Browsing Category

ଦେଶ

ପଶ୍ଚିମବଙ୍ଗରେ ମୋ-ମୋ ବୁଝାମଣା ହୋଇଛି : ଅଧିର ରଂଜନ…

କୋଲକାତା : କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି “ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ‘ମୋ-ମୋ’ ଚୁକ୍ତି ହୋଇଛି । ଅର୍ଥାତ ମୋଦୀ-ମମତା ଚୁକ୍ତି ।ମମତାଜୀ ଏପରି କିଛି…

ମଧ୍ୟପ୍ରଦେଶ ପୁଲିସକୁ ଚେତାବନୀ ଦେଲେ କମଳନାଥ…

ଭୋପାଳ : ବିବାଦରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଚଳିତବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସେ ପୁଲିସ୍‌ ଅଧିକାରୀମାନଙ୍କୁ ଖୋଲା ଚେତାବନୀ ଦେଇଛନ୍ତି। ସେ ଗୋଟିଏ ରାଲିକୁ ସମ୍ବୋଧନ କରିବା ବେଳେ କହିଛନ୍ତି ଯେ “ଆଚ୍ଛା ହିସାବ ନିଆଯିବ। ନିର୍ବାଚନ ଆଉ…

ଆସନ୍ତା ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ସବୁ ଆସନରେ ହାରିବ ବିଜେପି : ଅଖିଳେଶ…

ଲକ୍ଷ୍ନୌ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ କେତୋଟି ଆସନ ଜିତିବ, ତା’କୁ ନେଇ ବଡ଼ ଦାବି କରିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ। ଉତ୍ତର ପ୍ରଦେଶର ସମସ୍ତ ୮୦ ଲୋକସଭା ଆସନରେ ପରାଜୟର ସ୍ୱାଦ ଚାଖି ପାରେ ବୋଲି ସେ…

ଶାହରୁଖ ଖାନ୍ କିଏ ବୋଲି ପଚାରିଲେ ହିମନ୍ତ ବିଶ୍ବଶର୍ମା

ଗତକାଲି ଶାହରୁଖ ଖାନ୍ କିଏ ବୋଲି ପଚାରିଥିଲେ। ଏହି ପ୍ରଶ୍ନ କରିବାର କିଛି ଘଣ୍ଟା ପରେ ହିଁ କିଙ୍ଗ ଖାନ୍‌ଙ୍କ ଆସିଲା ଫୋନ୍ କଲ୍। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ରାତି ୨ଟାରେ ଫୋନ୍ କରି କଥା ହେଲେ ବଲିଉଡର ବାଦ୍‌ଶାହା ଶାହରୁଖ ଖାନ୍। ଏନେଇ ଟ୍ୱିଟ୍ କରି ଖୋଦ୍ ମୁଖ୍ୟମନ୍ତ୍ରୀ…

ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା…

ଡ଼େରାଡୁନ :  ପ୍ରକୃତିର କୋପ ସତେ ଯେମିତି ଦେବଭୂମି ଉତ୍ତରାଖଣ୍ଡ ଉପରେ ପଡ଼ିଛି। ପ୍ରଥମେ ଉତ୍ତରାଖଣ୍ଡର ଯୋଶୀମଠ ଓ ଏହାର ଆଖ ପାଖ ଅଞ୍ଚଳ ଦବିବା ଆରମ୍ଭ କରିଥିଲା। ଏହାପରେ ବାଦଳ ଫଟା ବର୍ଷା ଓ ତୁଷାରପାତ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିଲା। ଲୋକମାନେ ପ୍ରକୃତିର କରାଳରୂପ ସହ ଲଢ଼େଇ…

କୁସ୍ତି ମହାସଂଘର ସହକାରୀ ସମ୍ପାଦକ ନିଲମ୍ବିତ…

ନୂଆଦିଲ୍ଲୀ : କୁସ୍ତି ମହାସଂଘର ବିରୋଧରେ ଦେଶର ଖ୍ୟାତାନାମା ରେସଲରମାନେ କରିଥିବା ଆନ୍ଦୋଳନ ଘଟଣରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରୀଡ଼ା ମନ୍ତ୍ରଣାଳୟ। ଆଜି ମନ୍ତ୍ରଣାଳୟ ପକ୍ଷରୁ କୁସ୍ତି ମହାସଂଘର ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କୁ ନିଲମ୍ବିତ କରାଯାଇଛି। ତେବେ ନିଲମ୍ବିତ…

ନ୍ୟାୟପାଳିକା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଥମୁନି…

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ ନ୍ୟାୟପାଳିକା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଥମିବାର ନାଁ ଧରୁନି। ଏସବୁ ଭିତରେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଜଣେ ପୂର୍ବତନ ବିଚାରପତିଙ୍କ ବୟାନକୁ ଅତି ସୁନ୍ଦର କହି ସୁପ୍ରିମକୋର୍ଟ କଲେଜିୟମକୁ ତେର୍ଚ୍ଛାବାଣ…

ଆରପାରିରେ ଜେଡିଏସର ଟାଣୁଆ ନେତା ଶିବାନନ୍ଦ ପାଟିଲ

ନୂଆଦିଲ୍ଲୀ: କର୍ଣ୍ଣାଟକର ଟାଣୁଆ ନେତା ତଥା ଜେଡିଏସର ସବୁଠାରୁ ପ୍ରଭାବୀ ଚେହେରା ଶିବାନନ୍ଦ ପାଟିଲ ଆଉ ନାହାନ୍ତି । ଗତକାଲି ରାତିରେ ହାର୍ଟ ଆଟାକରେ ତାଙ୍କର ପରଲୋକ ଘଟିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆସନ୍ତା…

ଉତ୍ତରପ୍ରଦେଶ, ହିମାଚଳରେ ଭୂକମ୍ପ

ଲକ୍ଷ୍ନୌ,୨୧।୧: ଉତ୍ତରପ୍ରଦେଶର ସହାରନପୁରରେ ଭୂକମ୍ପ ଝଟକା। ଶନିବାର ସକାଳ ପ୍ରାୟ ୭.୪୩ ମିନିଟ୍‌ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୨.୯ ଥିବା ବେଳେ ଏହାର ୧୦ କିଲୋମିଟର ଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। …

ସରକାର ଲୋକଙ୍କ ଧ୍ୟାନ ହଟାଇ ଲୁଟ୍‌ କରୁଛନ୍ତି: ରାହୁଲ

ଲଖନପୁର,୨୧।୧: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶେଷ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏଠାରେ ଏକ ସଭାକୁ ସମ୍ବୋଧନ କରିବା ଅବସରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରକୁ ସେ ଗଣଲୁଟେରା କରିଛନ୍ତି। ଲୋକଙ୍କ…