Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୨୪ ନିର୍ବାଚନରେ ୫୦ ସିଟରେ ହାରିପାରେ ବିଜେପି : ଥରୁର
କୋଝିକୋଡ : ୨୦୧୯ ତୁଳନାରେ ୨୦୨୪ରେ ବଡ ଜିତ୍ ହାସଲ କରିବାକୁ ଅଣ୍ଟା ଭିଡିଛି ବିଜେପି। ହାତରେ ପୁଳା ପୁଳା ଯୋଜନା , କେନ୍ଦ୍ର ସରକାରଙ୍କ ମାଳ ମାଳ ଉପଲବ୍ଧି। ହେଲେ ବିଜେପିର ଏହି ବିଜୟ ଆଶା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଖାଲି ପ୍ରଶ୍ନ ଉଠାଇନାହାଁନ୍ତି ବରଂ ଦଳ!-->…
ରାବ୍ରି ଦେବୀଙ୍କ ବାସଭବନ ସମ୍ମୁଖରେ ବିବାଦୀୟ ପୋଷ୍ଟର, ମୋଦି ‘ରାବଣ’, ନୀତୀଶ ‘ରାମ’…
ପାଟନା: ପାଟନାର ଆରଜେଡି ନେତ୍ରୀ ରାବ୍ରି ଦେବୀଙ୍କ ବାସଭବନ ସମ୍ମୁଖରେ ଲଗାଯାଇଥିବା ପୋଷ୍ଟରକୁ ନେଇ ବିବାଦ ଉପୁଜିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାବଣ ଦର୍ଶାଯାଇଥିବା ବେଳେ ନୀତୀଶ କୁମାରଙ୍କୁ ରାମ ଦର୍ଶାଯାଇଛି। ଆଗାମୀ ୨୦୨୪ ପାଇଁ ନିର୍ବାଚନ ପାଣିପାଗ ଏବେଠାରୁ!-->…
କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧମକ…
ନାଗପୁର: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧମକ। ଶନିବାର ମନ୍ତ୍ରୀ ୨ଟି ଧମକ ପାଇଥିବା ନାଗପୁର ପୁଲିସ କହିଛି। ନୀତିନ ଗଡ଼କରୀଙ୍କ ଅଫିସକୁ ଏହି ଧମକ ଆସିଛି। ପ୍ରଥମେ ୧୧ଟା ୩୦ ଏବଂ ଅନ୍ୟ ୧୧ଟା ୪୦ରେ ଦୁଇଟି ଧମକପୂର୍ଣ୍ଣ କଲ ଆସିଛି। ତେବେ ଏହି କଲରେ କଣ ସବୁ ଧମକ!-->…
କଂଗ୍ରେସ ଏମପିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୋଦି
ନୂଆଦିଲ୍ଲୀ: ଆଜି ସକାଳେ ପଞ୍ଜାବର ଫିଲୌର୍ଠାରେ ଭାରତ ଯୋଡ଼ୋ ଯାତ୍ରା ବେଳେ କଂଗ୍ରେସର ଜଳନ୍ଧରର କଂଗ୍ରେସ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ମୃତ୍ୟୁ ଘଟିଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ!-->…
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରେ ସିବିଆଇ ରେଡ୍…
ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଅଫିସରେ ସିବିଆଇ ଆଜି ରେଡ୍ କରିଛି। ଆପ୍ ନେତା ନିଜେ ସିସୋଦିଆ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିବିଆଇ ଆଜି ପୁଣି ରେ ମୋ ଅଫିସ୍ରେ ରେଡ୍ କରିଛି। ମୁଁ ସେମାନଙ୍କୁ ସ୍ୱାଗତ କରୁଛି। ସେମାନେ ମୋ ଘର ମଧ୍ୟ ଖାନତଲାସି!-->…
ପାକିସ୍ତାନରେ ଶ୍ରୀଲଙ୍କା ପରିସ୍ଥିତି, ଖାଦ୍ୟ ପାଇଁ ହାହାକାର ପରିସ୍ଥିତି… !
ଇସଲାମାବାଦ: ପାକିସ୍ତାନରେ ଶ୍ରୀଲଙ୍କା ପରିସ୍ଥିତି। ଘୋର ଆର୍ଥିକ ଅନଟନ ଅବସ୍ଥା ଦେଇ ଗତି କରୁଛି ପାକିସ୍ତାନରେ। ଦେଶରେ ଖାଦ୍ୟ ସଙ୍କଟର ବିକଳ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଖାଇବା ପାଇଁ ହାହାର ପରିସ୍ଥିତିରେ ପହଞ୍ଚିଲେଣି। ଲୋକଙ୍କୁ ଖାଇବା ପାଇଁ ମିଳୁନାହିଁ । ରୁଟି ପାଇଁ ଲୋକଙ୍କ!-->…
ଜୋଶୀମଠରେ ଘର ହରାଉଥିବା ଲୋକଙ୍କୁ ମାସିକ ୫ ହଜାର ଲେଖାଏ ଭଡ଼ା ସହ ୬ ମାସ ପର୍ଯ୍ୟନ୍ତ ପାୱାର୍ ବିଲ୍ ଛାଡ଼ ଘୋଷଣା କଲେ…
ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ଓ ଆଖପାଖ ଅଞ୍ଚଳରେ ମାଟି ଦବିବା ସହ ଘରମାନଙ୍କରେ ଫାଟ ଦେଖାଯିବା ଘଟଣା ବାସିନ୍ଦାଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଏନେଇ ପ୍ରଶାସନ ତା’ର ତତ୍ପରତା ପ୍ରକାଶ କରିଥିବା ବେଳେ ଶୁକ୍ରବାର ଉତ୍ତରାଖଣ୍ଡର ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।ସରକାର!-->…
ଆମେରିକାରେ ଫ୍ଲାଇଟ୍ ଅଚଳାବସ୍ଥା ପଛରେ ବଡ଼ ଷଡ଼ଯନ୍ତ୍ର – କିଛି ଲୋକ କମ୍ପ୍ୟୁଟର ଫାଇଲ କରପ୍ଟ କରିଥିଲେ…
ନ୍ୟୁୟର୍କ : କମ୍ପ୍ୟୁଟର ସିଷ୍ଟମରେ ତ୍ରୁଟି ଯୋଗୁଁ ଆମେରିକାର ବିମାନ ଚଳାଚଳ କ୍ଷେତ୍ରରେ ହୋଇଥିବା ଅଚଳାବସ୍ଥା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ସଂଦେହ ବଢିବାରେ ଲାଗିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ କମ୍ପ୍ୟୁଟର ସିଷ୍ଟମରେ ହୋଇଥିବା ଅଚଳାବସ୍ଥା କିଛି ବ୍ୟକ୍ତିଙ୍କ ଯୋଗୁଁ ହୋଇଛି,!-->…
ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ରାତିରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୧ ପୁଲିସ କର୍ମଚାରୀ ନିଲମ୍ବିତ…
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ରାତିରେ ଘଟିଥିବା ହୃଦୟ ବିଦାରକ ଘଟଣାରେ ଅବହେଳା ଲାଗି ଦିଲ୍ଲୀ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦିଲ୍ଲୀର କାଞ୍ଝାୱାଲାରେ କାରରେ ବସିଥିବା କିଛି ଯୁବକ ଏକ ସ୍କୁଟିକୁ ଧକ୍କା ଦେବା ସହ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୧୨!-->…
ପିଓକେକୁ ଭାରତରେ ମିଶାଇଦିଅ, ଗିଲଗିଟ ବାଲ୍ଟିସ୍ତାନରୁ ଉଠିଲା ଦାବି…
ଲାହୋର: ପାକିସ୍ତାନର ସମସ୍ୟା କମିବାର ନାମ ନେଉନାହିଁ। ଅର୍ଥିକ ଅବସ୍ଥା, ବନ୍ୟା ଓ ଖାଦ୍ୟ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ସାମ୍ନାରେ ଏବେ ଏକ ନୂତନ ସମସ୍ୟା ଉପୁଜିଛି। କହିବାକୁ ଗଲେ ପାକିସ୍ତାନ ଏବେ ସବୁ ଦିଗରୁ ଅସୁବିଧାରେ ପଡିଯାଇଛି | ବାସ୍ତବରେ ପାକିସ୍ତାନ ଅଧିକୃତ କାଶ୍ମୀରର!-->…