Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭୂମିକମ୍ପ ପରେ ନିଜ ଘରର ଧ୍ବଂସସ୍ତୂପ ତଳେ ଚାପି ହୋଇ ଯାଇଥିବା ଗୋଟିଏ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଭାବେ ହେଲେ…
ଇସ୍ତାନବୁଲ: ତୁର୍କୀ ଓ ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୨୬ ହଜାର ଅତିକ୍ରମ କରିଛି। ଏଥିସହିତ ଲକ୍ଷାଧିକ ଲୋକଙ୍କ ଘର ନଷ୍ଟ ହୋଇ ମାଟିରେ ମିଶି ଯାଇଛି। ସେମାନଙ୍କ ପାଖରେ ରହିବାକୁ ଘର ନାହିଁ।ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପୀଡ଼ିତଙ୍କୁ ବଞ୍ଚାଇବା!-->…
ପାକିସ୍ତାନରେ ମହଙ୍ଗା ହେଲା ପାରାସିଟାମଲ୍ ସମେତ ୨୦ଟି ଅତ୍ୟାବଶ୍ୟକ ଔଷଧ…
ଲାହୋର: ପାକିସ୍ତାନ କିଛି ଦିନ ହେବ ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ସ୍ଥିତି ଏପରି ହୋଇଛି ଯେ ଯଦି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବା ଆଇଏମଏଫ ପକ୍ଷରୁ ପାକିସ୍ତାନକୁ ଋଣ ଦିଆନଯାଏ ତେବେ ପାକିସ୍ତାନ ଋଣ ଖିଲାପ କରିବ । ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ସହ ଖାଦ୍ୟ ସଙ୍କଟରେ ଏବେ!-->…
ରାଜ୍ୟସଭାରେ ରାଗି ଯାଇ ଉପରାଷ୍ଟ୍ରପତିଙ୍କୁ ଆଙ୍ଗୁଳି ଦେଖାଇ କଥା ହେଲେ ଜୟା ବଚ୍ଚନ…
ନୂଆଦିଲ୍ଲୀ: ଅଭିନେତ୍ରୀ ଓ ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ସମାଜବାଦୀ ପାର୍ଟିର ନେତ୍ରୀ ଓ ତାଙ୍କର ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଟ୍ରୋଲ କରିଛନ୍ତି।ରାଜ୍ୟସଭାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଆଙ୍ଗୁଳି!-->…
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ୧୨ଘଣ୍ଟାରେ ପହଞ୍ଚିବେ ମୁମ୍ବାଇ
ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଅର୍ଥାତ ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରିଛନ୍ତି। ଏହା ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ!-->…
ଥରିଲା ଆସାମ, ନଗାଓଁରେ ୪ ତୀବ୍ରତାର ଭୂକମ୍ପ ଅନୁଭୂତ…
ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ହେବା ପରେ ଏବେ ଆସାମର ନଗାଓଁରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଅନୁଯାୟୀ ନଗାଓଁରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪ଥିଲା ବୋଲି କୁହାଯାଉଛି। ଆଜି ଅପରାହ୍ନ ୪.୧୮ ସମୟରେ ଏହି ଭୂକମ୍ପ!-->…
ମାଟି ତଳେ ୧୨୮ ଘଣ୍ଟା, ଜୀବନ୍ତ ଉଦ୍ଧାର ହେଲା ନବଜାତ…
ନୂଆଦିଲ୍ଲୀ : ମାଟିତଳେ ୧୨୮ ଘଣ୍ଟାର ସଂଘର୍ଷ। ପାଖାପାଖି ୫ ଦିନ ପରେ ଉଦ୍ଧାର ହେଲା ନବଜାତ। ଭୟଙ୍କର ଭୂମିକମ୍ପ ଯୋଗୁ ଯେଉଁଠି ହଜାର ହଜାର ଜୀବନ ଯାଇଛି ସେହି ସମୟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହା କୌଣସି ଚମତ୍କାର ଠାରୁ କମ୍ ନୁହେଁ।ତୁର୍କୀ ଓ ସିରିୟାରେ ବିନାଶକାରୀ!-->…
ରାସ୍ତା ଅତ୍ୟନ୍ତ କଦର୍ଯ୍ୟ… କହି ଗଡକରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ…
ଚେନ୍ନାଇ : 'ରାସ୍ତାଘାଟ ଅତ୍ୟନ୍ତ କଦର୍ଯ୍ୟ। କାର୍ରେ ଯିବା ମୁସକିଲ। ତେଣୁ ମୋତେ ଟ୍ରେନ୍ରେ ଯିବାକୁ ପଡ଼ିଲା।' ଏଭଳି କିଛି କହି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ।ଚେନ୍ନାଇରୁ ରାଣୀପେଟା!-->…
ଅଧାରୁ ଭାରତ ଯୋଡ଼ୋ ଯାତ୍ରା ଛାଡ଼ିବାକୁ ଚାହୁଁଥିଲେ ରାହୁଲ…
ନୂଆଦିଲ୍ଲୀ : ଯେଉଁ ଭାତର ଯୋଡୋ ଯାତ୍ରା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ଚର୍ଚ୍ଚାକୁ ଆସିଛନ୍ତି, ସେହି ଯାତ୍ରାକୁ ସେ ଅଧାରୁ ଛାଡ଼ିବାକୁ ଛାହୁଁଥିଲେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ କେସି ବେଣୁଗୋପାଲ ରାହୁଲ ଗାନ୍ଧିଙ୍କୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି।
ସେ!-->!-->!-->…
ଆଦାନିଙ୍କୁ ନେଇ ମୋଦିଙ୍କ ବିରୋଧରେ ବର୍ଷିଲେ ଖାଡ଼ଗେ…
ନୂଆଦିଲ୍ଲୀ : ମୋଦି ଜନତାଙ୍କ ଅର୍ଥ ନେଇ ନିଜ ବନ୍ଧୁ ଆଦାନିଙ୍କୁ ଫଣ୍ଡିଂ କରିଛନ୍ତି। ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଖାଡ଼ଗେ କହିଛନ୍ତି ଯେ, ଶାସନ କ୍ଷମତାକୁ ଆସିବା ପରେ ମୋଦି ଉଦ୍ଦ୍ୟୋଗପତି ଗୌତମ ଅଦାନୀଙ୍କୁ ସାହାଯ୍ୟ!-->…
ଛତ୍ରପତି ଶିବାଜୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ହଟିଲେ ମହାରାଷ୍ଟ୍ର ରାଜ୍ୟପାଳ… !
ମୁମ୍ବାଇ : ଆଜି ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ/ଉପରାଜ୍ୟପାଳ ବଦଳିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ଏ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନୂଆ ରାଜ୍ୟପାଳ ଓ ଉପରାଜ୍ୟପାଳ ନଯୁକ୍ତି ପାଇଛନ୍ତି। ଏହି ଅଦଳବଦଳ ତାଲିକାରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ!-->…