Browsing Category

ଦେଶ

୧୮,୦୦୦ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍‌

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ୍‌ର କର୍ମଚାରୀଙ୍କ ଉପରେ ପଡିବ ଚଡକ। ପ୍ରାୟ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍। ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଏହି ଇ-କମର୍ସ କମ୍ପାନୀ ଘୋଷଣା…

କାଲି ମେୟର ନିର୍ବାଚନ: ସରକାରଙ୍କ ସୁପାରିସକୁ ନା, ନିଜ ଇଚ୍ଛାରେ ନିଷ୍ପତ୍ତି ନେଲେ ଉପ ରାଜ୍ୟପାଳ

ନୂଆଦିଲ୍ଲୀ: ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀରେ ଉପ ରାଜ୍ୟପାଳ ଓ ଶାସକ ଦଳ ମଧ୍ୟରେ କଳି ଦେଖିବାକୁ ମିଳିଛି। ଆସନ୍ତାକାଲି ଦିଲ୍ଲୀ ମେୟର ନିର୍ବାଚନ ହେବ। ଏହାପୂର୍ବରୁ ଉପ ରାଜ୍ୟପାଳ ଭିକେ ସକ୍ସେନା ଓ କ୍ଷମତାସୀନ ଆପ୍‌ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି। ମେୟର ନିର୍ବାଚନ ପୂର୍ବରୁ…

୨୦୨୪ ଜାନୁଆରୀ ୧ରେ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ସେହି ୨୦୨୪ର ଜାନୁଆରୀ ୧ରେ ଅଯୋଧ୍ୟରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ। ଆସନ୍ତାବର୍ଷ ଜାନୁଆରୀ ୧ରେ ରାମ ମନ୍ଦିର ଖୋଲିବ ବୋଲି ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ…

ଆଜି ଦେଶରେ ୧୭୫ ନୂଆ କୋଭିଡ୍‌-୧୯ ସଂକ୍ରମଣ…

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୦୦ ଭିତରେ ଥିବା ବ‌େଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ତଳେ ରହିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା…

ଜେଜୀମା’ଙ୍କ କାନ୍ଦ ପ୍ରତି ଧ୍ୟାନ ନ ଦେଇ ରାଜପଥରେ ଜରୁରୀ ବିମାନ ଅବତରଣ କଲେ ୧୮ ବର୍ଷିୟ ପାଇଲଟ୍‌…

ନୂଆଦିଲ୍ଲୀ: ସକାଳ ଜଳଖିଆ ପାଇଁ ଗୋଟିଏ-ଇଞ୍ଜିନ୍‌ବିଶିଷ୍ଟ ବିମାନରେ ସପରିବାର କାଲିଫର୍ଣ୍ଣିଆକୁ ଯାଉଥିବା ବେଳେ ଇଞ୍ଜିନ୍‌ ଫେଲ୍‌ ହୋଇଯିବାରୁ ଜଣେ ତରୁଣ ପାଇଲଟ୍‌ ବିମାନ ଚାଳନାର ପରାକାଷ୍ଠା ଦେଖାଇ ଚରମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଥା ‘କେଟିଏଲ୍‌ଏ’ ରିପୋର୍ଟ କରିଛି। ରିପୋର୍ଟ…

ଦ୍ବାରକାରେ ୬ଟି ଗାଡ଼ିକୁ ଧକ୍କା ଦେଲା ଦିଲ୍ଲୀ ପୁଲିସ ଅଧିକାରୀଙ୍କ ଦ୍ରୁତଗାମୀ କାର୍‌; ମାମଲା ରୁଜୁ…

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଦିଲ୍ଲୀର ଦ୍ବାରକା ମୋର୍‌ ଅଞ୍ଚଳରେ ଦିଲ୍ଲୀ ପୁଲିସର ସହକାରୀ ସବ୍‌-ଇନ୍ସପେକ୍ଟର୍‌ ବ୍ୟକ୍ତିଗତ କାର୍‌ ଗୋଟାଏ ‘ପିସିଆର୍‌’ ଭ୍ୟାନ୍‌ ସମତେ ୬ଟି ଗାଡ଼ିକୁ ଧକ୍କା ଦେଇ ନଷ୍ଟ କରିବା ସହିତ କେତେଜଣ ଲୋକଙ୍କୁ ମଧ୍ୟ ଆହତ କରିଥିବା କଥା ପୁଲିସ କହିଛି। …

ପଶ୍ଚିମବଙ୍ଗ ରାଜ୍ୟପାଳ ସି. ଭି. ଆନନ୍ଦ ବୋଷଙ୍କ ନିମନ୍ତେ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା…

କୋଲ୍‌କାତା: ଜୀବନ ପ୍ରତି ବିପଦ ଅଛି ବୋଲି ଗୁଇନ୍ଦା ଏଜେନ୍‌ସିମାନଙ୍କ ଆକଳନକୁ ଆଧାର କରି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ପଶ୍ଚିମବଙ୍ଗର ରାଜ୍ୟପାଳ ସି. ଭି. ଆନନ୍ଦ ବୋଷଙ୍କୁ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ଯୋଗାଇ ଦେଇଛି। ଏହି ବ୍ୟବସ୍ଥା ଅନୁସାରେ, ସମଗ୍ର ଦେଶରେ ‘ରିଜର୍ଭ ପୋଲିସ୍‌…

ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଏରିକ୍‌ ଗାର୍ସେଟିଙ୍କୁ ପୁନଃମନୋନୀତ କଲେ ଜୋ’ ବାଇଡେନ୍‌…

ୱାସିଂଟନ୍‌: ଲସ୍‌ ଏଞ୍ଜେଲ୍‌ସ୍‌ର ପୂର୍ବତନ ମେୟର୍‌ ଏରିକ୍‌ ଗାର୍ସେଟିଙ୍କୁ ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ ଭାରତ ପ୍ରତି ତାଙ୍କର ଦୂତ ଭାବେ ପୁନଃମନୋନୀତ କରିଛନ୍ତି। ଦୂତ ଭାବେ ଆମେରିକୀୟ ସିନେଟ୍‌ ଏଥର ତାଙ୍କୁ ସମ୍ମତି ଦେବ ବୋଲି ହ୍ବାଇଟ୍‌ ହାଉସ୍‌ ଦୃଢ଼ ଆଶା…

ବାକ୍ ସ୍ୱାଧୀନତା ଉପରେ ଲଗାଯାଇପାରିବନି କଟକଣା: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ବାକ୍ ସ୍ୱାଧୀନତା ଉପରେ ଅଧିକ କଟକଣା ଲାଗିପାରିବ ନାହିଁ । ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାରଙ୍କୁ ପରୋକ୍ଷରେ ଦାୟୀ କରାଯାଇପାରିବ ନାହିଁ। ଏଥିସହ ସରକାରୀ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ। ବାକ୍…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ପଥର ମାଡ଼, ବ୍ୟାପକ ପୋଡାଜଳା…

ନୂଆଦିଲ୍ଲୀ: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଘର ଉପରକୁ ପଥର ମାଡ। ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତବିପ୍ଲବ ଦେବଙ୍କ ପୈତୃକ ଘର ବାହାରେ ଆକ୍ରମଣ କରିଛନ୍ତି। ପଥର ମାଡ କରିବା ସହ ଗାଡି ଭଙ୍ଗାରୁଜା ଓ ପୋଡାଜଳା ମଧ୍ୟ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର…