Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପୁଣି ରାମଲୀଳା ମୈଦାନରେ ଗର୍ଜିଲେ ୫୦,୦୦୦ ଚାଷୀ…
ନୂଆଦିଲ୍ଲୀ: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ। ରାଜଧାନୀ ଦିଲ୍ଲୀରେ ଏକାଠି ହେଲେ ହଜାର ହଜାର ଚାଷୀ। ୩ ବିବାଦୀୟ କୃଷି ଆଇନ ବିରୋଧରେ ମାସାଧିକ କାଳ ଆନ୍ଦୋଳନ ପରେ ପୁଣି ଥରେ ବଡ଼ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି। ବିଭିନ୍ନ ଦାବି ଦେଇ ଦିଲ୍ଲୀରେ ପ୍ରାୟ ୫୦,୦୦୦ ଚାଷୀ ଏକାଠି ହୋଇ!-->…
ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ରାତି ୧୦ଟା ପରେ ହଷ୍ଟେଲକୁ ଛାତ୍ରଛାତ୍ରୀଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ରାତି ୧୦ଟା ପରେ ହଷ୍ଟେଲକୁ ଛାତ୍ରଛାତ୍ରୀଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଇଛି। କେବଳ ଏତିକି ନୁହେଁ ହଷ୍ଟେଲକୁ ବାହାର ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି | ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ!-->…
ଦୁଇ ରାଜ୍ୟରେ ସୀମା ବିବାଦକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ସଞ୍ଜୟ ରାଉତ
ମୁମ୍ବାଇ: ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।‘ଶିବସେନା’ର ମୁଖପତ୍ର ସାମ୍ନା’ରେ ଲେଖୁଥିବା ସାପ୍ତାହିକ ସ୍ତମ୍ଭ ‘ରୋକ୍ଠୋକ୍’ରେ ରାଉତ ଅଭିଯୋଗ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ!-->…
ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଶୁଭିଲା ପାଇଲଟ ନାରା
ଜୟପୁର: ଭାରତ ଯୋଡୋ ଯାତ୍ରାରେ ଶୁଭିଲା ସଚିନ ପାଇଲଟ୍ଙ୍କ ନାରା। ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ସପକ୍ଷ ସ୍ଲୋଗାନ୍ରେ କମ୍ପିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା। ଆଜି ସକାଳେ ରାଜସ୍ଥାନର ଦୌସା ନଗରୀର କାଲାଖୋରେ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ଭାରତ ଯୋଡ଼ୋ!-->…
ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ଉଠିଲା
ମୁମ୍ବାଇ: ମହାରାଷ୍ଟ୍ରରେ ଶୀତ ଅଧିବେଶନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ଏବେ ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି ଦେବେନ୍ଦ୍ର ଫଡନାଭିସ । ବାୱାନକୁଲେ କହିଛନ୍ତି ଯେ ମୁଁ ମହାରାଷ୍ଟ୍ର!-->…
ଦୁର୍ନୀତି, ଅସ୍ଥିରତା ଏବଂ ରାଜନୈତିକ ପକ୍ଷପାତକୁ ଆମେ ରେଡ୍ କାର୍ଡ଼ ଦେଇଛୁ: ମୋଦି
ଶିଲଂ: ଆଜି ପ୍ରଧାନମନ୍ତ୍ରୀ ମେଘାଳୟର ଶିଲଂରେ ଆୟୋଜିତ ନର୍ଥଇଷ୍ଟର୍ଣ୍ଣ କାଉନ୍ସିଲ୍ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇଥିଲେ।ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କୁ ସିଲଙ୍ଗର ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଛି । ପରେ ପରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରିଥିଲେ । ଏହି!-->…
ଥମୁନି ହିଜାବ ନିଆଁ, ଓସ୍କାର ବିଜୟୀ ଅଭିନେତ୍ରୀ ଗିରଫ
ତେହରାନ: ଇରାନ୍ରେ ଜାରି ରହିଛି ହିଜାବ ବିରୋଧୀ ପ୍ରଦର୍ଶନ। ହଜାର ହଜାର ଲୋକେ ହିଜାବ ଓ ସରକାରଙ୍କ ଡ୍ରେସ୍ କୋଡ୍ ନୀତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ବହୁଦିନ ଧରି ଏହି ପ୍ରଦର୍ଶନ ଜାରି ରହିଛି। ତେବେ ଏହି ବିକ୍ଷୋଭ ପ୍ରଦର୍ଶନକୁ ଜଣେ ଓସ୍କାର ବିଜୟୀ ଅଭିନେତ୍ରୀ ସମର୍ଥନ କରିବା!-->…
ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାମୁହିଁ ,୨୫୦୦ ପୁଲିସ ମୁତୟନ
ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାମୁହିଁ ହେଉଛନ୍ତି। ଉଭୟ ପରସ୍ପର ବିରୋଧରେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବାରୁ ପୁଲିସ ପାଇଁ ଚିନ୍ତା ବଢ଼ିଛି। ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି (ଏମଭିଏ) ପକ୍ଷରୁ ଏକ ‘ହାଲା ବୋଲ’ ଆରମ୍ଭ ହେଉଛି।!-->…
ସୁପ୍ରିମକୋର୍ଟରେ ବିଲକିସ ବାନୋ ନିରାଶ, ପୁନର୍ବିଚାର ଆବେଦନ ଖାରଜ୍
ନୂଆଦିଲ୍ଲୀ: ୨୦୦୨ରେ ତାଙ୍କ ସହିତ ଗଣଦୁଷ୍କର୍ମ କରିବା ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ହତ୍ୟା କରିଥିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିବା ୧୧ଜଣ ବ୍ୟକ୍ତିଙ୍କୁ ଶୀଘ୍ର ମୁକ୍ତ କରାଯିବା ଆଦେଶକୁ ଚାଲେଞ୍ଜ୍ କରି ବିଲ୍କିସ୍ ବାନୋ ଫାଇଲ୍ କରିଥିବା ‘ରିଭ୍ୟୁ ପିଟିସନ୍’କୁ ଆଜି!-->…
ଭାରତ କେବେ ‘ଚୀନା ପେ ଚର୍ଚ୍ଚା’ କରିବ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ
ନୂଆଦିଲ୍ଲୀ: ଭାରତ କେବେ ‘ଚୀନା ପେ ଚର୍ଚ୍ଚା’ କରିବ ବୋଲି କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କରି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।
ଗୃହର ଅଧ୍ୟକ୍ଷ ଅନୁମତି ଦେବା ସତ୍ତ୍ବେ ତାଙ୍କୁ ରାଜ୍ୟସଭାରେ ଅରୁଣାଚଳ!-->!-->!-->…