Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପ୍ରତିଦିନ ଗଣତନ୍ତ୍ରର ମୌଳିକ ଢାଞ୍ଚାକୁ ଆକ୍ରମଣ କରାଯାଉଛି: ରାହୁଲ ଗାନ୍ଧି
ଗଣତନ୍ତ୍ରର ସୁରକ୍ଷା ପାଇଁ ବ୍ୟବସ୍ଥିତ ଅନୁଷ୍ଠାନର ଆବଶ୍ୟକ ହୋଇପଡ଼ିଥିବା ବେଳେ ଏବେ ଗଣତନ୍ତ୍ରର ମୌଳିକ ଢାଞ୍ଚା ବିପଦରେ ପଡ଼ିଛି। ପ୍ରତିଦିନ ଗଣତନ୍ତ୍ରର ମୌଳିକ ଢାଞ୍ଚାକୁ ଆକ୍ରମଣ କରାଯାଉଛି। ଏହା କହିଛନ୍ତି ରାହୁଲ ଗାନ୍ଧି। କେମ୍ବ୍ରିଜ ବିଶ୍ୱିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ!-->…
ପରୀକ୍ଷାର ୩୦ମିନିଟ ପୂର୍ବରୁ ଦ୍ବାଦଶଶ୍ରେଣୀର ଗଣିତ ପେପର ଲିକ…
ନୂଆଦିଲ୍ଲୀ: ମହାରାଷ୍ଟ୍ର ବୋର୍ଡ ହାୟର୍ ସେକେଣ୍ଡାରି ସାର୍ଟିଫିକେଟ (ଏଚଏସସି)ର ପେପର ଶୁକ୍ରବାର ଲିକ ହୋଇଯାଇଛି। ଏହି ଲିକ ବୁଲଢ଼ାଣା ଜିଲ୍ଲା ସିନ୍ଦେଖେଡ଼ ରାଜାର ପରୀକ୍ଷା କେନ୍ଦ୍ରରୁ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ଏଚଏସସିର ପରୀକ୍ଷା ୧୧ଟାରେ ଆରମ୍ଭ ହେବାର ଥିଲା। କିନ୍ତୁ!-->…
କନ୍ୟାଙ୍କ ସାମ୍ନାରେ ଟଳିପଡ଼ିଲେ ବର…
ପାଟ୍ନା: ବିହାରର ସିତାମଢ଼ିରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ବାହାଘରରେ ଡିଜେର ଶବ୍ଦ ବରର ମୃତ୍ୟୁର କାରଣ ପାଲଟିଛି। ଜାଣିବାକୁ ମିଳିଛି ଯେ ବିବାହରେ ବାଜୁଥିବା ଡିଜେ ଶବ୍ଦ ଶୁଣି ବିବ୍ରତ ହୋଇ ପଡ଼ିଲେ ବର। ତାପରେ ଅଚେତ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲ୍ ନିଆ ଯାଇଥିଲା। ସେଠାରେ!-->…
ଠକ ସୁକେଶ ଚନ୍ଦ୍ରଶେଖର କେଜ୍ରିୱାଲଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ…
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ୨୦୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ବନ୍ଦୀ ଥିବା ସୁକେଶ ଚନ୍ଦ୍ରଶେଖର ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ କେଜ୍ରିୱାଲ ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ସୁକେଶ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କହିଛନ୍ତି, ଆପଣ ମୋତେ ଠକ!-->!-->!-->…
୭ରେ ମୁଖ୍ୟମନ୍ତ୍ରୀ ଭାବେ ମେଘାଳୟରେ ଶପଥ ନେବେ ସାଙ୍ଗମା…
ମେଘାଳୟରେ ସରକାର ଗଠନ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିବାକୁ ଯାଉଛି । ଏନ୍ପିପି ନେତା କନରାଡ୍ ସାଙ୍ଗମା ସେଠାରେ ନୂତନ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା ମଙ୍ଗଳବାର ସେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହେବାକୁ ଯାଉଥିବା ବେଳେ!-->…
ସୋନିଆ ଗାନ୍ଧୀ ଅସୁସ୍ଥ, ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି…
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଆସିବା ପରେ ଗୁରୁବାର ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ଏଠାରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କୁ ରଖାଯାଇଛି।
ସାର୍ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ଜାରି ସୂଚନା ମୁତାବକ,!-->!-->!-->…
ଦ୍ବିପାକ୍ଷିକ ସମ୍ପର୍କରେ ସୀମାନ୍ତ ସମସ୍ୟାକୁ ଗୁରୁତ୍ବ ନ ଦେବା ଉଚିତ: ‘ଜି୨୦’ରେ ଭାରତକୁ କହିଲା ଚୀନ୍
ନୂଆଦିଲ୍ଲୀ: ଦ୍ବିପାକ୍ଷିକ ସମ୍ପର୍କରେ ସୀମାନ୍ତ ସମସ୍ୟାକୁ ଗୁରୁତ୍ବ ନ ଦେଇ ଭାରତ ଓ ଚୀନ୍ ଯଥା ଶୀଘ୍ର ସମ୍ଭବ ପରିସ୍ଥିତିକୁ ସ୍ବାଭାବିକ ନିୟନ୍ତ୍ରଣକୁ ନେବା ଉଚିତ ବୋଲି ଚୀନ୍ର ବୈଦେଶିକ ମନ୍ତ୍ରୀ କ୍ବିନ୍ ଗାଙ୍ଗ୍ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ କହିଥିବା!-->…
ଘରୁ ୬ କୋଟି ଟଙ୍କା ଜବତ, ଗିରଫ ହେଲେ କର୍ଣ୍ଣାଟକ ‘ବିଜେପି’ ବିଧାୟକଙ୍କ ପୁଅ…
ବେଙ୍ଗାଲୁରୁ: ଘରୁ ନଗଦ ୬ କୋଟି ଟଙ୍କା ଜବତ କରିବା ପରେ ଆଜି ସକାଳେ କର୍ଣ୍ଣାଟକ ସରକାରଙ୍କ ଦୁର୍ନୀତି ନିରୋଧୀ ପ୍ରତିଷ୍ଠାନ ‘ଲୋକାୟୁକ୍ତ’ ‘ବିଜେପି’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କ ପୁଅଙ୍କୁ ଗିରଫ କରିଛନ୍ତି।
ଗୁରୁବାର ଦିନ ଅଫିସ୍ରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ‘ବିଜେପି’!-->!-->!-->…
ହାଥରସ ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୩ ଦୋଷ ମୁକ୍ତ…
ଲକ୍ଷ୍ନୌ : ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ପରେ ହତ୍ୟାକାଣ୍ଡ ମାମଲରେ ଆସିଛି ବଡ଼ ରାୟ। ଏହି ମାମଲାର ଅଭିଯୁକ୍ତ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉତ୍ତରପ୍ରଦେଶର କୋର୍ଟ ଦୋଷ ମୁକ୍ତ କରିଛନ୍ତି। ଏଥିସହ ମୁଖ୍ୟ ଅଭିଯୁକ୍ତ ସନ୍ଦିପ ସିଂହ ଏସ୍ସି/ଏସ୍ଟି ଆକ୍ଟ ଅନୁଯାୟୀ!-->…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାହୁଲଙ୍କୁ ଘରେ ଖଣ୍ଡେ ଦେବାକୁ ଉଠିଲା ଦାବି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାହୁଲଙ୍କୁ ଘରେ ଖଣ୍ଡେ ଦିଆଯାଉ | କିଛି ଏଭଳି ଦାବି ଏବେ ଉଠିଛି | ବାସ୍ତବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡର ରାୟପୁରରେ ଆୟୋଜିତ ହୋଇଥିବା କଂଗ୍ରେସ ମହାଧିବେସନକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ମୋର ୫୨ ବର୍ଷ ଧରି ଘର ନାହିଁ। ଆଉ!-->…