Browsing Category

ଦେଶ

ସୋନିଆଙ୍କ ସହ ଫଟୋ ଶେୟାର କରି ଭାବପ୍ରବଣ ହେଲେ ରାହୁଲ ଗାନ୍ଧି…

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରୁ ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧି ଆଜି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ଆଜି ତାଙ୍କ ସହ ମା’ ସୋନିଆ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ସାମିଲ ହୋଇଛନ୍ତି। ଗାନ୍ଧି ପରିବାର ବ୍ୟତୀତ ହଜାର ହଜାର ସାଧାରଣ ଲୋକ ଓ…

କୃଷ୍ଣ ଜନ୍ମଭୂମି-ଇଦଗା ବିବାଦ: ମସଜିଦର ସର୍ଭେ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ…

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଥିବା ଶାହି ଇଦଗା ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ କୋର୍ଟ। ମସଜିଦଟି କୃଷ୍ଣ ଜନ୍ମଭୂମିରେ ତିଆରି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କୃଷ୍ଣ ଜନ୍ମଭୂମି କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।ମଥୁରା କୋର୍ଟ ଏହାର ଶୁଣାଣି କରି…

କୋଭିଡ୍‌ ପରିସ୍ଥିତି ଯୋଗୁଁ ନିର୍ଦ୍ଧାରିତ ସମୟର ୭ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଦ୍ରୁତ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବା କାରଣରୁ ନିର୍ଦ୍ଧାରିତ ସମୟର ୭ ଦିନ ପୂର୍ବରୁ ଆଜି ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରାଜ୍ୟସଭାର ୨୫୮ତମ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସମୟରେ…

ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୧୬ ମୃତ, ୪ ଗୁରୁତର

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରତୀୟ ସେନାର ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି…

ଶେଲୀ ଓବରୟ ଆପ୍‌ର ଦିଲ୍ଲୀ ମେୟର ପ୍ରାର୍ଥୀ

ନୂଆଦିଲ୍ଲୀ: ବିଜେପି ଠାରୁ ଦିଲ୍ଲୀ ମହାନଗର ନିଗମ(ଏମସିଡି) ଛଢ଼ାଇ ଆଣିଥିବା ଆପ୍‌ ଆଜି ମେୟର ଓ ଡେପୁଟି ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ପକ୍ଷରୁ ଶେଲୀ ଓବରୟଙ୍କୁ ଦିଲ୍ଲୀର ମେୟର ପ୍ରାର୍ଥୀ କରାଯାଇଥିବା ବେଳେ ମାଟିଆ ମହଲର ବିଧାୟକ ସୋଏବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲଙ୍କୁ…

କାହିଁକି ମହିଳାଙ୍କ ବିଶ୍ୱବିଦ୍ୟାଳୟ ପ୍ରବେଶ ଉପରେ ରୋକ ଲଗାଇଲା ତାଲିବାନ?

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ମହିଳାମାନଙ୍କ ସ୍ୱାଧୀନତା ସଙ୍କୁଚିତ କରିବାରେ ଲାଗିଛି। ଏହିକ୍ରମରେ ବିଶ୍ୱବିଦ୍ୟାଳୟଗୁଡ଼କରେ ଛାତ୍ରୀଙ୍କ ପ୍ରବେଶ ଉପରେ ରୋକ ଲଗାଇ ଦିଆଯାଇଛି। ମହିଳା ଓ ଛାତ୍ରୀମାନେ ତାଲିବାନ ଜାରି କରିଥିବା ଡ୍ରେସ କୋଡ୍‌…

ଛକାପଞ୍ଝା ପରେ ଜେଲରୁ ବାହାରିଲା ବିକିନି କିଲର ଶୋଭରାଜ

କାଠମାଣ୍ଡୁ: ସିରିଏଲ କିଲର ତଥା ବିକିନି କିଲର ଭାବେ ଜଣାଣୁଣା ଚାର୍ଲସ ଶୋଭରାଜ ଶେଷରେ ଜେଲରୁ ବାହାରିଛି। ୨୦୦୩ରୁ କାଠମାଣ୍ଡୁ ଜେଲରେ ରହିଥିବା ଶୋଭରାଜକୁ ବୁଧବାର ନେପାଳ ସୁପ୍ରିମକୋର୍ଟ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ଅବସ୍ଥାରେ ଜେଲ କର୍ତ୍ତୃପକ୍ଷ ଏହାକୁ ଶୁଣି ନଥିଲେ।…

ପ୍ରଥମ ମୁସଲିମ ମହିଳା ଭାବେ ଯୁଦ୍ଧ ବିମାନ ଚଳାଇବେ ସାନିଆ ମିର୍ଜା

ମିର୍ଜାପୁର: ଇତିହାସ ରଚିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ମର୍ଜାପୁରରେ ରହୁଥିବା ସାନିଆ ମିର୍ଜା। ସେ ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ। ସେହିପରି ରାଜ୍ୟର ପ୍ରଥମ ମହିଳା ଭାବେ ସାନିଆ ମିର୍ଜା ଫାଇଟର ଜେଟ୍‌ ଚଳାଇ ରେକର୍ଡ ସୃଷ୍ଟି…

ଆନ୍ଦୋଳନକୁ ନେଇ ୟୁ-ଟର୍ଣ୍ଣ ମାରିଲା ବିଜେପି

ଜୟପୁର: ରାଜନୀତି ଅପେକ୍ଷା ଲୋକ ଆମ ପାଇଁ ଆଗ। ଲୋକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏମିତି କେତେ କଥା କହିବା ସହ କରୋନା ସଂକ୍ରମଣର ଦ୍ୱାହି ଦେଇ ବିଜେପି ରାଜସ୍ଥାନରେ ଜାରି ରଖିଥିବା ଜନ ଆକ୍ରୋଶ ଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ…

ଆଉ ପାରୁ ନାହାନ୍ତି ପୁଟିନ! ୟୁକ୍ରେନ ସହ ଯୁଦ୍ଧ ଶେଷ କରିବାକୁ ଦେଲେ ସଙ୍କେତ

ମସ୍କୋ: ଦୀର୍ଘ ୩୦୩ ଦିନ ହେଲେ ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଏବେ ନିଜର ଆଭିମୁଖ୍ୟ ବଦଳାଇବାକୁ ସଙ୍କେତ ଦେଇଛି। ୟୁକ୍ରେନ ଭଳି ଗୋଟିଏ ଛୋଟିଆ ଦେଶକୁ ଯୁଦ୍ଧରେ ପରାସ୍ତ ନ କରିପାରି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସତେ ଯେମିତି ହତାଶ ହୋଇପଡ଼ିଲେଣି। ସମ୍ଭବତଃ ଏହି କାରଣ ପାଇଁ ସେ…