Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସ୍କୁଲରେ ପିଲା ପଢିବେ ଗୀତା,ରାମାୟଣ
ଭୋପାଳ,୨୪।୧: ବିଦ୍ୟାଳୟରେ ଗୀତା, ରାମାୟଣ ସହିତ ହିନ୍ଦୁ ଧର୍ମର ସମସ୍ତ ପବିତ୍ର ଗ୍ରନ୍ଥର ଶିକ୍ଷା ଦିଆଯିବ। ସୋମବାର ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ରାମାୟଣ, ମହାଭାରତ, ବେଦ, ପୁରାଣ, ଉପନିଷଦ!-->…
ମହାରାଷ୍ଟ୍ରରେ କରୋନା ମହାମାରୀ ସମୟରେ ପାରୋଲରେ ଯାଇଥିବା ୪୫୧ କଏଦୀଙ୍କର ମିଳୁନାହିଁ ପତ୍ତା…
ମୁମ୍ବାଇ,୨୪ ।୧: କରୋନା ସମୟରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲରେ ସଜା ଭୋଗୁଥିବା କଏଦୀଙ୍କୁ କରୋନା ମହାମାରୀ ସମୟରେ ପରୋଲରେ ଛାଡି ଦିଆଯାଇଥିଲା । ହେଲେ ଏବେ ଏହି କଏଦୀମାନେ ଜେଲକୁ ଫେରୁ ନ ଥିବା ଜଣାପଡିଛି । ମହାରାଷ୍ଟ୍ରରେ ଏମିତି ପ୍ରାୟ ୪୫୧ କଏଦୀ କରୋନାର ଫାଇଦା ଉଠାଇ ନିଖୋଜ!-->…
ବଦଳିଲା ଦିଗ୍ବିଜୟ ସିଂଙ୍କ ସ୍ବର…
ନୂଆଦିଲ୍ଲୀ,୨୪।୧: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଦିଗ୍ବିଜୟଙ୍କ ମନ୍ତବ୍ୟକୁ ନେଇ କେବଳ ଭାଜପା ତାଙ୍କୁ ଟାର୍ଗେଟ୍ କରିନାହିଁ, କଂଗ୍ରେସ ମଧ୍ୟ ଏଥିରୁ ନିଜକୁ ଦୂରେଇ ରଖିଛି। ବିବାଦ ପରେ ଏବେ ଦିଗବିଜୟ!-->…
ରାଜଧାନୀରେ ଶୀତ ଲହରି ଭିତରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ, ୪ ବର୍ଷ ପରେ ୨୩ ଜାନୁୟାରୀରେ ସର୍ବାଧିକ ତାପମାତ୍ରା
ନୂଆଦିଲ୍ଲୀ,୨୪ ।୧: ଚଳିତ ବର୍ଷର ହାଡଭଙ୍ଗା ଶୀତରେ ସାଧାରଣ ଜୀବନଯାତ୍ରା ବେଶ ପ୍ରଭାବିତ ହୋଇଛି । ଜାନୁୟାରୀର ଶୀତ ମଧ୍ୟରେ ଗରମ ବି ତା’ର ରେକର୍ଡ ଭାଙ୍ଗିଛି । ବିଶ୍ୱାସ ହେଉ ନ ଥିଲେ ବି ଜାନୁୟାରୀ ୨୩ ଅର୍ଥାତ୍ ସୋମବାର ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ଥିଲା ୨୫.୯ ଡିଗ୍ରୀ!-->…
ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ମୋଦିଙ୍କ ଉପରେ ବିବିସି ଦ୍ୱାରା ନିର୍ମିତ ଡକ୍ୟୁମେଣ୍ଟାରିର ସ୍କ୍ରିନିଂ, ଜେଏନୟୁରେ…
ନୂଆଦିଲ୍ଲୀ,୨୪ ।୧: ବିବିସି ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରିକୁ ୟୁଟ୍ୟୁବ ଓ ଟୁଇଟରରେ ବ୍ଲକ କରି ଦିଆଯାଇଛି । ଏହାପରେ ବି ହାଇଦ୍ରାବାଦ ୟୁନିଭର୍ସିଟିରେ ଛାତ୍ରଙ୍କୁ ଡକ୍ୟୁମେଣ୍ଟାରି ଦେଖାଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଛାତ୍ର ଶାଖା!-->…
ବାଲ ଠାକରେ ଏକମାତ୍ର ଭାରତୀୟ ନେତା ଥିଲେ, ଯାହାକୁ ଡରୁ ଥିଲା ପାକିସ୍ତାନ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…
ମୁମ୍ବାଇ,୨୪।୧: ଶିବସେନା ପ୍ରତିଷ୍ଠାତା ବାଲ ଠାକରେ ଏକମାତ୍ର ଭାରତୀୟ ନେତା ଥିଲେ, ଯାହାକୁ ପାକିସ୍ତାନ ଭୟ କରୁଥିଲା ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି। ଦକ୍ଷିଣ ମୁମ୍ବାଇର ମହାରାଷ୍ଟ୍ର ବିଧାନସଭା ଭବନର ସେଣ୍ଟ୍ରାଲ ହଲରେ ବାଲ ଠାକରେଙ୍କର ୯୭ ତମ ଜନ୍ମବାର୍ଷିକୀ!-->…
ସାଧାରଣତନ୍ତ୍ର ପରେଡ୍ର ଅତିଥି ହେବେ ଶ୍ରମିକ, ରିକ୍ସାବାଲା…
ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ କର୍ତ୍ତବ୍ୟପଥରେ ହେବାକୁ ଥିବା ବେଳେ ଏଥିରେ ସାମିଲ ହେବା ଲାଗି ବହୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ୧୦୦୦ ସ୍ବତନ୍ତ୍ର ସାଧାରଣ ଲୋକଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେ!-->…
ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ…
ନୂଆଦିଲ୍ଲୀ: ବାଗେଶ୍ୱର ଧାମର ପୀଠାଧୀଷ ଧୀରେନ୍ଦ୍ର ଶାସ୍ତ୍ରୀ ଆଜିକାଲି ବିବାଦ ଘେରରେ ରହିଛନ୍ତି। ସେ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଏବଂ ନିଜକୁ ଚମତ୍କାର ବୋଲି କହୁଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ପୋଲିସରେ ଏକ ଅଭିଯୋଗ ମଧ୍ୟ ଦିଆଯାଇଛି। ଏବେ ତାଙ୍କୁ ହତ୍ୟା ଧମକ!-->…
ସ୍ପାଇସ୍ଜେଟ୍ ଏୟାର ହଷ୍ଟେସ୍ଙ୍କୁ ଅସଦାଚରଣ ମାମଲା, ଅଭିଯୁକ୍ତଙ୍କୁ ଗରିଫ କଲା ଦିଲ୍ଲୀ ପୋଲିସ୍…
ନୂଆଦିଲ୍ଲୀ: ସ୍ପାଇସ୍ଜେଟରେ ଏୟାର ହଷ୍ଟେସ୍ଙ୍କୁ ଦୁର୍ବ୍ୟବହାର ମାମଲାରେ ଆକ୍ସନ ନେଇଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ବୃଦ୍ଧଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି ପୋଲିସ । ସୋମବାର ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ସ୍ପାଇସ୍ଜେଟ୍ରେ ଏୟାର ହଷ୍ଟେସ୍ଙ୍କୁ ଜଣେ ଯାତ୍ରୀ ଅସଦାଚରଣ!-->…
ସାଉଥ୍ ଅଭିନେତା ସୁଧୀର ବର୍ମାଙ୍କ ଆତ୍ମହତ୍ୟା…
ନୂଆଦିଲ୍ଲୀ : ସାଉଥ୍ ଅଭିନେତା ସୁଧୀର ଭର୍ମାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ସୋମବାର ଦିନ ସୁଧୀର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପରେ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରି ଖେଳିଯାଇଛି। ତେବେ ବ୍ୟକ୍ତିଗତ ଜୀବନରେ ଚାଲିଥିବା ଚିନ୍ତା ଏବଂ ଚାପ!-->…