Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୧୨ ରାଜ୍ୟରେ ନୂଆ ରାଜ୍ୟପାଳ, ଛତିଶଗଡ଼ ଗଲେ ବିଶ୍ୱଭୂଷଣ…
ନୂଆଦିଲ୍ଲୀ : ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ। ୧୨ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ!-->…
ଅର୍ଥ, ବାହୁବଳ ବ୍ୟବହାର କରୁଛି ଭାଜପା : ୟେଚୁରୀ
ଅଗରତାଲା,୧୧।୨: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ଜିତିବାକୁ ଶାସକ ଭାଜପା ଅର୍ଥ ଓ ବାହୁବଳର ବ୍ୟବହାର କରୁଥିବା ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଶୁକ୍ରବାର କହିଛନ୍ତି। ଅଗରତାଲାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ, ଲୋକେ ନିରାଶ!-->…
୫ ଟଙ୍କାରେ ରନ୍ଧା ଖାଦ୍ୟ, ଛାତ୍ରୀଛାତ୍ରଙ୍କୁ ସ୍ମାର୍ଟଫୋନ୍, ସ୍କୁଟି ପ୍ରତିଶ୍ରୁତି…
ଅଗରତାଲା : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳର ନିର୍ବାଚନୀ ଇସ୍ତାହାର ‘ଉନ୍ନତ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରା’ ଉନ୍ମୋଚନ କରିଛନ୍ତି। ଏଥିରେ ଲୋକଙ୍କୁ ୫ ଟଙ୍କାରେ ରନ୍ଧା ଖାଦ୍ୟ, ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରରେ କନ୍ୟାସନ୍ତାନ ଜନ୍ମ େoହଲେ ୫୦ ହଜାର ଟଙ୍କାର ବଣ୍ଡ,!-->…
ମଦ ଦୁର୍ନୀତି ମାମଲା : ଏମ୍ପିଙ୍କ ପୁଅ ଗିରଫ…
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଓ୍ବାଇଏସ୍ଆର୍ସିପି ଏମ୍ପି ମାଗୁଣ୍ଟା ଶ୍ରୀନିବାସୁଲା ରେଡ୍ଡୀଙ୍କ ପୁଅ ମାଗୁଣ୍ଟା ରାଘବଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ମଦ କାରବାର ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ!-->…
ହିମାଚଳରେ ଭୀଷଣ ତୁଷାରପାତ, ୧୭୬ ସଡ଼କ ବନ୍ଦ…
ସିମ୍ଳା: ହିମାଚଳ ପ୍ରଦେଶର କେତେକ ଅଞ୍ଚଳରେ ଗତ କିଛିଦିନ ଧରି ଭୀଷଣ ତୁଷାରପାତ ଜାରି ରହିଛି । ଫଳରେ ରାଜ୍ୟର ୪ଟି ଜାତୀୟ ରାଜପଥ ସହିତ ୧୭୬ ସଡ଼କରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪୭୦ ବିଦ୍ୟୁତ୍ ଏବଂ ୧୦ ପାଣି ଯୋଗାଣ ପ୍ଲାଣ୍ଟ୍ ମଧ୍ୟ!-->…
ତୁର୍କୀ-ସିରିୟା ଭୂକମ୍ପ: ମୃତ୍ୟୁ ସଂଖ୍ୟା ୨୪ ହଜାର ପାର୍
ନୂଆଦିଲ୍ଲୀ : ତୁର୍କୀରେ ବଢୁଛି ଦୁଃଖ । ୨୪ ଟପିଲା ଭୂକମ୍ପ ମୃତ୍ୟୁ । ପାଖାପାଖି ଏକ ଲକ୍ଷ ଲୋକ ଆହତ ହୋଇଛନ୍ତି । ଲକ୍ଷାଧିକ ଲୋକ ବାସହରା ହୋଇଛନ୍ତି । ପଞ୍ଚମ ଦିନରେ ଚାଲିଛି ଅପରେସନ୍ ଆର୍ଥକ୍ୱେକ୍ । ସଂଘର୍ଷ କରୁଛନ୍ତି ଉଦ୍ଧାରକାରୀ ଟିମ୍ । ଧ୍ୱଂସାବଶେଷ ତଳୁ ଉଦ୍ଧାର ହେଉଛି!-->…
ତୁର୍କୀରେ ‘ଅପରେସନ ଦୋସ୍ତ’, ୬ବର୍ଷୀୟ ଶିଶୁକୁ ଉଦ୍ଧାର କଲା ଏନଡିଆରଏଫ୍ ଟିମ୍…
ନୂଆଦିଲ୍ଲୀ : ଭୂକମ୍ପ ଭଳି ବିପଦ ସମୟରେ ତୁର୍କୀକୁ ସହାୟତାର ହାତ ବଢ଼ାଇଛି ଭାରତ । ଭୂକମ୍ପ କ୍ଷତିଗ୍ରସ୍ତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଭାରତର ଏନଡିଆରଏଫ ଟିମ୍ । ଆଜି ତୁର୍କୀରେ ଜଣେ ୬ବର୍ଷୀୟ ଶିଶୁକୁ ଧ୍ୱଂସ ସ୍ତୁପ ତଳୁ ଉଦ୍ଧାର କରିଛି ଏନଡିଆରଏଫ୍ ଟିମ୍ । ଅପରେସନ!-->…
ତ୍ରିପୁରାରେ ଦୁଇଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ମୋଦି, ୧୬ ଫେବୃୟାରୀରେ ଭୋଟିଂ…
ନୂଆଦିଲ୍ଲୀ,୧୧ ।୨: ପାଖେଇ ଆସିଲାଣି ତ୍ରିପୁରା ବିଧାନସଭା ନିର୍ବାଚନ । ଏହାର ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ପ୍ରଧାନମନ୍ତ୍ରୀ ୨ଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ । ଏହି ନିର୍ବାଚନି ସଭା ତ୍ରିପୁରାର!-->…
କିଡ଼ନୀ ପ୍ରତିରୋପଣ ପରେ ଆଜି ଭାରତ ଫେରିବେ ଲାଲୁ ଯାଦବ…
ନୂଆଦିଲ୍ଲୀ,୧୧।୨: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରେ ସଫଳ କିଡ଼ନୀ ପ୍ରତିରୋପଣ ପରେ ଶନିବାର ଭାରତ ଫେରିବେ। ଏନେଇ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
ଟୁଇଟ୍ କରି ସେ ସମର୍ଥକଙ୍କୁ ଧନ୍ୟବାଦ!-->!-->!-->…
ଆଇଏଏସ୍ ପୂଜା ସିଂଘଲଙ୍କୁ ଅନ୍ତରୀଣ ଜାମିନ…
ନୂଆଦିଲ୍ଲୀ : ଝାରଡ଼ଖଣ୍ଡ ମନରେଗା ଘୋଟାଲାରେ ଅଭିଯୁକ୍ତ ଆଇଏଏସ୍ ଅଧିକାରୀ ପୂଜା ସିଂଘଲଙ୍କୁ ସୁପ୍ରିମ୍କୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । କନ୍ୟାଙ୍କ ଚିକିତ୍ସା ପାଇଁ କୋର୍ଟ ଦୁଇମାସ ପାଇଁ ଏହି ସସର୍ତ୍ତ ଜାମିନ ଦେଇଛନ୍ତି । ସର୍ତ୍ତ ଅନୁସାରେ ଜାମିନ ଅବଧିରେ ପୂଜା!-->…