Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗାଜିଆବାଦ କୋର୍ଟ ପରିସରରେ ପଶିଲା ବାଘ; ୨ ଓକିଲଙ୍କ ସମେତ ୫ଜଣଙ୍କୁ କଲା ଆକ୍ରମଣ
ଗାଜିଆବାଦ: ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଉତ୍ତରପ୍ରଦେଶର ଗାଜିଆବାଦ କୋର୍ଟ ପରିସରରେ ପ୍ରବେଶ କରିଥିଲା। ବାଘଟି ପୁରୁଣା ବିଲଡିଂ ନିକଟରେ ଦୁଇ ଜଣ ଓକିଲ ଓ ଜୋତା ପଲିସ କରୁଥିବା ଜଣେ ବ୍ୟକ୍ତିଙ୍କ ସମେତ ୫ ଜଣଙ୍କୁ ଆକ୍ରମଣ କରିଥିଲା।ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।!-->…
୫୦୦ ବର୍ଷର ପ୍ୟାଲେସ୍ରେ ବାହା ହେବେ ସ୍ମୃତି ଇରାନୀଙ୍କ ଝିଅ
ନୂଆଦିଲ୍ଲୀ : ବାହା ହେବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ। ହାତକୁ ଦି ହାତ ହେବେ ଶଲେନ ଇରାନୀ। ଝିଅକୁ ରାଜକୁମାରୀ ଭଳି ବିଦା କରିବାକୁ ପ୍ରସ୍ତୁତ ହୋଇଛନ୍ତି ମା' ସ୍ମୃତି। ଏଥିପାଇଁ ସଜେଇ ହୋଇଛି ୫୦୦ ବର୍ଷର ପୁରୁଣା ପ୍ୟାଲେସ। ସିଦ୍ଧାର୍ଥ ଓ କିଆରାଙ୍କ ପରେ ରାଜସ୍ଥାନରେ ରାଜକୀୟ!-->…
୨୦୦୪ରୁ ୧୪ ପର୍ଯ୍ୟନ୍ତ କଂଗ୍ରେସ ଶାସନ ଅଧିକ ଦୁର୍ନୀତିପୂର୍ଣ୍ଣ ଥିଲା: ମୋଦି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ସଂସଦରେ ଧନ୍ୟବାଦ ପ୍ରସ୍ତାବରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ରଖିଛନ୍ତି। ଏହି ଅବସରରେ ମୋଦି କଂଗ୍ରେସ ଉପରେ ନିଶାନା କରିଛନ୍ତି। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଦାନି ପ୍ରସଙ୍ଗ ସହ ବିଭିନ୍ନ!-->…
ଖୁବଶୀଘ୍ର ସିନ୍ଦେଙ୍କ ଶାସନର ପତନ ହେବ: ଆଦିତ୍ୟ ଠାକରେ…
ମୁମ୍ବାଇ : ଶିବସେନା ନେତା ତଥା ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ବୁଧବାର ମହାରାଷ୍ଟ୍ରର ସିନ୍ଦେ ସରକାରକୁ ନିଶାନା କରିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ!-->…
ଆଦାନୀଙ୍କୁ ନେଇ ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ରାହୁଲ, କାଉଣ୍ଟର କଲା ବିଜେପି
ନୂଆଦିଲ୍ଲୀ : ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଅକଳରେ ପଡ଼ିଥିବା ବେଳେ ମଙ୍ଗଳବାର ଏହି ପ୍ରସଙ୍ଗରେ ଲୋକସଭାରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ।ରାହୁଲ!-->…
ଚିତା ଆଣିବା ପଛରେ ରହିଛି ଷଡ଼ଯନ୍ତ୍ର ! କମିଯିବ କଂଗ୍ରେସର ଭୋଟ୍ !!
ନୂଆଦିଲ୍ଲୀ : ଗତ ବର୍ଷ ଆଫ୍ରିକାରୁ ଭାରତକୁ ୮ଟି ଚିତା ବାଘ ଅଣାଯାଇଛି। ଏହି ବାଘ ଗୁଡ଼ିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଛି। ଆଗାମୀ ଦିନରେ ଆଫ୍ରିକାରୁ ଆମ ଦେଶକୁ ଆହୁରି ଚିତା ବାଘ ଆସିବେ। ଏଥିପାଇଁ ଚୁକ୍ତି ମଧ୍ୟ ହୋଇଛି। ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୧୨ଟି!-->…
ପଞ୍ଜାବ: ଲୁଧିଆନା କୋର୍ଟ ବାହାରେ ଗୁଳିକାଣ୍ଡ; ୩ ଅଭିଯୁକ୍ତ ଫେରାର
ଲୁଧିଆନା: ପଞ୍ଜାବର ଲୁଧିଆନା ଜିଲ୍ଲା ଅଦାଲତ ପରିସର ବାହାରେ ମଙ୍ଗଳବାର ଅପରାହ୍ନରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି। ୩ ଜଣ ଅଜ୍ଞାତ ବ୍ୟକ୍ତି ଲୁଧିଆନା ଜିଲ୍ଲା ଅଦାଲତ ପରିସର ବାହାରେ ୩ ରାଉଣ୍ଡ ଗୁଳି ଚାଳନା କରିବା ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଗୁଳିକାଣ୍ଡର କାରଣ ଜଣା ପଡ଼ି ନଥିବା!-->…
ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବେ ଶପଥ ନେଲେ ଏଲ୍ସି ଭିକ୍ଟୋରିଆ, ନିଯୁକ୍ତି ରଦ୍ଦ ଆବେଦନ ସୁପ୍ରିମକୋର୍ଟରେ ଖାରଜ
ନୂଆଦିଲ୍ଲୀ: ଆଜି ବହୁବାଦବିବାଦ ପରେ ବରିଷ୍ଠ ମହିଳା ଆଇନଜୀବୀ ଏଲ୍ସି ଭିକ୍ଟୋରିଆ ଗୌରୀ ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଭିକ୍ଟୋରିଆ ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦିଆଯିବା ପରେ ଏହାକୁ ବିରୋଧ କରି ବହୁ ଓକିଲ!-->…
ଆପଣଙ୍କ ସବୁ ସମସ୍ୟାର ସମାଧାନ ବାହାର କରିବ ଗୀତା, ଗୁଗୁଲ୍ ତିଆରି କଲା ‘ଗୀତା-ଜିପିଟି’
ହାଇଦ୍ରାବାଦ : କୁହାଯାଏ ମାନବ ସମ୍ମୁଖୀନ ହେଉଥିବା ସବୁ ସମସ୍ୟାର ସମାଧାନ ଶ୍ରୀମଦ୍ ଭଗବତ୍ ଗୀତାରେ ରହିଛି । ଯୁଗ ଯୁଗ ଧରି ସନାତନ ଧର୍ମର ଏହି ଅମୂଲ୍ୟ ରତ୍ନ ମାନବକୁ ପଥ ଦେଖାଇଆସିଛି । ଆଜିର ବୈଜ୍ଞାନିକ ଯୁଗରେ ବି ମାନବ ସମସ୍ୟାର ସମାଧାନ ପାଇଁ ମଣିଷ ଗୀତାର ସହାୟତା ନେଉଛି ।ଗୁଗୁଲ!-->…
ବିରୋଧୀ ଦଳନେତା ପଦରୁ ଇସ୍ତଫା ଦେଲେ ବାଲାସାହେବ ଥୋରାଟ
ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ୍ ମଙ୍ଗଳବାର ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଚିଠି ଲେଖି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଥୋରାଟ୍ଙ୍କ ସହଯୋଗୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇଥିଲେ ଯେ ସେ ମହାରାଷ୍ଟ୍ର!-->…