Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ୟୁକ୍ରେନ୍ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟକୁ ପ୍ରଶଂସା କଲା ଆମେରିକା
ୱାସିଂଟନ୍: ପୁଣି ଥରେ ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍ ଯୁଦ୍ଧ ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛି। ସମସ୍ତ ପ୍ରକାର ହିଂସା ବର୍ଜନ କରି କୂଟନୀତି ଜରିଆରେ ରୁଷ୍ ଓ ୟୁକ୍ରେନ୍ ସମସ୍ୟାର ସମାଧାନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହି!-->…
ଘରେ ପହଞ୍ଚି କୋଟିପତି ହେଲା ଦର୍ଘାରେ ଭିକ ମାଗି ଚଳୁଥିବା ୧୦ ବର୍ଷିୟ ବାଳକ
ରୁଡ଼କୀ: ରୁଡ଼କୀ ନିକଟସ୍ଥ ପିରାନ୍ କାଲିୟାର୍ ଶରୀଫ୍ ପରିସର ଭିତରେ ଓ ବାହାରେ ଭିକ୍ଷାମାଗି ଚଳୁଥିବା ଜଣେ ମଳିମୁଣ୍ଡିଆ ବାଳକ ସମ୍ପ୍ରତି ଘରକୁ ଫେରି କୋଟିପତି ହୋଇଯାଇଛି।
ସଂଗୃହୀତ ସୂଚନା ଅନୁସାରେ, ସେ ବାଳକଜଣକ ହେଉଛି ବର୍ଷେରୁ ଅଧିକ ହେବ ହଜି ଯାଇଥିବା ୧୦ ବର୍ଷିୟ ଶାହଜେବ୍!-->!-->!-->…
ନିଜ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଲାଗି ଦାବି କଲେ ଭାରତର ପ୍ରଥମ କିନ୍ନର ବିଚାରପତି
ଇନ୍ଦୋର: ଭାରତର ପ୍ରଥମ କିନ୍ନର ବିଚାରପତି ଜୋୟିତା ମଣ୍ଡଳ ନିଜ ସମ୍ପ୍ରଦାୟର ସାମାଜିକସ୍ତରରେ ଉତ୍ଥାନ ପାଇଁ ସ୍ୱର ଉଠାଇଛନ୍ତି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟଙ୍କ ପାଇଁ ସରକାରୀସ୍ତରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସେ ଦାବି କରିଛନ୍ତି। କିନ୍ନର ସମ୍ପ୍ରଦାୟକଙ୍କ ପାଇଁ ସରକାରୀ!-->…
ଆନ୍ଧ୍ରପ୍ରଦେଶର ପଲ୍ନାଡୁରେ ‘ୱାଇଏସ୍ଆର୍ସିପି’- ‘ଟିଡିପି’ କର୍ମୀଙ୍କ ମଧ୍ୟରେ ସଂଘର୍ଷ; ୧୪୪ ଧାରା ଜାରି
ପଲନାଡୁ: ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର ପଲ୍ନାଡୁ ଜିଲ୍ଲା ଅନ୍ତର୍ଗତ ମାଚର୍ଲାରେ ‘ଇଧେମି କର୍ମା’ ସମୟରେ ଶାସକ ‘ଯୁବଜନ ଶ୍ରମିକ ରାୟତୁ କଂଗ୍ରେସ ପାର୍ଟି (ୱାଇଏସ୍ଆର୍ସିପି) ଏବଂ ‘ତେଲୁଗୁ ଦେଶମ୍ ପାର୍ଟି’ (ଟିଡିପି) କର୍ମୀଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିବାରୁ ପୁଲିସ ୧୪୪ ଧାରା!-->…
୨୦୨୪ ଶେଷ ବେଳକୁ ଭାରତର ସଡକ ଭିତ୍ତିଭୂମି ଆମେରିକା ସହ ସମାନ ହେବ: ନୀତିନ ଗଡକରୀ
ନୂଆଦିଲ୍ଲୀ: ୨୦୨୪ ଶେଷ ପୂର୍ବରୁ ଭାରତର ସଡକ ଭିତ୍ତିଭୂମି ଆମେରିକାର ମାନ ସହ ସମାନ ହେବ। କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର ଏହା କହିଛନ୍ତି। ଏଠାରେ ୯୫ତମ ଏଫଆସିସିଆଇ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ, ଆମେ ଦେଶରେ!-->…
ଆଜିଠାରୁ ଜାନୁଆରି ୧ ପର୍ଯ୍ୟନ୍ତ ସୁପ୍ରିମ୍ କୋର୍ଟର ଶୀତଛୁଟି
ନୂଆଦିଲ୍ଲୀ : ଡିସେମ୍ବର ୧୭ରୁ ଜାନୁଆରି ୧ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଶୀତ ଛୁଟି ହେବ। ତେବେ ଏହି ଶୀତ ଛୁଟି ସମୟରେ କୌଣସି ଅବକାଶ ଖଣ୍ଡପୀଠ ଉପଲବ୍ଧ ହେବନାହିଁ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଏନେଇ ଘୋଷଣା କରିଛନ୍ତି।
କୋର୍ଟରୁମ୍ରେ!-->!-->!-->…
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେବା କେନ୍ଦ୍ର ଚାହୁଁ ନାହିଁ: ସସ୍ମିତ ପାତ୍ର
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚାହିଁଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ । ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି। ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟକୁ ସହଯୋଗ କରୁନାହିଁ କେନ୍ଦ୍ର । ହେଲେ ବିଜେପି ବାରମ୍ବାର!-->…
ସଂସଦରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଉଠାଇଲେ ସାଂସଦ ସୁରେଶ ପୂଜାରୀ
ନୂଆଦିଲ୍ଲୀ/ଭୁବନେଶ୍ବର: ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି। ସଂସଦର ଶୀତକାଳୀନ ଅଧିବେଶନରେ ଶୁକ୍ରବାର ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ହୋଇଥିବା!-->…
ଅମିତାଭ ବଚ୍ଚନଙ୍କ ‘ସ୍ବାଧୀନତା’ ଭାଷଣ ପାଇଁ ‘ବିଜେପି’ ଓ ‘ଟିଏମ୍ସି’ ମଧ୍ୟରେ ବିବାଦ
କୋଲ୍କାତା: ‘୨୮ତମ କୋଲ୍କାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ’ରେ ନାଗରିକ ସ୍ବାଧୀନତା ଓ ମତବ୍ୟକ୍ତ କରିବାର ସ୍ବାଧୀନତା ଉପରେ ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନଙ୍କ ବକ୍ତବ୍ୟ ଯୋଗୁଁ ପଶ୍ଚିମବଙ୍ଗରେ ଶାସକ ‘ତୃଣମୂଳ କଂଗ୍ରେସ’ ଓ ‘ବିଜେପି’ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଛି।
!-->!-->!-->…
ଜାନୁଆରି ୨୪ରେ ‘ଜେଇଇ’; ମେ ୭ରେ ‘ନିଟ୍’
ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଜାନୁଆରି ୨୪ରେ ‘ଜେଇଇ’ ଏବଂ ମେ ୭ରେ ‘ନିଟ୍’ ପରୀକ୍ଷା କରାଯିବ ବୋଲି ଗୁରୁବାର ରାତିରେ ‘ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ ଘୋଷଣା କରିଛି।
୨୦୨୩ ଜାନୁଆରି ୨୪, ୨୫, ୨୭, ୨୮, ୨୯, ୩୦ ଏବଂ ୩୧ ତାରିଖରେ ‘ଜେଇଇ ମେନ୍ ୨୦୨୩’!-->!-->!-->…