Browsing Category

ଦେଶ

ବାଇକ ଉପରେ ଗଳି ପଡ଼ିଲା ମେଟ୍ରୋ ପିଲାର୍‌, ଚାଲି ଗଲା ମା’ ପୁଅଙ୍କ ଜୀବନ…

ବେଙ୍ଗାଲୁରୁ: ନିର୍ମାଣାଧୀନ ମେଟ୍ରୋ ଷ୍ଟେସନ ପିଲାର ଖସି ପଡ଼ିବାରୁ ରାସ୍ତାରେ ଯାଉଥିବା ମା’ ପୁଅଙ୍କ ମୃତ୍ୟୁ ଘଟିଛି। ଏଥିରେ ମହିଳାଙ୍କ ସ୍ୱାମୀ ଓ ଛୋଟ ଝିଅ ମଧ୍ୟ ଆହତ ହୋଇଛନ୍ତି। ଏମାନେ ସମସ୍ତେ ଗୋଟିଏ ବାଇକରେ ଯାଉଥିବା ବେଳେ କର୍ଣ୍ଣାଟକାର ବେଙ୍ଗାଲୁରୁର ନଗାଭାରା ଅଞ୍ଚଳରେ ଏପରି ଘଟଣା…

ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ମୃତ୍ୟୁ…

ମସ୍କାଟ: ମୃତ୍ୟୁ କେତେବେଳେ ଓ କେମିତି କାହାକୁ ନେଇଯିବ, ସେକଥା କେହି ଜାଣିନାହାନ୍ତି। ବିଶେଷ କରି ମହାମାରୀ କରୋନା ପରେ ପୂରା ବିଶ୍ୱ ଆଗରେ ଏବେ ହୃଦଘାତ ଗୋଟିଏ ଜଟିଳ ସମସ୍ୟା ଭାବେ ଉଭା ହୋଇଛି। ହୃଦଘାତ ଅନେକ ସୁସ୍ଥ ସବଳ ଲୋକଙ୍କୁ ମଧ୍ୟ ହଠାତ୍‌ ପରପାରିକୁ ନେଇଯାଉଛି। ଷ୍ଟେଜ ଉପରେ କାହାର…

ଶେହଲା ରସିଦଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା…

ନୂଆଦିଲ୍ଲୀ: ଜେଏନୟୁର ପୂର୍ବତନ ଛାତ୍ର ନେତା ତଥା ଏଆଇଏସଏର ସଦସ୍ୟ ଶେହଲା ରସିଦଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାର ବିଚାର ଜାରି ରଖିବାକୁ ଆଜି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଅନୁମତି ଦେଇଛନ୍ତି। ୨୦୧୯ରେ ଶେହଲା ଭାରତୀୟ ସେନାକୁ ଆକ୍ଷେପ କରି…

ଥଣ୍ଡାରେ ନଥରିବା ଯାଏ ସ୍ୱେଟର୍‌ ପିନ୍ଧିବେ ନାହିଁ ରାହୁଲ ଗାନ୍ଧି…

ନୂଆଦିଲ୍ଲୀ: ହାଡ଼ଭଙ୍ଗା ଜାଡ଼ରେ ବି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେବଳ ଗୋଟିଏ ଧଳା ଟି-ଶାର୍ଟ ପିନ୍ଧି ଭାରତ ଯୋଡ଼ୋ ଯାତ୍ରା କରୁଛନ୍ତି। ଲୋକମାନେ ସ୍ୱେଟର ଠାରୁ ଆରମ୍ଭ କରି ଜ୍ୟାକେଟ ପିନ୍ଧି ମଧ୍ୟ ପ୍ରବଳ ଥଣ୍ଡାରେ ଥରୁଥିଲେ ହେଁ ରାହୁଲ ଗାନ୍ଧି କେମିତି ସବୁ କିଛି ସହି ଯାଉଛନ୍ତି,…

ଦବୁଛି ଯୋଶୀମଠ, କିନ୍ତୁ ଜରୁରୀ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଦେବଭୂମି ଯୋଶୀମଠ ଧ୍ୱଂସ ହେବାକୁ ବସିଥିବା ବେଳେ ଲୋକମାନେ ଆତଙ୍କିତ ହୋଇ ଉଠିଛନ୍ତି। ମାଟି ଧସିବା ସହ ଘର ଫାଟି ଆଁ କରିଛି। ଏଥିପାଇଁ ସହରର ଅନେକ ଅଞ୍ଚଳକୁ ବିପର୍ଯ୍ୟୟ ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେହିପରି ଏକାଧିକ ବିପଦସଙ୍କୁଳ ଘର ଓ ହୋଟେଲକୁ ମଧ୍ୟ…

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଜସପ୍ରୀତ ବୁମରାଙ୍କୁ ବାହାର କଲା ବିସିସିଆଇ…

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦିନିକିଆ ଶୃଙ୍ଖଳା ପୂର୍ବରୁ ଭାରତକୁ ଏକ ବଡ଼ ଝଟକା ଲାଗିଛି। କିଛି ଦିନ ତଳେ ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦିନିକିଆ ଶୃଙ୍ଖଳାରେ ଜସପ୍ରୀତ ବୁମରା ଖେଳିବେ ବୋଲି ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା। ହେଲେ ଏବେ ବିସିସିଆଇ ନିଜ ନିଷ୍ପତ୍ତି ବଦଳାଇଛି।…

ସମାନ ନାଗରିକ ସଂହିତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଗୁଜରାଟ ଓ ଉତ୍ତରାଖଣ୍ଡର କମିଟିକୁ ସବୁଜ ସଂକେତ..

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା (ୟୁସିସି) ଯାଞ୍ଚ କରିବାକୁ ବିଜେପି ଶାସିତ ଗୁଜରାଟ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଗଠିତ କମିଟିକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସମାନ ନାଗରିକ ସଂହିତା ସଂପର୍କରେ…

୨୦୨୪ଲୋକସଭା ନିର୍ବାଚନକୁ ନେଇ ଓୱେସୀଙ୍କ ବୟାନ; ମୋଦୀ ବନାମ କେଜ୍ରିୱାଲ କିମ୍ବା ରାହୁଲ ହେଲେ…

ନୂଆଦିଲ୍ଲୀ: ୨୦୨୪ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାର ରଣନୀତି କହିଲେ ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓ‌ୱେସି। ​​’ପୋଡକାଷ୍ଟ ଉଇଥ୍ ସ୍ମିତା ପ୍ରକାଶ’ର ଶେଷ ଏପିସୋଡରେ ଏଆଇଏମ୍ଆଇଏମ୍ ମୁଖ୍ୟ କହିଛନ୍ତି ଯେ ବିଜେପିକୁ ପରାସ୍ତ କରିବାକୁ…

କରୋନାର ଏହି ଟିକା ଯୋଗୁ ହଠାତ୍‌ ହୋଇପାରେ ମୃତ୍ୟୁ, ଗବେଷକ ଦେଲେ ଚେତାବନୀ…

ନୂଆଦିଲ୍ଲୀ: ମହାମାରୀ କରୋନାର ସୁରକ୍ଷା ଯୋଗାଉଥିବା ଟିକା ସାଜିପାରେ ମୃତ୍ୟୁର କାରଣ। କରୋନା ଟିକା ନେଲେ ହୋଇପାରେ ହୃଦଘାତ। ବିଶେଷ କରି ମେସେଞ୍ଜର ଆରଏନଏ କୋଭିଡ ୧୯ ଟିକା ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି କରୁଛି। ଏପରି କି ଏମଆରଏନଏ ଟିକା ନେବା ଦ୍ୱାରା ଅଚାନକ ହୃଦଘାତ ମଧ୍ୟ…

ରାହୁଲ ଗାନ୍ଧି କହିଲେ ‘ସେ ରାହୁଲ ଗାନ୍ଧିଙ୍କୁ ମାରି ସାରିଛନ୍ତି’…

ଅମ୍ବାଲା: ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦେଇଥିବା ବୟାନ ଚର୍ଚ୍ଚାରେ ବିଷୟ ପାଲଟିଛି। ହରିଆଣାରେ ଭାରତ ଯୋଡ଼ୋ ଯାତ୍ରା କରିବା ବେଳେ ରାହୁଲ ଗାନ୍ଧି କହିଛନ୍ତି ଯେ ‘ସେ କେବେ ଠାରୁ ରାହୁଲ ଗାନ୍ଧିଙ୍କୁ ହତ୍ୟା କରି ସାରିଛନ୍ତି।’ ଏଥିସହ ସେ ନିଜର ଛବି…