Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଶ୍ୱାସରୁଦ୍ଧ ହୋଇ ଗଲା ୭ ଶ୍ରମିକଙ୍କ ପ୍ରାଣ
କାକିନାଡା : ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୭ ଜଣ ଶ୍ରମିକଙ୍କ ପ୍ରାଣ। ତେଲ ଟାଙ୍କି ସଫା କରିବା ବେଳେ ଘଟିଲା ଅଘଟଣ। ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାରୁ ଆସିଛି ଏଭଳି ଏକ ଦୁଃଖଦ ଖବର।କାକିନାଡା ପେଦାପୁରମ୍ ପଞ୍ଚାୟତ ରାଗମପେଟା। ଆଜି ସକାଳୁ ଏଠାରେ ଥିବା ଅବନ୍ତି ସୁବନ୍ନା ତେଲ କମ୍ପାନୀରେ!-->…
‘ନେହରୁ’ ସାଙ୍ଗିଆ ରଖିବାରେ କାହିଁକି ଗାନ୍ଧି ପରିବାର ଲାଜ କରନ୍ତି: ମୋଦି
ଆଜି ପୁଣି ସଂସଦରେ ଗାନ୍ଧି ପରିବାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ବିତର୍କ ଘେରକୁ ଟାଣି ଗାନ୍ଧି ପରିବାରକୁ ଶାଣିତ ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି ଯେ, ଯଦି ନେହରୁ ଏତେ ବଡ଼ ଜଣେ ମହାନ ବ୍ୟକ୍ତିତ୍ୱ!-->…
କ୍ଷମତାକୁ ଆସିଲେ କନ୍ୟା ସନ୍ତାନ ଜନ୍ମ ଦେଉଥିବା ପରିବାରକୁ ୫୦,୦୦୦ ଟଙ୍କା ମିଳିବ: ବିଜେପି
ଅଗରତାଲା : ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଗୁରୁବାର ବିଜେପି ଦଳୀୟ ଇସ୍ତାହାର ଜାରି କରିଛି। ବିଜେପିର ଜାତୀୟ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଅଗରତାଲାରେ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ଏହି ସମୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଉପସ୍ଥିତ ଥିଲେ।ଇସ୍ତାହାର ଜାରି କରି!-->…
ଏବେ ଦେଶରେ ଅମୃତକାଳ ନୁହଁ, ବିଷ କାଳ ଚାଲିଛି : ବିନ୍ଦ୍ରା କରାଟ…
ନୂଆଦିଲ୍ଲୀ : ବିଜେପିର ଅମୃତକାଳ ସ୍ଲୋଗାନ ନାରାକୁ ନେଇ ବର୍ଷିଛି ବାମପନ୍ଥୀ। ବିଜେପିକୁ ଟାର୍ଗେଟ କରି ବାମପନ୍ଥୀ କହିଛି ଯେ, ଦେଶରେ ଏବେ ଅମୃତକାଳ ନୁହଁ ଜହର କାଳ ଚାଲିଛି। ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ସହ ପ୍ରତିଦ୍ୱନ୍ଦିତା କରୁଥିବା ବାମପନ୍ଥୀ ଦଳ କେନ୍ଦ୍ରରେ ମୋଦିଙ୍କ!-->…
ମୋ ଭାଷଣ କାହିଁକି କାଟିଲ ? ରାହୁଲ ଗାନ୍ଧିଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ସଂସଦରେ ଦେଇଥିବା ବୟାନର କେତେକ ଆପତ୍ତିଜନକ ଅଂଶକୁ ସଂସଦର ରେକର୍ଡରୁ କାଟିଦିଆଯିବାକୁ ନେଇ ବିବାଦ ଦେଖାଦେଇଛି । ଏ ନେଇ ଅସନ୍ତୋଷ ପ୍ରକାଶ କରି ରାହୁଲ!-->…
ଜି-୨୦ ରାଷ୍ଟ୍ରବାସୀଙ୍କୁ ଭାରତରେ ମିଳିବ ୟୁପିଆଇ ସୁବିଧା
ନୂଆଦିଲ୍ଲୀ : ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଜରିଆରେ ଭାରତରେ କିଣାକିଣିର ସୁବିଧା ପାଇବେ ବିଦେଶୀ। ରିଜର୍ଭ ବ୍ୟାଙ୍କ ମୁଖ୍ୟ ଶକ୍ତିକାନ୍ତ ଦାସ ଏନେଇ ଆଜି ଘୋଷଣା କରିଛନ୍ତି। ତେବେ କେବଳ ଜି-୨୦ ରାଷ୍ଟ୍ରବାସୀ ଦେଶର କିଛି ଏୟାରପୋର୍ଟରେ ଏହି ସୁବିଧା ପାଇବେ ବୋଲି ଆରବିଆଇ ପକ୍ଷରୁ!-->…
ହିଣ୍ଡେନବର୍ଗ ଯଦି ଭାରତର ହୋଇଥାନ୍ତେ ତାଙ୍କ ବିରୋଧରେ ୟୁଏପିଏ ଲାଗୁ ହୋଇଥାନ୍ତା: ଓୱେସୀ
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଆଦାନିକୁ ଝଡ଼ ଲାଗି ରହିଥିବା ବେଳେ ଏଆଇଏମଆଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ହିଣ୍ଡେନବର୍ଗ ଭାରତର ହୋଇଥାନ୍ତେ ତେବେ ତାଙ୍କୁ ନିଶ୍ଚୟ ଆତଙ୍କବାଦୀ ନିରୋଧୀ ଆଇନ!-->…
ନିଜ ବୟାନରେ କାଏମ ରହିଲେ ମହୁଆ…
କୋଲକାତା : ବିଜେପି ଲୋକମାନେ ମୋତେ ଜ୍ଞାନ ଦେଉଛନ୍ତି। ସଂସଦୀୟ ଶୈଳୀ ବିଷୟରେ ମୋତେ କହୁଛନ୍ତି। କିନ୍ତୁ ମୁଁ ସେଓକୁ ସେଓ କହିବି, କମଳା ନୁହେଁ। ଲୋକ ସଭାରେ ଅପଶବ୍ଦ ବ୍ୟବହାର କରି ଚର୍ଚ୍ଚାରେ ଥିବା ଟିଏମସି ସାଂସଦ ମହୁଆ ମୋଇତ୍ର ଏହା କହିଛନ୍ତି। ତେବେ ମହୁଆ ତାଙ୍କ ବିବୃତ୍ତିରେ କାଏମ!-->…
ଭାରତକୁ ଆସୁଥିବା ୧୯୦ ହିନ୍ଦୁଙ୍କୁ ସୀମାରେ ଅଟକାଇଲା ପାକିସ୍ତାନ
ନୂଆଦିଲ୍ଲୀ : ପାକିସ୍ତାନରେ ଧର୍ମ ଭିତ୍ତିରେ ଭେଦଭାବ ଓ ଅତ୍ୟାଚାରର ସମ୍ମୁଖୀନ ହେଉଥିବା ସଂଖ୍ୟାଲଘୁ ହିନ୍ଦୁମାନେ ସୁଯୋଗ ପାଇଲେ କିପରି ଭାରତକୁ ଆସିବେ ସେହି ଚିନ୍ତାରେ ରହୁଛନ୍ତି । କିଛି ଲୋକ ଭାରତ ଆସିବାକୁ ସକ୍ଷମ ହେଉଥିବାବେଳେ ଆଉ କିଛି ଲୋକଙ୍କୁ ଭାଗ୍ୟ ସାଥ୍ ଦିଏ ନାହିଁ!-->…
ତୁର୍କୀରେ ଜଣେ ଭାରତୀୟ ନିଖୋଜ, ୧୦ ଭାରତୀୟ ଫସି ରହିଛନ୍ତି : ଭାରତ ସରକାର
ନୂଆଦିଲ୍ଲୀ : ତୁର୍କୀକୁ କାମ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି । ୧୦ ଜଣ ଭାରତୀୟ ତୁର୍କୀର ବିଭିନ୍ନ ଅଂଚଳରେ ଫସି ରହିଛନ୍ତି, କିନ୍ତୁ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସରକାର ବୁଧବାରଦିନ ସୂଚନା ଦେଇଛନ୍ତି ।ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଅନ୍ତର୍ଗତ ଓ୍ବେଷ୍ଟ୍ ସଚିବ (!-->…