Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବ୍ରାଜିଲରେ ଅରାଜକତା ପାଇଁ ବିଦା ହେଲେ ରାଜ୍ୟପାଳ…
ନୂଆଦିଲ୍ଲୀ: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅରାଜକତା ଓ ହିଂସାକାଣ୍ଡ ଘଟଣାରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରାଜିଲ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ୩ ମାସ ପାଇଁ ବହିସ୍କାର କରିଛନ୍ତି। ବ୍ରାଜିଲର ରାଜଧାନୀ!-->…
ବ୍ରାଜିଲ ରାଷ୍ଟ୍ରପତି ଭବନକୁ ଆକ୍ରମଣ ଘଟଣାରେ କଡ଼ା ନିନ୍ଦା କଲେ ମୋଦି…
ନୂଆଦିଲ୍ଲୀ: ବ୍ରାଜିଲରେ ହୋଇଥିବା ଦଙ୍ଗା ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହ ବ୍ରାଜିଲ ସରକାରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ଏନେଇ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଗଣତାନ୍ତ୍ରିକ ପରମ୍ପରାକୁ!-->…
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଉତକ୍ଷିପ୍ତ ହୋଇ ଗୃହ ଛାଡ଼ି ଚାଲିଗଲେ ରାଜ୍ୟପାଳ …
ଚେନ୍ନାଇ: ତାମିଲନାଡୁର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଜି ତୀବ୍ର ମନାନ୍ତର ଦେଖିବାକୁ ମିଳିଛି। ଆଜି ରାଜ୍ୟ ବିଧାନସଭାରେ ରାଜ୍ୟପାଳଙ୍କ ପାଇଁ ତାମିଲନାଡ଼ୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଅଭିଭାଷଣରେ କ୍ଷୁବ୍ଧ ହୋଇ ଗୃହ ଛାଡ଼ି ରାଜ୍ୟପାଳ ଆର.ଏନ ରବି ଚାଲିଯାଇଥିଲେ। ତାମିଲନାଡ଼ୁ!-->…
୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ପଳାଇଲା ବିମାନ…
ବେଙ୍ଗାଲୁରୁ: ଜଣେ କି ଦୁଇ ଜଣ ନୁହଁ। ୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ପଳାଇଲା ବିମାନ। ଏମିତି ଏକ ଅଦ୍ଭୁତ ଘଟଣା ଆଜି ବେଙ୍ଗାଲୁରୁ ବିମାନ ବନ୍ଦରରେ ଘଟିଛି। ବିମାନ କମ୍ପାନୀ ‘ଗୋ ଫାଷ୍ଟ’ ପକ୍ଷରୁ ଏଭଳି ଅବହେଳା କରାଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ଯାତ୍ରା!-->…
ଭାଙ୍ଗୁଛି କାନ୍ଥ, ଯୋଶୀମଠରେ କାହିଁକି ଦବୁଛି ଭୂମି..?
ନୂଆଦିଲ୍ଲୀ: କୋଠାବାଡ଼ି। ରାସ୍ତାଘାଟ। ମଠ ମନ୍ଦିର। ସବୁଠି ବିରାଟ ବିରାଟ ଫାଟ। କାନ୍ଥ ଫାଟି ଆଁ କରିବା ପରେ ଭୟରେ ଘର ଛାଡ଼ୁଛନ୍ତି ଯୋଶୀମଠ ବାସିନ୍ଦା । ପଳାୟନ କଲେଣି ପ୍ରାୟ ୭୦ ପରିବାର । ଦେବଭୂମି ଉତ୍ତରାଖଣ୍ଡର ଧାର୍ମିକ ସହର ଭାବେ ପରିଚିତ ଯୋଶୀମଠ ଧିରେ ଧିରେ ତଳକୁ ଦବୁଥିବାରୁ,!-->…
ଆଇସିସିଆଇ ବ୍ୟାଙ୍କର ପୂର୍ବତନ ସିଇଓଙ୍କ ଗିରଫଦାରୀ ବେଆଇନ୍ : ବମ୍ବେ ହାଇକୋର୍ଟ…
ମୁମ୍ବାଇ: ଜେଲରୁ ମୁକ୍ତ ହେବେ ଆଇସିସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚର । ଉଭୟଙ୍କ ଗିରଫଦାରୀକୁ ବେଆଇନ କହିଛନ୍ତି ବମ୍ବେ ହାଇକୋର୍ଟ। ଦୁର୍ନୀତି ନିବାରଣ ଆକ୍ଟ ଅନୁସାରେ ଉଭୟଙ୍କ ଗିରଫଦାରି ବେଆଇନ ବୋଲି କୋଚର ଦମ୍ପତି ହାଇକୋର୍ଟରେ!-->…
ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ସହ ଶୃଙ୍ଖଳା ବିଜୟ…
ରାଜକୋଟ: ତୃତୀୟ ମ୍ୟାଚ୍ରେ ଶ୍ରୀଲଙ୍କାକୁ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃ୍ଙ୍ଖଳାକୁ ଭାରତ ୨-୧ରେ ଜିତିଯାଇଛି। ରାଜକୋଟରେ ଖେଳାଯାଇଥିବା ଶେଷ ମ୍ୟାଚ୍ରେ ଭାରତ ୯୧ ରନ୍ରେ ଶ୍ରୀଲଙ୍କାକୁ ହରାଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାରିୟରର ତୃତୀୟ ଟ୍ବେଣ୍ଟି-୨୦ ଶତକ!-->…
ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ଦେହାନ୍ତ…
ପ୍ରୟାଗରାଜ: ଆଜି ଭୋର୍ ୫ଟା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ବରିଷ୍ଠ ‘ବିଜେପି’ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ପୁତ୍ର ନୀରଜ ତ୍ରିପାଠୀ କହିଛନ୍ତି।ସାଧାରଣ ଦୁର୍ବଳତା ସହିତ ହାତ ଭାଙ୍ଗିଯିବା ଓ!-->…
ପଢ଼ା ଶେଷ ନ କରି ସ୍କୁଲ୍ ଛାଡ଼ି ବିଡ଼ି ତିଆରି କରୁଥିବା କେରଳୀ ଛାତ୍ର ଏବେ ଆମେରିକାରେ ବିଚାରପତି…
ନୂଆଦିଲ୍ଲୀ: ବିଡ଼ି ତିଆରି ଓ ଗୃହ ସହାୟକ ଭାବେ କାର୍ଯ୍ୟ କରିବାର ଦିନ ସବୁ ତାଙ୍କୁ ଆମେରିକାରେ ଶିକ୍ଷା ଶେଷ କରି ସଫଳତା ହାସଲ କରିବାରେ ସହାୟକ ହୋଇଛି ବୋଲି ଅଳ୍ପ ଦିନ ତଳେ ଟେକ୍ସାସ୍ରେ ଜିଲ୍ଲା ଜଜ୍ ଭାବେ ନିଯୁକ୍ତି ପାଇଥିବା ୫୧ ବର୍ଷିୟ ସୁରେନ୍ଦ୍ରନ୍ କେ. ପେଟଲ୍!-->…
ପୁଲିସକୁ ବିଶ୍ବାସ ନାହିଁ; ବିଷ ଦେଇଥାଇ ପାରନ୍ତି କହି ଚା ପିଇଲେ ନାହିଁ ଅଖିଳେଶ ଯାଦବ…
ଲକ୍ଷ୍ନୌ: ପୁଲିସକୁ ବିଶ୍ବାସ ନାହିଁ, ସେମାନେ ଚା’ରେ ବିଷ ମିଶାଇ ଥାଇ ପାରନ୍ତି କହି ଆଜି ଲକ୍ଷ୍ନୌସ୍ଥିତ ପୁଲିସ ମୁଖ୍ୟାଳୟକୁ ଯାଇଥିବା ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ‘ସମାଜବାଦୀ ପାର୍ଟି’ର କର୍ମୀ ମନୀଷ ଜଗନ ଅଗର୍ୱାଲ୍ଙ୍କ!-->…