Browsing Category

ଦେଶ

ବିଜେପିର ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛରୁ ମିଳିଲା ମହିଳାଙ୍କ ଗଳିତ ଶବ…

ମୁମ୍ବାଇ: ଜଣେ ମହିଳାଙ୍କ ଅଧା ପୋତା ଗଳିତ ଶବ ମହାରାଷ୍ଟ୍ରର ସତାରାରେ ଥିବା ବିଜେପି ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛରୁ ମିଳିଛି। କେହି ମହିଳାଙ୍କୁ ହତ୍ୟା କରି ବଙ୍ଗଳା ପଛରେ ଥିବା ମାଟି ଗଦାରେ ପୋତି ଦେଇଥିବା ପୁଲିସ୍‌ ସନ୍ଦେହ କରୁଛି। ଶବଟି ପୋଚି ଯାଇଥିବାରୁ ମହିଳାଙ୍କୁ ଚିହ୍ନଟ…

ରାଜଧାନୀରେ ଜିମ୍‌ ମାଲିକଙ୍କୁ ଅଫିସ ଭିତରେ ଗୁଳି କରି ହତ୍ୟା…

ନୂଆଦିଲ୍ଲୀ: ନୂଆବର୍ଷର ଦିନକ ପୂର୍ବରୁ ଅଶାନ୍ତ ହୋଇ ଉଠିଛି ରାଜଧାନୀ ଦିଲ୍ଲୀ। ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ଘଟିଛି ବଡ଼ ଅଘଟଣ। ୩ ଜଣ ଯୁବକ ଜଣେ ଜିମ୍‌ ମାଲିକଙ୍କୁ ତାଙ୍କ ଅଫିସ ଭିତରେ ପଶି ଗୁଳି କରି ହତ୍ୟା କରିଛନ୍ତି। ଏଥିସହ ଜିମ ମାଲିକଙ୍କ ଅଫିସରେ ଲାଗିଥିବା ସିସିଟିଭି ରେକର୍ଡରକୁ…

‘କପି ରାଇଟ୍‌’ କଥା କହି ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କଲେ ଉମା ଭାରତୀ…

ଛିଣ୍ଡୱାରା: ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ବୟାନ କ୍ରମାଗତ ଭାବେ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଦଳୀୟ ହାଇକମାଣ୍ଡଙ୍କ ଦ୍ୱାରା ଅଣଦେଖାର ସ୍ୱୀକାର ହୋଇଥିବା ଉମା ଭାରତୀ ସର୍ବସମ୍ମୁଖରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। …

ଆତଙ୍କବାଦକୁ ବ୍ୟବହାର କରି ଆଲୋଚନା ପାଇଁ ବାଧ୍ୟକରାଯାଇ ପାରିବନି: ବୈଦେଶିକ ମନ୍ତ୍ରୀ…

ନିକୋସିଆ: ପାକିସ୍ତାନକୁ ଟାର୍ଗେଟ କରି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରି କେହି ବି ଭାରତକୁ ଆଲୋଚନା ପାଇଁ ବାଧ୍ୟ କରିପାରିବେ ନାହିଁ। ସାଇପ୍ରସରେ ଭାରତୀୟ ବଂଶୋଦ୍ଭବମାନଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ପାକିସ୍ତାନ ନାଁ…

କଂଗ୍ରେସକୁ ପୁଣି ଫେରିବା ଖବରକୁ ଗୁଲାମନବୀଙ୍କ ଖଣ୍ଡନ…

ନୂଆଦିଲ୍ଲୀ: କଂଗ୍ରେସ ସହ ୫୨ ବର୍ଷର ସମ୍ପର୍କଚ୍ଛିନ୍ନ କରି ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଠନ କରିଥିବା ଗୁଲାମନବୀ ଆଜାଦ ନିଜର ଘର ବାହୁଡ଼ା ଖବରକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ ପୁଣିଥରେ କଂଗ୍ରେସକୁ ଫେରିବା ନେଇ ଶୁକ୍ରବାର କିଛି ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ…

କାର ଡ୍ରାଇଭରଙ୍କର ଲାଗିଗଲା ଆଖି: ଚାଲିଗଲା ୯ ଜୀବନ…

ଗୁଜରାଟ: ଗୁଜରାଟର ନବସାରିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଓ ଏସୟୁଭି କାର ମଧ୍ୟରେ ଭୟଙ୍କର ଧକ୍କା ହେବାରୁ ୯ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଘଟଣାରେ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ହସପିଟାଲରେ…

ଚକୋଲେଟ ବିକିବ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ…

ରିଲାଏନ୍ସ କଂଜୁମର ପ୍ରଡକ୍ଟସ୍‌ ଲିମିଟେଡ (ଆରସିପିଏଲ) ଲୋଟସ ଚକୋଲେଟ ପ୍ରବର୍ତ୍ତକ ସହ ବୁଝାମଣା କରିଛି । ଲୋଟସ ଚକୋଲେଟ, କୋକୋ ଉତ୍ପାଦ ଓ କୋକୋ ଡେରିଭେଟିଭ ବାନାଇଥାଏ । ରିଲାଏନ୍ସ ସହ ବୁଝାମଣା କରିବା ପରେ କମ୍ପାନୀର ସିଇଓ ଅଭିଜିତ ପଇ କହିଛନ୍ତି ଯେ ଏହାଦ୍ୱାରା ଲୋଟସ ଆହୁରି ଉପରକୁ ଉଠିବ…

ମୁଁ ଋଷଭ ପନ୍ତ: ଭୟାବହ କାର୍‌ ଦୁର୍ଘଟଣା ପରେ ଉଦ୍ଧାରକାରୀଙ୍କୁ ପରିଚୟ ଦେଇ କହିଲେ ପନ୍ତ…

ନୂଆଦିଲ୍ଲୀ: ଆଜି ବଡ଼ି ଭୋର୍‌ରେ ଦୁର୍ଘଟଣାଗ୍ରସ୍ତ ଜ୍ବଳନ୍ତ କାର୍‌ରୁ ବାହାରି ଆସିବା ପରେ ଉଦ୍ଧାରକାରୀଙ୍କୁ ନିଜ ପରିଚୟ ପ୍ରଦାନ କରିବାକୁ ଭାରତୀୟ ୱିକେଟ୍‌କିପର୍‌ କହିଲେ, ମୁଁ ଋଷଭ ପନ୍ତ। ଉଲ୍ଲେଖଯୋଗ୍ୟ, ସୁଶୀଳ ନାମକ ଜଣେ ବସ୍‌ ଚାଳକ ହିଁ ପ୍ରଥମେ ଦୁର୍ଘଟଣାସ୍ଥଳରେ ପହଞ୍ଚି…

ମୁମ୍ବାଇର ମାଉଣ୍ଟ ମେରି ଚର୍ଚ୍ଚ ଉପରେ ଆତଙ୍କବାଦୀ ହାମ୍‌ଲା କରିବାକୁ ଧମକ ଦେଲା ଲସ୍କର-ଏ-ତୋଏବା…

ମୁମ୍ବାଇ: ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ମୁମ୍ବାଇର ବାନ୍ଦ୍ରାସ୍ଥିତ ମାଉଣ୍ଟ ମେରି ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଧମକ ଦେଇଛି। ପାକିସ୍ତାନରେ ଅବସ୍ଥାନ କରି ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିବା ଇସଲାମ ଉଗ୍ରବାଦୀ…

ଉଭୟ ଶବଦାହ ଓ କବର ଋଷୀୟ ପରମ୍ପରା : ରୁଷ ରାଷ୍ଟ୍ରଦୂତ…

ଉଭୟ ଶବଦାହ ଓ କବର ଋଷୀୟ ପରମ୍ପରା। ଏହା କହିଛନ୍ତି ରୁଷ ରାଷ୍ଟ୍ରଦୂତ ଡେନିସ ଆଲିପୋଭ। ରାୟଗଡ଼ାରେ ଦୁଇ ମୃତ ରୁଷ ନାଗରିକଙ୍କ ଶବଦାହ କରାଯାଇଥିଲା। ଯାହାକୁ ନେଇ ଉଠିଥିଲା ବିବାଦ। ସାଂସଦ ମନୀଷ ତିୱାରୀ ପ୍ରଶ୍ନ କରିଥିଲେ, ଦୁଇ ଖ୍ରୀଷ୍ଟିଆନଙ୍କ ଶବକୁ କବର ଦିଆନଯାଇ କାହିଁକି ଶବଦାହ କରାଗଲା।…