ: ‘ବିଏସ୍ପି’ ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍ ହତ୍ୟା ମାମଲାରେ ଏବେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଉମେଶଙ୍କୁ ଗୁଳି କରିିଥିବା ସୁଟର ଯେଉଁ ଗାଡ଼ି ବ୍ୟବହାର କରୁଥିଲା, ତାହା ଅତୀକଙ୍କ ସହଯୋଗୀ ନଫିସ ଅହମ୍ମଦର ଥିଲା ବୋଲି ଜଣାପଡ଼ିଛି।!-->…
‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ବ୍ୟାନର ଲଗାଇବାରୁ ଦିଲ୍ଲୀ ସ୍କୁଲ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ବ୍ୟାନର ଲଗାଇବାରୁ ଦିଲ୍ଲୀର ଏକ ସ୍କୁଲ ବିରୋଧରେ ମାମଲା ରୁଜୁ। ଶନିବାର ଉତ୍ତର-ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା ଦିଲ୍ଲୀ ସରକାରୀ ବିଦ୍ୟାଳୟର ଫାଟକରେ ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ଏକ ବ୍ୟାନର ଲଗାଯାଇଥିବାରୁ!-->…
ଧୂଳି ଉଡ଼େଇ ପର୍ଯ୍ୟଟକଙ୍କ ଗାଡ଼ିକୁ ଓଲଟାଇବାକୁ ଧାଇଁ ଆସିଥିଲା ହାତୀ: ଘଟଣାସ୍ଥଳରୁ ଜୀବନ ବଞ୍ଚାଇ ଦୌଡ଼ିଲେ ଲୋକେ
ନୂଆଦିଲ୍ଲୀ: ପର୍ଯ୍ୟଟକମାନେ ଚିଡ଼ିଆଖାନରେ ପଶୁପକ୍ଷୀଙ୍କୁ ଅତି ନିକଟରୁ ଦେଖିବାର ମଜା ନେବା ପାଇଁ ଜଙ୍ଗଲ ସଫାରି ବାଛି ଥାଆନ୍ତି। କିନ୍ତୁ ସମୟସମୟରେ ଏହି ଜଙ୍ଗଲ ସଫାରି ବେଳେ ପର୍ଯ୍ୟଟକମାନେ ହିଂସ୍ରଜନ୍ତୁମାନଙ୍କ ଆକ୍ରମଣର ଶିକାର ହୋଇଥିବାର ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ!-->…
କଂଗ୍ରେସ ସରକାର ଆସିଲେ ମହିଳାଙ୍କୁ ମାଲାମାଲ କରିଦେବୁ: କମଲନାଥ
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଜନ୍ମଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଡା ପ୍ରତିଦ୍ବନ୍ଦୀ କମଲନାଥ ଏକ ବଡ଼ ଘୋଷଣା କରିଛନ୍ତି। ପିସିସି ମୁଖ୍ୟ କମଲ ନାଥ କହିଛନ୍ତି ଯେ ଯଦି କଂଗ୍ରେସ ସରକାର କ୍ଷମତାକୁ ଆସେ ତେବେ ମହିଳାମାନେ ମାଲାମାଲ ହୋଇଯିବେ | କାରଣ!-->…
ବିମାନ ବନ୍ଦର ପାଇଖାନା ଭିତରୁ ଜବତ ହେଲା ୨ କୋଟିର ସୁନା ବିସ୍କୁଟ
ନୂଆଦିଲ୍ଲୀ : ଆଜି ଦିଲ୍ଲୀସ୍ଥିତି ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ-୨ ଶୌଚାଳୟ ଭିତରୁ ୪ଟି ସୁନା ବିସ୍କୁଟ୍ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। କଷ୍ଟମ୍ ଅଧିକାରୀମାନେ ଏହି ସୁନା ବିସ୍କୁଟ୍ ଜବତ କରିଛନ୍ତି। ଏହାକୁ ଜବତ ପରେ ସିଲ!-->…
ଦେଶ ଏବେ ଖରାପ ପରିସ୍ଥିତିରେ ଅଛି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମା ଟପୁଛନ୍ତି। ଦେଶ ଏବେ ବିପଦଜନକ ପରିସ୍ଥିତିରେ ଅଛି। ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀ ଏପରି ହୋଇଛି ଯେ, ଯଦି ଦେଶର କୌଣସି ରାଜ୍ୟରେ!-->…