ସାଧାରଣତନ୍ତ୍ର ପରେଡ୍‌ର ଅତିଥି ହେବେ ଶ୍ରମିକ, ରିକ୍ସାବାଲା…

add-all

ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ କର୍ତ୍ତବ୍ୟପଥରେ ହେବାକୁ ଥିବା ବେଳେ ଏଥିରେ ସାମିଲ ହେବା ଲାଗି ବହୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ୧୦୦୦ ସ୍ବତନ୍ତ୍ର ସାଧାରଣ ଲୋକଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେ ସେଣ୍ଟ୍ରାଲ୍‌ ଭିଷ୍ଟା ପ୍ରୋଜେକ୍ଟ ଅଧିନରେ କାର୍ଯ୍ୟରତ ଶ୍ରମିକ, ପରିବା ବ୍ୟବସାୟୀ, ରିକ୍ସାବାଲା, ସଉଦା ଦୋକାନୀ ଏବଂ

ହେଲ୍ଥ  ଓ୍ବାର୍କରଙ୍କୁ ସାମିଲ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରୁ ଯେଉଁମାନେ କରୋନା ଟିକାର ଡବଲ ଡୋଜ୍‌ ନେଇଛନ୍ତି, ସେମାନେ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ବୋଲି ସୂଚନା ରହିଛି।

ad-week
Leave A Reply

Your email address will not be published.