Browsing Category

ଦେଶ

ମୋଦି ସରକାର ଥିବା ଯାଏଁ ଇଞ୍ଚେ ଜମି ବି କେହି ନେଇପାରିବେ ନାହିଁ – ଅମିତ ଶାହ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ସେନା ମଧ୍ୟରେ ତୱାଙ୍ଗରେ ହୋଇଥିବା ସଂଘର୍ଷ ଯୋଗୁ ପୁଣିଥରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଡିସେମ୍ବର ୯ ତାରିଖରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର ସେନା ଆହତ ହୋଇଛନ୍ତି। ଏହି ମାମଲରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚୀନ୍‌କୁ…

ବାଲୋଚିସ୍ତାନ୍‌ ପ୍ରଦେଶରେ ଆଫଗାନ୍‌ ସେନାର ବେପରୁଆ ଗୁଳି ଚାଳନା; ୬ ମୃତ, ୧୭ ଆହତ

ଇସ୍‌ଲାମାବାଦ: ରବିବାର ଦିନ ଆଫଗାନ ସୀମାନ୍ତ ସୈନ୍ୟମାନେ ବାଲୋଚିସ୍ତାନର ଚମନ୍‌ ଜିଲ୍ଲା ସୀମା ମଧ୍ୟକୁ ଅକାରଣରେ ବେପରୁଆ ଗୁଳି ଚାଳନା କରିବାଦ୍ବାରା ଅନ୍ୟୂନ ୬ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ଆଉ ୧୭ଜଣ ଆହତ ହୋଇଥିବା କଥା ପାକିସ୍ତାନୀ ସେନା କହିଛି। ସେନାର ଗଣମାଧ୍ୟମ…

ନିର୍ଭୟା ପାଣ୍ଠିରେ ବିଧାୟକଙ୍କ ପାଇଁ କାର କିଣୁଛନ୍ତି ସିନ୍ଧେ ସରକାର !

ମୁମ୍ବାଇ: ନାରୀ ସୁରକ୍ଷା ପାଇଁ ଗଠିତ ହୋଇଥିବା ନିର୍ଭୟା ଫଣ୍ଡର ଅସଦବ୍ୟବହାର ଅଭିଯୋଗ ହୋଇଛି। ନିର୍ଭୟା ପାଣ୍ଠିକୁ ମହାରାଷ୍ଟ୍ରର ଏକନାଥ ସିନ୍ଧେ ସରକାର ନିଜ ବିଭାଗରେ ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି। ଏହି ନିର୍ଭୟା ପାଣ୍ଠିରେ ମହରାଷ୍ଟ୍ରର ବିଧାୟକ ଏବଂ ଏମପିଙ୍କ ସୁରକ୍ଷା ପାଇଁ ମୁମ୍ବାଇ…

ଭାରତର ପରମାଣୁ ଅସ୍ତ୍ର କ୍ଷମତା ୧୯୬୮ରେ ଆମେରିକାକୁ ଚକିତ କରିଥିଲା

ମୁମ୍ବାଇ: ୧୯୬୮ ମସିହାରେ ମୁମ୍ବାଇର ଟ୍ରମ୍ବେଠାରେ ଥିବା କାନାଡ଼ା-ଇଣ୍ଡିଆ ରିଆକ୍ଟର (ସିଆଇଆର୍‌)କୁ କାନାଡ଼ାର ଆଣବିକ ପର୍ଯ୍ୟବେକ୍ଷକମାନେ ପରିଦର୍ଶନ କରିବାକୁ ଆସିଥିଲେ। ସେଠାରେ ସେମାନେ ଜାଣିବାକୁ ପାଇଲେ ଯେ ଭାରତ ପରମାଣୁ ଅସ୍ତ୍ର ନିର୍ମାଣ ଦିଗରେ ଅଗ୍ରସର ହୋଇପାରେ। ଏ ବିଷୟରେ ଖବର…

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ସୈନ୍ୟ ସଂଘର୍ଷ, ଚୀନ ପକ୍ଷର ଅଧିକ ସୈନ୍ୟ ଆହତ

ନୂଆଦିଲ୍ଲୀ : ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା । ଏହି ସଂଘର୍ଷରେ ଉଭୟ ପକ୍ଷର ଯବାନ ଆହତ ହୋଇଥିବା ସୂଚନା ହସ୍ତଗତ ହୋଇଛି । ୨୦୨୦ରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ଏହା ଏଧରଣର ପ୍ରଥମ ସଂଘର୍ଷ । ସେନା ସୁତ୍ରକୁ ଉଦ୍ଧାର କରି କେତେକ ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟ…

୨୦୨୪ରେ ବି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ‌ହେବେ, ତାଙ୍କୁ କେହି ହରାଇପାରିବେ ନାହିଁ: ସୁଶୀଲ ମୋଦୀ

ନୂଆଦିଲ୍ଲୀ: ଭାରତରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଉ ଦୁଇ ବର୍ଷରୁ କମ୍ ସମୟ ବାକି ରହିଛି। ଏହାକୁ ଆଖି ଆଗରେ ରଖି ବିରୋଧୀ ଦଳର ନେତାମାନେ ଏକଜୁଟ ହେବାକୁ ଉଦ୍ୟମ କରୁଛନ୍ତି। ଲୋକସଭା ନିର୍ବାଚନକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ନୀତୀଶ କୁମାର…

ଜୀବନ ହାରିଲେ ଇଞ୍ଜିନିୟରିଂ ଓ ନିଟ୍ ପାଇଁ କୋଟାରେ କୋଚିଂ ନେଉଥିବା ୩ଛାତ୍ର

ଜୟପୁର: ଜୀବନ ହାରିଲେ ଇଞ୍ଜିନିୟରିଂ ଓ ନିଟ୍ ପାଇଁ କୋଚିଂ ନେଉଥିବା ୩ଛାତ୍ର। ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ତିନିଜଣ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରଙ୍କ ମଧ୍ୟରୁ ଦୁଇଜଣ ବିହାରର ଏବଂ ଜଣେ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି। ସେମାନଙ୍କ ବୟସ ୧୮ବର୍ଷରୁ କମ…

‘ସମ୍ବିଧାନର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କର‘ ବୟାନକୁ ନେଇ ବିବାଦ

ନୂଆଦିଲ୍ଲୀ: ସମ୍ବିଧାନର ସୁରକ୍ଷା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଆହ୍ୱାନ ଦେଇ ଅଡ଼ୁଆରେ ଫସିଛନ୍ତି କଂଗ୍ରେସ ନେତା ରାଜା ପଟେରିଆ। ତାଙ୍କର ଏପରି ବିବାଦୀୟ ବୟାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରକାଶ ପାଇଛି। ବିବାଦ ବଢ଼ୁଥିବାରୁ ସେ ଘଟଣାରେ ତାଳି…

ସ୍ୱାମୀର ନିର୍ଯାତନା ସହି ନପାରି ସୋଶାଲ ମିଡିଆରେ ସୁରକ୍ଷା ମାଗିଲେ ମହିଳା ଇନ୍ସପେକ୍ଟର

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ସବ୍‌ଇନପେକ୍ଟର ତାଙ୍କ ସ୍ୱାମୀଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତାଙ୍କ ଓକିଲ ସ୍ୱାମୀ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଡଲି ତେଭାଥିଆ ନାମକ ଜଣେ ଏସଆଇ ଟ୍ୱିଟ୍‌ କରି ଏଭଳି ଅଭିଯୋଗ କରିଛନ୍ତି। ଡଲି ଏବେ ମେଟରନିଟି…

ମିିଳିଲା ଜାମିନ କିନ୍ତୁ ଜେଲ୍‌ରୁ ମୁକୁଳିବେନି ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ମୁମ୍ବାଇ: ୧୦୦ କୋଟି ଟଙ୍କାର ଦୁର୍ନୀତି ଓ ନିଜ କ୍ଷମତାର ଅପବ୍ୟବହାର ମାମଲାରେ ଜେଲ୍‌ରେ ଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ମିଳିଲା ଜାମିନ। ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ବିଚାରପତି ଏମ୍‌. ଏସ୍‌.…