Browsing Category

ଦେଶ

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ, ମହିଳାଙ୍କ ଉପରେ ପରିସ୍ରା କଲେ ମଦ୍ୟପ ବ୍ୟକ୍ତି

ଏୟାର ଇଣ୍ଡିଆ ବିମାନରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏୟାର ଇଣ୍ଡିଆର ବିଜନେସ କ୍ଲାସରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ନିଶାସକ୍ତ ବ୍ୟକ୍ତି ପରିସ୍ରା କରିଥିଲେ । ଆମେରିକାରୁ ଦିଲ୍ଲୀ ଆସୁଥିବା ବିମାନରେ ନିଶାରେ ଚୁର ଥିବା ୭୦ ବର୍ଷୀୟ ବ୍ୟକ୍ତି ଜଣକ ମହିଳାଙ୍କ ଉପରେ ପରିସ୍ରା କରିଥିଲେ ।…

ଦିଲ୍ଲୀ ଯୁବତୀଙ୍କୁ ୧୨ କିମି ଘୋଷାଡିବା ଘଟଣା : ବୟାନ ଦେଲେ ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧି…

ଦିଲ୍ଲୀର ସୁଲତାନୀପୁରୀ ଅଞ୍ଚଳରେ ଯୁବତୀଙ୍କୁ ୧୨ କିମି ଘୋଷାଡିବା ମାମଲାରେ ମୁହଁ ଖୋଲିଛନ୍ତି ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧି । ଅଞ୍ଜଳି ଏବଂ ତାଙ୍କ ସାଙ୍ଗ ନିଧି ସ୍କୁଟି ଚଲାଇ ଫେରୁଥିବା ବେଳେ ଏକ ବାଲେନୋ କାର ସହିତ ଧକ୍କା ହୋଇଥିଲା । ଆଉ କାର ଚକା ତଳେ ଅଞ୍ଜଳିଙ୍କ ଗୋଡ ଫସିଯାଇଥିଲେ,…

ଭାରତ ଯୋଡ଼ୋ ଯାତ୍ରାକୁ ସମର୍ଥନ କରି ରାହୁଲଙ୍କୁ ଚିଠି ଲେଖିଲେ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର…

ଲକ୍ଷ୍ନୌ: ଶୀତକାଳୀନ ବିଶ୍ରାମ ପରେ ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଭାରତ ଯୋଡ଼ୋ ଯାତ୍ରା ଏବେ ଉତ୍ତରପ୍ରଦେଶ ଅଭିମୁଖେ ଯିବ ବୋଲି ସୂଚନା ରହିଛି। ଏହି ଅବସରରେ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍‌ ହେବା ପାଇଁ…

ନେସ୍‌ନାଲ୍‌ ଏଜୁକେସନ ପଲିସି ସଂପର୍କରେ ମତ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ ତିନି ବର୍ଷ ବୟସରୁ ବାଲ୍ ବାଟିକା…

ନୂଆଦିଲ୍ଲୀ: ନେସ୍‌ନାଲ୍‌ ଏଜୁକେସନ ପଲିସି ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ତିନି ବର୍ଷ ବୟସରୁ ବାଲ୍ ବାଟିକା ଆରମ୍ଭ ହେବ। ପ୍ରଥମ ୫ ବର୍ଷର ଟିଚିଂ, ଲର୍ଣ୍ଣିଂ ପୁସ୍ତକ ଆସନ୍ତା ଜାନୁଆରି ୨୬ ସରସ୍ଵତୀ ପୂଜାରେ ଆସିବ…

୧୯୭୧ରେ ଭାରତଠୁ ଯେପରି ହାରିଥିଲ ଆମଠୁ ସେପରି ହାରିବ : ପାକିସ୍ତାନକୁ ତାଲିବାନର ଧମକ…

କାବୁଲ : ପାକିସ୍ତାନ ଓ ତାଲିବାନ ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଲାଣି । ପାକିସ୍ତାନ ତାଲିବାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିବାବେଳେ ତାହାକୁ ପାଲଟା ଧମକ ଦେଇଛି ତାଲିବାନ । ଆଫଗାନିସ୍ତାନ ଉପରେ ଆକ୍ରମଣ କଲେ ୧୯୭୧ରେ ଯେପରି ଭାରତ ଆଗରେ ଆତ୍ମସମର୍ପଣ କରିଥିଲ ,…

ଅଞ୍ଜଳି ମୃତ୍ୟୁ ଘଟଣା: ପରିବାରକୁ ୧୦ଲକ୍ଷ କ୍ଷତିପୂରଣ ଦେବେ କେଜ୍ରିୱାଲ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ଦିନ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଶୋକସନ୍ତପ୍ତ ପରିବାରକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଔରଙ୍ଗଜେବ କ୍ରୁର ଥିଲେ, କିନ୍ତୁ ହିନ୍ଦୁ ବିରୋଧୀ ନଥିଲେ : ଏନସିପି ନେତା

ମୁମ୍ବାଇ : ଏନସିପି ନେତା ତଥା ବିଧାୟକ ଜିତେନ୍ଦ୍ର ଅହଦ୍ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ମୋଗଲ ସମ୍ରାଟ୍ ଔରଙ୍ଗଜେବ ଜଣେ କ୍ରୁର ଶାସକ ଥିଲ, କିନ୍ତୁ ସେ ହିନ୍ଦୁ ବିରୋଧୀ ନଥିଲେ । ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ମହାରାଷ୍ଟ୍ରର ଏକ ବିଷ୍ଣ ମନ୍ଦିରକୁ ନଭାଙ୍ଗି ସେ…

ସିନେମା ହଲ ଭିତରକୁ ବାହାର ଖାଦ୍ୟ ପ୍ରବେଶ ନେଇ ହଲ ମାଲିକଙ୍କ ନିଷ୍ପତ୍ତି ବୈଧ

ନୂଆଦିଲ୍ଲୀ: ସିନେମା ହଲରେ ବାହାର ଖାଦ୍ୟକୁ ବାରଣ ପ୍ରତିବାଦରେ ଏକ ମାମଲା ସୁପ୍ରିମକୋର୍ଟରେ ରୁଜୁ ହୋଇଥିଲା। ଆଜି ଏହି ମାମଲାରେ ଶୁଣାଣି ବେଳେ ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆମେ କଣ ହଲ ଭିତରକୁ ଜଲେବି ନେଇପାରିବୁ। ସୁପ୍ରିମକୋର୍ଟ କହିଛନ୍ତି ଯେ, ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ…

ମାଟିରେ ପୋତିହୋଇ ପ୍ରତିବାଦ କଲେ ଚାଷୀ

ମୁମ୍ବାଇ: ଜଣେ ଚାଷୀଙ୍କ ଅଭିନବ ପ୍ରତିବାଦ। ଏକ ଜନକଲ୍ୟାଣ ଯୋଜନାରେ ଜଣେ ଚାଷୀଙ୍କୁ ଜମି ଆଲର୍ଟ ହୋଇଥିବା ବେଳେ ତାଙ୍କୁ ମାଲିକାନାସ୍ୱତ୍ୱ ମିଳୁ ନଥିବାରୁ ସେ ଅଧା ପୋତି ହୋଇ ପ୍ରତିବାଦ କରିଛନ୍ତି। ଏମିତି ଏକ ଘଟଣା ମହାରାଷ୍ଟ୍ରରେ ଜଲନା ଜିଲ୍ଲାର ଦେଖିବାକୁ ମିଳିଛି। ଚାଷୀ ଜଣକ ମାଟି…

ମସ୍ତିଷ୍କକୁ ସଂକ୍ରମିତ କରୁଛି କି କରୋନାର ନୂଆ ଭାରିଏଣ୍ଟ?

ନୂଆଦିଲ୍ଲୀ: ପୁଣି ଥରେ କାୟା ମେଲାଇବାରେ ଲାଗିଲାଣି କରୋନା। ଚୀନ୍‌ରେ ଏହି ମହାମାରୀ ତାଣ୍ଡବ ରଚିଛି । ସେହିପରି ଅନ୍ୟ କିଛି ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ମାମଲା ବଢ଼ି ବଢ଼ି ଚାଲିଛି। ଓମିକ୍ରନର ନୂଆ ଭାରିଏଣ୍ଟକୁ ନେଇ ଚାରିଆଡେ ଆତଙ୍କ ଖେଳାଇଛି। ଚୀନ୍ ସମତେ ଅନ୍ୟ ରାଜ୍ୟରେ କରୋନାର…