Browsing Category

ଦେଶ

ଦେବାଳିଆ ପାକିସ୍ତାନକୁ ସାହାଯ୍ୟ କରିବ ଚାଇନା, ଚିନ୍ତାରେ ଆମେରିକା…

ନୂଆଦିଲ୍ଲୀ : ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ। ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାରେ ଆଉ ପାଖାପାଖି ୩ ଶହ କୋଟି ଡଲାର ରହିଛି । ଫଳରେ ଏହା ଦେବାଳିଆ ସ୍ଥିତିକୁ ଆସିଯାଇଛି । ପାକିସ୍ତାନରେ ଏବେ କ୍ଷୀର ଲିଟର ୨୫୦ ଟଙ୍କା ଓ ଚିକେନ୍ କେଜି ୭୮୦ ଟଙ୍କାରେ ବିକ୍ରି ହେଉଛି ।…

ଏବେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବେ ରାହୁଲ ଗାନ୍ଧି…

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ସଫଳ ହେବା ପରେ କଂଗ୍ରେସ ଏବେ ଆଉ ଏକ ପଦଯାତ୍ରା କରିବାକୁ ଯାଉଛି। ଯାହା ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମରେ ସରିବ। ଏନେଇ କଂଗ୍ରେସ ମୁଖପାତ୍ର ଜୟରାମ ରମେଶ ସୂଚନା ଦେଇଛନ୍ତି। ଜୟରାମ ରମେଶଙ୍କ କହିବାନୁସାରେ, ଭାରତ ଯୋଡ଼ୋ…

ଭାରତରେ ପହଞ୍ଚିଲେ ଜର୍ମାନ୍‌ ଚାନ୍‌ସେଲର୍‌…

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ତ ଆଗରୁ ସୁସମ୍ପର୍କ ରହିଛି ଏବଂ ମୋର ଏହି ଦୁଇଦିନିଆ ଗସ୍ତ ତାହାକୁ ଆହୁରି ସୁଦୃଢ଼ କରିବ ବୋଲି ଆଜି ଭାରତରେ ପହଞ୍ଚିଥିବା ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୁଲେତ୍‌ସ୍‌ କହିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଲେତ୍‌ସ୍‌ଙ୍କୁ…

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ଙ୍କ ପତିଙ୍କ ନିଧନ…

ପୁଣେ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ଙ୍କ ପତି ଡ. ଦେବୀ ସିଂହ ସେଖାୱତ୍‌ଙ୍କର ହୃଦ୍‌ଘାତ କାରଣରୁ ଏଠାକାର ଏକ ଘରୋଇ ହସ୍ପିଟାଲ୍‌ରେ ଶୁକ୍ରବାର ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ପୂର୍ବତନ ରାଷ୍ଟ୍ରପତିଙ୍କ ଏକ ନିକଟତମ ସୂତ୍ରରୁ ଏହି ସୂଚନା…

ଫି’ ପାଇଁ ସ୍କୁଲ୍‌ରେ ବନ୍ଧାପଡ଼ିଲା ବାଇକ୍…

ବୁଲନ୍ଦସହର: ବକେୟା ଫି’ ଜମା କରାଯାଇନଥିବାରୁ ସ୍କୁଲ୍ ପ୍ରଶାସନ ଜଣେ ଅଭିଭାବକଙ୍କ ବାଇକ୍ ବନ୍ଧକ ରଖିଥିବା ଜଣାପଡ଼ିଛି । ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ବୋର୍ଡ ପରୀକ୍ଷାର ଆଡ୍‌ମିଟ୍ କାର୍ଡ ଆଣିବାକୁ ବାପାଙ୍କ ସହିତ ସ୍କୁଲ୍ ଯାଇଥିଲା । ଏହି ଅବସରରେ ସ୍କୁଲ ପ୍ରଶାସନ ପକ୍ଷରୁ…

ଜୟଲୁକ୍କାସ ଗ୍ରୁପ୍‌ର ୩୦୫ କୋଟି ସମ୍ପତ୍ତି ଜବତକଲା ଇଡି…

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜ୍ୱେଲାରୀ କମ୍ପାନୀ ଜୟଲୁକ୍କାସ ଗ୍ରୁପ୍‌ର ମାଲିକ ଜୟ ଜୟଲୁକ୍କାସ ଭର୍ଗିଜ୍‌ଙ୍କ ୩୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଥିବା ଶୁକ୍ରବାର କହିଛି । କମ୍ପାନୀ ଦ୍ୱାରା ହାୱାଲା ମାଧ୍ୟମରେ ବିପୁଳ ପରିମାଣର କ୍ୟାସ୍ ଦୁବାଇ…

ମାର୍ଚ୍ଚ ୭ରେ ଅଫ୍‌ତାବ ମାମଲାର ଶୁଣାଣି…

ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର୍ ହତ୍ୟା ମାମଲାରେ ପୁଲିସ ଅଫ୍‌ତାବ୍ ବିରୋଧରେ ଆଣିଥିବା ଅଭିଯୋଗ ଉପରେ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀର ଏକ କୋର୍ଟରେ ଶୁଣାଣି ହେବ । ଅଫ୍‌ତାବକୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯିବା ପରେ ଆଡିସିନାଲ୍ ସେସନ୍ସ ଜଜ୍ ମନୀଷା ଖୁରାନା କକ୍କଡ ଅଭିଯୋଗ ଉପରେ…

ଚୀନ୍‌କୁ ଭାରତର ସିଧା ଜବାବ; ଇଣ୍ଡୋନେସିଆ ପହଞ୍ଚିଲା ଆଇଏନ୍‌ଏସ୍ ସିନ୍ଧୁକେଶରୀ…

ଜାକର୍ତ୍ତା : ଦକ୍ଷିଣ ଚୀନ୍ ସାଗରକୁ ନେଇ ଚୀନ୍ ଏବଂ ଆସିଆନ୍ ଦେଶ ମଧ୍ୟରେ ଲାଗିଥିବା ବିବାଦ ମଧ୍ୟରେ ଭାରତୀୟ ସବ୍‌ମେରିନ୍ ଆଇଏନ୍‌ଏସ୍ ସିନ୍ଧୁକେଶରୀ ପ୍ରଥମ ଥର ପାଇଁ ଜାକର୍ତ୍ତାରେ ପହଞ୍ଚିଛି । ଏହା ଚୀନ୍‌କୁ ଭାରତର ସିଧା ଜବାବ ବୋଲି କୁହାଯାଉଛି । ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି…

ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ସେମିଫାଇନାଲ୍‌ରୁ ଭାରତ ବିଦା, ଅଷ୍ଟ୍ରେଲିଆ ୫ ରନ୍‌ରେ ବିଜୟୀ…

କେପ୍‌ଟାଉନ୍‌: ଗତ ସଂସ୍କରଣ ପରି ଏଥର ମଧ୍ୟ ଭାରତର ବିଶ୍ବକପ୍‌ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ବାଧା ଦେଇଛି। ଗୁରୁବାର ଖେଳାଯାଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ୫ ରନ୍‌ରେ ଭାରତକୁ ହରାଇ ସପ୍ତମ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ…

ଦେଶ ବଦଳରେ ବ୍ୟବସାୟ ବିଷୟରେ ଚିନ୍ତା କରିଥି‌ଲେ ମସ୍କଙ୍କ ଠାରୁ ଅଧିକ ଧନୀ ହୋଇଥାନ୍ତି : ବାବା ରାମଦେବ…

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ସାହିତ୍ୟ ଆଜତକ ମଞ୍ଚରେ କହିଛନ୍ତି ଯେ, ଯଦି ସେ ଦେଶ ବଦଳରେ ବ୍ୟବସାୟ ବିଷୟରେ ଚିନ୍ତା କରିଥାନ୍ତେ, ତେବେ ସେ ବିଶ୍ବର ଧନୀ ନମ୍ବର ୧ ବ୍ୟବସାୟୀ ଏଲନ ମସ୍କଙ୍କ ଠାରୁ ବି ଅଧିକ ଧନୀ ହୋଇଥାନ୍ତେ। ବାବା ରାମଦେବ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବେଦ,…