Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଜୋତା ବାକ୍ସ ଦେଖାଇ ଚାଲେଞ୍ଜ…
ହାଇଦ୍ରାବାଦ : ଗୁରୁବାର ଯୁବଜାନା ଶ୍ରମିକ ରାଇଥୁ ତେଲେଙ୍ଗାନା ପାର୍ଟି (ୱାଇଏସଟିଆରପି)ର ମୁଖ୍ୟ ୱାଇଏସ ଶର୍ମିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଜୋତା ବାକ୍ସ ଦେଖାଇ ଚାଲେଞ୍ଜ କରିଛନ୍ତି। ୱାଇଏସ ଶର୍ମିଲା ରାଜ୍ୟରେ ପଦଯାତ୍ରା କରିବାକୁ ଯାଉଥିବା ବେଳେ!-->…
ଲୋକେ ରଖୁଥିବା ଏଲଆଇସିରୁ ଟଙ୍କା ଉଠାଇ ବିଜେପି ଦଳୀୟ ସ୍ୱାର୍ଥରେ ଲଗାଉଛି: ମମତା
ବର୍ଦ୍ଧମାନ(ପଶ୍ଚିମବଙ୍ଗ): ଲାଇଫ ଇନ୍ସୁରାନ୍ସ କର୍ପୋରେଶନ ତଥା ଜୀବନ ବୀମା ନିଗମ ଏବଂ ଜାତୀୟ ବ୍ୟାଙ୍କରେ ଲୋକେ ଜମା କରୁଥିବା ଅର୍ଥକୁ ବିଜେପି ଉଠାଇ ଦଳୀୟ ନେତାଙ୍କ ସ୍ୱାର୍ଥରେ ବ୍ୟବହାର କରୁଛି। ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବବର୍ଦ୍ଧମାନ ଜିଲ୍ଲାରେ!-->…
ଆମକୁ ଟଙ୍କା ଓ ଅସ୍ତ୍ରଶସ୍ତ୍ର ନଦେଲେ କଶ୍ମୀରରେ ଜିହାଦ ହେବନି : ପାକିସ୍ତାନକୁ ରୋକଠୋକ୍ ଶୁଣାଇଲେ ଆତଙ୍କବାଦୀ
ମୁଜାଫରାବାଦ : ଯଦି ଟଙ୍କା ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ନାହିଁ, ତେବେ କଶ୍ମୀରରେ ଜିହାଦ ହୋଇପାରିବନାହିଁ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଏପରି ରୋକଠୋକ୍ ଶୁଣାଇଦେଇଛନ୍ତି ବିଭିନ୍ନ ଆତଙ୍କବାଦୀ ସଂଗଠନ ।ଗୁଇନ୍ଦା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ପ୍ରଥମ!-->…
ଦେଶର ଘରୋଇ ବିମାନଗୁଡ଼ିକ ୨୦୨୨ରେ ୫୪୬ଟି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି: ସରକାର…
ନୂଆଦିଲ୍ଲୀ: ୨୦୨୨ ବର୍ଷରେ ଦେଶ ଭିତରେ ବିମାନ ଚଳାଚଳ ସମୟରେ ଘରୋଇ ବିମାନ ସେବା ଯୋଗାଇଥିବା ଏୟାରଲାଇନ୍ସର ବିମାନଗୁଡ଼ିକ ମୋଟ ୫୪୬ଟି ଯାନ୍ତ୍ରିକ/ବୈଷୟିକ ତ୍ରୁଟି (ସ୍ନାଗ୍)ର ସମ୍ମୁଖୀନ ହୋଇଥିଲା ବୋଲି ଗୁରୁବାର ଦିନ ସରକାର ସଂସଦରେ କହିଛନ୍ତି।ଏଗୁଡ଼ିକ ମଧ୍ୟରୁ ଦେଶର ସର୍ବବୃହତ ବିମାନ ସେବା!-->…
ମେଘାଳୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି…
ଶିଲଂ : ଆଗାମୀ ମେଘାଳୟ ବିଧାନସଭା ନିମନ୍ତେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମେଘାଳୟର ରାଜ୍ୟ ବିଜେପି ଉପସଭାପତି ବର୍ଣ୍ଣାଡ଼ ଏନ ମାରକଙ୍କୁ ମୁଖ୍ୟମନ୍ତ୍ରୀ କର୍ଣ୍ଣନାଡ଼ କେ ସାଙ୍ଗମାଙ୍କ ବିରୋଧରେ ପ୍ରାର୍ଥୀ କରିଛି। ଦକ୍ଷିଣି ତୁରା ବିଧାନମସଭାମଣ୍ଡଳୀରୁ!-->…
ଦିଲ୍ଲୀ ମଦ ଦୁର୍ନୀତିର ଗୁମର ଖୋଲୁଛି…
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ପକ୍ଷରୁ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି। ଇଡି ଖୋଲିଥିବା ଗୁମର ଅନୁଯାୟୀ ଆମ ଆଦମୀ ପାର୍ଟିର କମ୍ୟୁନିକେଶନ ଇନ୍ ଚାର୍ଜ ବିଜୟ ନାୟରଙ୍କୁ ଅନ୍ୟତମ ଅଭିଯୁକ୍ତଭାବେ ଦର୍ଶାଇଛି। ମଦ ବ୍ୟବସାୟୀ ଓ!-->…
ନିର୍ମଳା ସୀତାରମଣଙ୍କ ପସନ୍ଦ ହାତବୁଣା ଇଲ୍କଲ୍ ଶାଢ଼ୀ…
ନୂଆଦିଲ୍ଲୀ : ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ରୀୟ ବଜେଟ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍କୁ ନେଇ ଯେତିକି ଚର୍ଚ୍ଚା ଚାଲିଛି ନିର୍ମଳା ସୀତାରମଣ ପିନ୍ଧିଥିବା ଶାଢ଼ୀକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ଜୋର ଧରିଛି। ପୁଣି ଥରେ ହାତବୁଣା!-->…
୮୭ ମିନିଟରେ ବଜେଟ ଅଭିଭାଷଣ ସାରିଦେଲେ ନିର୍ମଳା…
ନୂଆଦିଲ୍ଲୀ: ସଂସଦରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଥିବାବେଳେ ମାତ୍ର ୮୭ ମିନିଟରେ ସେ ଭାଷଣ ସମାପ୍ତ କରିଛନ୍ତି | ରିପୋର୍ଟ ମୁତାବକ ୮୭ ମିନିଟର ଅଭିଭାଷଣରେ ଅର୍ଥମନ୍ତ୍ରୀ ସମସ୍ତ କ୍ଷେତ୍ର ବାବଦରେ କହିବାକୁ ଚେଷ୍ଟା କରିଥିଲେ। ସେ ଅନେକ ଥର ଏପରି!-->…
ପ୍ରଦୂଷଣ କରୁଥିବା ସରକାରୀ ଗାଡି ଓ ଆମ୍ବୁଲାନ୍ସ ହଟାଇବା ପାଇଁ ରାଜ୍ୟ ସରକାର ନେଇପାରିବେ ଋଣ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପରିବେଶକୁ ନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି | ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ସମ୍ବନ୍ଧରେ ବଜେଟରେ ଏକ ବିଶେଷ ଘୋଷଣା କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ କେନ୍ଦ୍ରରୁ ସୁଧମୁକ୍ତ ଋଣ ନେଇପାରିବେ। ରାଜ୍ୟମାନଙ୍କୁ ୫୦ ହଜାର କୋଟି ଋଣ ଦେବା ପାଇଁ ବଜେଟରେ ଏକ!-->…
ବାୟୁସେନାର ଉପମୁଖ୍ୟ ହେଲେ ଏୟାର ମାର୍ଶାଲ୍ ଏପି ସିଂହ…
ନୂଆଦିଲ୍ଲୀ : ଏୟାର ମାର୍ଶାଲ୍ ଏପି ସିଂହ ଆଜି ବାୟୁସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏହି ଅବସରରେ ଆଜି ଏପି ସିଂହ ନୂଆ ଦିଲ୍ଲୀରେ ଜାତୀୟ ଯୁଦ୍ଧ ସ୍ମାରକୀ କ୍ଷେତ୍ର ପରିଦର୍ଶନ କରି ସହିଦ ସୈନିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହା ପରେ ଭାରତୀୟ ବାୟୁସେନା ମୁଖ୍ୟାଳୟରେ!-->…