Browsing Category

ଦେଶ

ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦକୁ ନେଇ ମହାଗଠବନ୍ଧନ ଦୁଇ ଫାଳ!

ପାଟନା: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିହାରରେ କଂଗ୍ରେସ, ଜେଡିୟୁ, ଆରଜେଡି ମଧ୍ୟରେ ଥିବା ମହାଗଠବନ୍ଧନ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାପଡିଛି। ବିହାର କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଥିବାବେଳେ ଆରଜେଡି ଏଥିପାଇଁ ପ୍ରସ୍ତୁତ ନାହିଁ । ଆରଜେଡି…

ମୋଦୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ଟୋମାଟୋ ୨୦ ଓ ଚିକେନ ୧୫୦ ଟଙ୍କାରେ ମିଳୁଥାନ୍ତା : ଭାଇରାଲ ହେଲା ପାକିସ୍ତାନୀ…

ଲାହୋର : ଉତ୍କଟ ଆର୍ଥିକ ଦୁର୍ଗତିରେ ଫସି ରହିଥିବା ପାକିସ୍ତାନର ଲୋକମାନେ ଏହି ସଂକଟ ପାଇଁ ନିଜ ଦେଶର ରାଜନୈତିକ ନେତାମାନଙ୍କୁ ଦାୟୀ କରୁଛନ୍ତି । ଏହା ସହିତ ସେମାନେ କହୁଛନ୍ତି ଯେ ପାକିସ୍ତାନର ନେତାମାନଙ୍କ ତୁଳନାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଭଲ । ସୋସିଆଲ…

ଯେଉଁଠୁ ଆରମ୍ଭ, ସେଇଠି ଶେଷ: ସାତ ଘଣ୍ଟା ଉଡାଣ ପରେ ବି ଗନ୍ତବ୍ୟସ୍ଥଳରେ ପହଂଚିପାରିଲାନି ବିମାନ

ଟୋକିଓ: ସାତ ଘଣ୍ଟା ଉଡ଼ାଣ ପରେ ମଧ୍ୟ ଏକ ବିମାନ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିଲା ନାହିଁ। ଏତେ ଲମ୍ବା ଯାତ୍ରା ପରେ ମଧ୍ୟ ବିମାନରେ ଚଢିଥିବା ଶହ ଶହ ଯାତ୍ରୀ ସେହି ସ୍ଥାନରୁ ଅବତରଣ କରିବାକୁ ବାଧ୍ୟ ହେଲେ ଯେଉଁଠାରୁ ସେମାନେ ଯାତ୍ରା ଆରମ୍ଭ କରିଥିଲେ। ବାସ୍ତବରେ, ଜାପାନରେ ଏଭଳି ଏକ…

ଆଗାମୀ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀ ଗେମଚେଞ୍ଜର ହେବେ: ଶତ୍ରୁଘ୍ନ ସିହ୍ନା

କୋଲକାତା: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ବିଜେପି ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ତଥାପି, ଏନେଇ କୌଣସି ରଣନୀତି ସଫଳ ହେବାର ଦେଖାଯାଉନାହିଁ | ବିରୋଧୀ ଦଳମାନେ ପରସ୍ପର ବିରୋଧରେ ବୟାନବାଜି କରୁଥିବାବେଳେ ଏସବୁ ଘଟଣାକୁ ନେଇ ବର୍ତ୍ତମାନ…

ପବନ ଖେଡାଙ୍କୁ ଦିଲ୍ଲୀ କୋର୍ଟ ଜାମିନ ଦେବେ : ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ :କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡାଙ୍କୁ ଗିରଫ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ଆଜି ଶୁଣାଣି ହୋଇଛି। ଏହି ମାମଲାର ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ସିଂହ ଶୁଣାଣି କରିଥିଲେ। କୋର୍ଟ ତାଙ୍କ ରାୟରେ…

‘ଉଚ୍ଛେଦ ବେଳେ ମୃତ୍ୟୁ’ ଗୀତ ଭାଇରାଲ୍‌ ଯୋଗୁଁ ଗାୟିକାଙ୍କୁ ଉତ୍ତର ପ୍ରଦେଶ ପୁଲିସର ନୋଟିସ୍‌

ଲକ୍ଷ୍ନୌ: କାନପୁରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଇଥିବା ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବିଦ୍ରୂପ କରି ବ୍ୟାଙ୍ଗାତ୍ମକ ଗୀତ ଗାଇଥିବା ଜଣେ ଜନପ୍ରିୟ ଭୋଜପୁରୀ ଗାୟିକାଙ୍କୁ ଉତ୍ତର ପ୍ରଦେଶ ପୁଲିସ ନୋଟିସ୍‌ ଜାରି କରିଛି।ସୂଚନାଯୋଗ୍ୟ, ଏହି ଉଚ୍ଛେଦ ବେଳେ ଜଣେ ମାଆ ଓ ଝିଅଙ୍କର ମୃତ୍ୟୁ…

ଜୟଶଙ୍କର କ’ଣ ‘ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ୍‌’ଦ୍ବାରା ଆକ୍ରାନ୍ତ?: କଂଗ୍ରେସ

ନୂଆଦିଲ୍ଲୀ: ‘‌ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ୍‌’ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କି, ବୋଲ କହି ଆଜି କଂଗ୍ରେସ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ସମାଲୋଚନା କରିଛି। ସୂଚନାଯୋଗ୍ୟ, ଆକ୍ରମଣକାରୀ ବା ଅପହରଣକାରୀଙ୍କ ପ୍ରତି ଅପହୃତଙ୍କର ଆସ୍ଥା ବା ଶ୍ରଦ୍ଧା ଜାଗ୍ରତ ହେବାକୁ…

ଭାରତକୁ କେହିନୂର ଫେରାଅ: ଭାଇରାଲ୍‌ ହେଲା ଇଂଲଣ୍ଡ୍‌ ଟେଲିଭିଜନ୍‌ ସୋ’ରେ ଭାରତୀୟ ବଂଶୋଦ୍ଭବ ସାମ୍ବାଦିକାଙ୍କ…

ନୂଆଦିଲ୍ଲୀ: କୋହିନୂର୍‌ ହୀରା ଭାରତକୁ ଫେରସ୍ତ ଦିଆଯିବା ଉଚିତ ବୋଲି କି, ବୋଲି ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ନରିନ୍ଦର୍‌ କୌର୍‌ ଏବଂ ‘ଜି.ବି. ନିଉଜ୍‌’ର ସାମ୍ବାଦିକା ଇମ୍ମା‌ ୱେବ୍‌ କରିଥିବା ବିତର୍କ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।ଏହି ପ୍ରସଙ୍ଗକୁ ଭିତ୍ତି କରି…

ନେପାଳରେ ୪.୪ ତୀବ୍ରତାର ଭୂମିକମ୍ପ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟ୍‌କା ଅନୁଭୂତ

ନୂଆଦିଲ୍ଲୀ: ନେପାଳରେ ବୁଧବାର ଅପରାହ୍ନରେ ରିଚର ସ୍କେଲ୍‌ରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ-ଏନସିଆରରେ ଏହି ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି।ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ…

ରେଳ ମନ୍ତ୍ରାଳୟରେ ଶେଷ ହେଲା ଭିଆଇପି ସଂସ୍କୃତି! କାର୍ଯ୍ୟାଳୟରେ ଆଟେଣ୍ଡାଣ୍ଟଙ୍କୁ ଡାକିବା ପାଇଁ ବ୍ୟବହୃତ ଘଣ୍ଟି…

ନୂଆଦିଲ୍ଲୀ: ବିଭିନ୍ନ ସ୍ତରରେ ଭିଆଇପି ସଂସ୍କୃତିକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଆଗେଇ ନେଇ ରେଳ ମନ୍ତ୍ରାଳୟ କାର୍ଯ୍ୟାଳୟରେ ସହାୟକ କର୍ମଚାରୀ (ଆଟେଣ୍ଡାଣ୍ଟ)ମାନଙ୍କୁ ଡାକିବା ପାଇଁ ବ୍ୟବହୃତ ହେଉଥିବା ଘଣ୍ଟିକୁ ହଟାଇବାକୁ ନିର୍ଦ୍ଦେଶ…