Browsing Category

ଦେଶ

ସ୍କୁଲ ପୋଷାକ ପିନ୍ଧି ବିଧାନସଭା ଆସିଲେ ବିଧାୟକ…

ପୁଡୁଚେରି,୪।୨: ପୁଡୁଚେରିକୁ ରାଜ୍ୟ ମାନ୍ୟତା ଦେବା ଲାଗି ବିଧାନସଭାରେ ପ୍ରସ୍ତାବ ଗୃହୀତ କରାଇବାକୁ ସରକାର ରାଜି ହେଉ ନ ଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଡିଏମ୍‌କେ ଏବଂ କଂଗ୍ରେସ ବିଧାୟକମାନେ ସ୍କୁଲ ପୋଷାକ ପିନ୍ଧି ସାଇକେଲରେ ବିଧାନସଭା ଆସିଥିଲେ। ଶୁକ୍ରବାର ଏଭଳି ଅଭିନବ ପ୍ରତିବାଦ…

ଚିଦାମ୍ବରମ୍‌ ସ୍ତ୍ରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି…

ନୂଆଦିଲ୍ଲୀ,୪।୨: ସାରଦା ଚିଟ୍‌ଫଣ୍ଡ ଏବଂ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କ ସ୍ତ୍ରୀ ନଳିନୀ ଚିଦାମ୍ବରମ, ପୂର୍ବତନ ସିପିଏମ୍‌ ବିଧାୟକ ଦେବେନ୍ଦ୍ର ନାଥ ବିଶ୍ୱାସ ଏବଂ ଆସାମର ପୂର୍ବତନ ମନ୍ତ୍ରୀ ଅଞ୍ଜନ ଦତ୍ତଙ୍କ ମାଲିକାନାରେ…

ଗୋଟିଏ ବେଞ୍ଚରେ ୨ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୪।୨: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ସହ ଶୁକ୍ରବାର ବେଞ୍ଚ ଶେୟାର କରିଛନ୍ତି ସିଙ୍ଗାପୁର ପ୍ରତିପକ୍ଷ ସୁନ୍ଦରେଶ ମେନନ୍‌। ୨୦୧୨ରୁ ସିଙ୍ଗାପୁରର ଚତୁର୍ଥ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍‌ ମେନନ୍‌ ଭାରତ ଗସ୍ତରେ ଅଛନ୍ତି। …

ମନୋହର ଲାଲ ଖଟ୍ଟରଙ୍କ ବଡ ଘୋଷଣା: ପଦନ୍ନୋତିରେ ଅନୁସୂଚିତ ଜାତିର କର୍ମଚାରୀଙ୍କୁ ମିଳିବ ସଂରକ୍ଷଣ…

ଚଣ୍ଡିଗଡ଼,୪ ।୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପାଇଁ କାମ କରୁଥିବା ଅନୁସୂଚିତ ଜାତି(ଏସସି) କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରାଯାଇଛି । ସିଏମ ଖଟ୍ଟର ଶୁକ୍ରବାର ଘୋଷଣା କରିଛନ୍ତି କି ରାଜ୍ୟ ସରକାରଙ୍କ ପାଇଁ କାମ କରୁଥିବା…

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଦେଖିବେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରି ୯ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖ​ଳା ଆରମ୍ଭ ହେବ । ଏହି ଶୃଙ୍ଖଳାରେ ମୋଟ ୪ଟି ଟେଷ୍ଟ ଖେଳାଯିବ । ୪ର୍ଥ ଟେଷ୍ଟ ମ୍ୟାଚଟି ମାର୍ଚ୍ଚ ୯ରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚକୁ…

ଆଦାନି ବିବାଦ ଯୋଗୁଁ ସଂସଦରେ ପୁଣି ହଟ୍ଟଗୋଳ

ନୂଆଦିଲ୍ଲୀ: ଆଜି ଦ୍ବିତୀୟ ଦିନରେ ବି ବିରୋଧୀ ଦଳମାନେ ଆଦାନି ଗ୍ରୁପ୍‌ ବିରୋଧରେ ଉଠିଥିବା ଜାଲିଆତି ଅଭିଯୋଗ ଉପରେ ଆଲୋଚନା କରିବା ଲାଗି ଦାବି କରି ସଂସଦରେ ପ୍ରତିବାଦ ଓ ହଟ୍ଟଗୋଳ କରିବାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ମଧ୍ୟ…

ପଞ୍ଜାବରେ ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର..

ପଞ୍ଜାବରେ ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର। ଶୁକ୍ରବାର ଏଠାରେ ରାଜ୍ୟ କ୍ୟାବିନେଟ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ୯୦ ପଇସା ସେସ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଅମନ ଆରୋରା ସ୍ପଷ୍ଟ କରିଛନ୍ତି। କ୍ୟାବିନେଟ ବୈଠକ ପରେ…

ପ୍ରବାସୀଙ୍କ ମତ ଦାନ ଲାଗି ଆରଭିଏମ ପ୍ରସ୍ତାବ ନାହିଁ: ଆଇନମନ୍ତ୍ରୀ…

ମତ ଦାନ ପାଇଁ ରିମୋଟ୍‌ ଇଲେକଟ୍ରୋନିକ୍‌ ଭୋଟିଂ ମେସିନ ବା RVMର ବ୍ୟବହାର ନେଇ କୌଣସି ପ୍ରସ୍ତାବ ନାହିଁ। ସଂସଦରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଏହା କହିଛନ୍ତି। ଘରଠାରୁ ଦୂରରେ ରହୁଥିବା ଅର୍ଥାତ ପ୍ରବାସୀମାନେ ଏହି ଆରଭିଏଏମ ମାଧ୍ୟମରେ ଭୋଟ ଦେବା ନେଇ ଚର୍ଚ୍ଚା ହୋଇଥିଲା। ଆଜି…

ବିଶ୍ବ ବ୍ୟାଙ୍କ୍‌ ‘ସିନ୍ଧୁ ଜଳ ଚୁକ୍ତି’ର ବ୍ୟାଖ୍ୟା କରିପାରିବ ନାହିଁ: ଭାରତ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କିଷେନ୍‌ଗଙ୍ଗା ଓ ରାଟେଲ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପ ଉପରେ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦ ମଧ୍ୟରେ ଉପୁଜିଥିବା ମତଭେଦକୁ ଦୁଇଟି ପୃଥକ୍‌ ପ୍ରକ୍ରିୟାରେ ସମାଧାନ କରିବା ନିମନ୍ତେ ‘ମଧ୍ୟସ୍ଥତା ନ୍ୟାୟାଳୟ’ ଓ ‘ନିରପେକ୍ଷ ବିଶେଷଜ୍ଞ’ ନିଯୁକ୍ତି କରିବା…

ମୁମ୍ବାଇ ଉପରେ ଆତଙ୍କବାଦୀ ହମଲା ଧମକ

ମୁମ୍ବାଇ ଉପରେ ଆତଙ୍କବାଦୀ ହମଲା ଧମକ। ମୁମ୍ବାଇ ସହର ଉପରେ ହମଲା ନେଇ ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)କୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ଇ-ମେଲ୍‌ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନ ସହ ସମ୍ପୃକ୍ତ ଥିବା କହିଛି। ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ ମୁମ୍ବାଇ ସମେତ…