Browsing Category

ଦେଶ

ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଲା ଏନଆଇଏ, ମୁଣ୍ଡପିଛା ୧୦ ଲକ୍ଷ ପୁରସ୍କାର

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀଙ୍କ ଆତଙ୍କ ଯୋଗୁଁ ହନ୍ତସନ୍ତ ହେଉଥିବା କଶ୍ମୀର ଘାଟିକୁ ବର୍ତ୍ତମାନ ଚିରଦିନ ପାଇଁ ମୁକ୍ତି ମିଳିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ତଥା ଏନ୍‌ଆଇଏ ଫିଲ୍ମ ଷ୍ଟାଇଲ୍‌ରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କ…

କିଏ ହେବେ ମୁଖ୍ୟମନ୍ତ୍ରୀ? ହାଇକମାଣ୍ଡ ନେବେ ନିଷ୍ପତ୍ତି

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କାରିବାକୁ ବହୁମତ ପାଇଥିଲେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଛକପଞ୍ଝା ଜାରି ରହିଛି। କଂଗ୍ରେସ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରି ନିର୍ବାଚନ ଲଢ଼ୁଥିଲା। ନିର୍ବାଚନ ଜିତିବା ପରେ ଆଜି ନବ…

ଏମସିଡି ନିର୍ବାଚନ: ଆପ୍‌ରେ ମିଶିଲେ ୨ କଂଗ୍ରେସ କର୍ପୋରେଟର

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସକୁ ପୁଣି ଝଟକା ଲାଗିଛି। ଦଳୀୟ ଟିକେଟରେ ଏମସିଡି ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ଦୁଇ ଜଣ କଂଗ୍ରେସ କର୍ପୋରେଟର ଆଜି ଆପ୍‌ରେ ସାମିଲ ହୋଇଛନ୍ତି। ଫଳରେ ଏମସିଡିରେ କଂଗ୍ରେସର ଆସନ…

ବିବାହ ବିଚ୍ଛେଦ ପାଇଁ ଥିବା ବଡ଼ ନିୟମକୁ ଉଚ୍ଛେଦ କଲେ କୋର୍ଟ

ଥିରୁଅନନ୍ତପୁରମ: ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କ ବିବାହ ବିଚ୍ଛେଦକୁ ନେଇ ବଡ଼ ରାୟ ଦେଇଛନ୍ତି କେରଳ ହାଇକୋର୍ଟ। ବିବାହ ବିଚ୍ଛେଦ ଆଇନ ୧୮୬୯ରେ ଥିବା ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ଆଜି କୋର୍ଟ ଉଚ୍ଛେଦ କରି ଦେଇଛନ୍ତି। ସହମତି ଭିତ୍ତିରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିବା…

ପୁଣି ଜାମିନ ପାଇଲେ ଟିଏମସିର ସାକେତ ଗୋଖଲେ

ନୂଆଦିଲ୍ଲୀ: ମାତ୍ର ୩ ଦିନ ମଧ୍ୟରେ ୨ ଥର ଗିରଫ ହୋଇଥିବା ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କୁ ପୁଣି ଜାମିନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବା ପାଇଁ ଗୋଖଲେ ନକଲି ଦସ୍ତାବିଜର ବ୍ୟବହାର କରି ଟ୍ୱିଟ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଗୁଜରାଟ ପୁଲିସ ତାଙ୍କ ୩…

ରାଜ୍ୟସଭାରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ୍‌

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜୀମ ମଧ୍ୟରେ ଆଜି ରାଜ୍ୟସଭାରେ ଆଗତ ହୋଇଛି ୟୁନିଫର୍ମ ସିଭିଲ କୋଡ (ୟୁସିସି) ବିଲ ବା ଏକକ ନାଗରିକ ସଂହିତା ବିଲ୍‌। ବିଜେପିର ରାଜସ୍ଥାନ ସାଂସଦ କିରୋଡି ଲାଲ ମୀନା ପ୍ରାଇଭେଟ ମେମ୍ବର ବିଲ୍‌ ମାଧ୍ୟମରେ ଏହାକୁ ଗୃହରେ ଉପସ୍ଥାପନ କରିଛନ୍ତି। ଏହାର…

ମାଡି ଆସୁଛି ମାଣ୍ଡୋସ୍‌: ପୁଡୁଚେରୀ ଓ ଶ୍ରୀହରିକୋଟା ମଝିରେ କରିବ ଲାଣ୍ଡଫଲ୍‌

ମାଡି ଆସୁଛି ମାଣ୍ଡୋସ୍‌ । ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା । ଭୀଷଣ ବାତ୍ୟା ଆଜି ଦୁର୍ବଳ ହୋଇ ସକାଳ ସାଢ଼େ ୮ଟାରେ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି । ଏବେ ମାଣ୍ଡୋସ୍‌ ପୁଡୁଚେରୀ କରାଇକାଲରୁ ୧୮୦ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଓ ଚେନ୍ନାଇରୁ ୨୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ…

କଲେଜିୟମ ମିଟିଂର ତଥ୍ୟ ଦିଅ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୮ ମସିହା ଡିସେମ୍ବର ୧୨ରେ ବସିଥିବା କଲେଜିୟମ ମିଟିଂର ବିସ୍ତୃତ ତଥ୍ୟ ଦେବାକୁ କରାଯାଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ଆରଟିଆଇ ଜରିଆରେ ବୈଠକ ସମ୍ପର୍କରେ ତଥ୍ୟ ମାଗିଥିଲେ। ବୈଠକରେ କ’ଣ ସବୁ ହୋଇଥିଲା ଓ କେଉଁ ଆଧାରରେ ବିଚାରପତି…

ଅଫତାବ୍‌ଙ୍କୁ ଫାଶି ଦିଆଯାଉ: ଶ୍ରଦ୍ଧାଙ୍କ ବାପା

ନୂଆଦିଲ୍ଲୀ: ମୋ ଝିଅର ହତ୍ୟକାରୀଙ୍କୁ ଫାଶି ଦିଆଯାଉ। ମୋ ଝିଅକୁ ଯେମିତି ଅଭିଯୁକ୍ତ ଅଫତାବ୍‌ ହତ୍ୟା କରିଛି ତାଙ୍କୁ ସେମିତି ଦଣ୍ଡ ଦିଆଯାଉ। ଏକ ନିର୍ମମ ହତ୍ୟାକାଣ୍ଡରେ ଶିକାର ହୋଇଥିବା ଶ୍ରଦ୍ଧା ୱାକରଙ୍କ ବାପା ଆଜି ଏହା କହିଛନ୍ତି। ରାଜଧାନୀ ଦିଲ୍ଲୀରେ ହତ୍ୟାକାଣ୍ଡରେ ପ୍ରାଣ…

ବୁର୍ଖା ପିନ୍ଧି ନାଚିବାରୁ ୪ କଲେଜ ଛାତ୍ର ନିଲମ୍ବିତ

ବେଙ୍ଗାଲୁରୁ: ମହଙ୍ଗା ପଡ଼ିଲା କଲେରେ ବୁର୍ଖା ପିନ୍ଧି ନାଚିବା। ବୁର୍ଖା ପିନ୍ଧି ମଞ୍ଚରେ ନାଚିବାରୁ କର୍ଣ୍ଣାଟକର ଏକ ଇଞ୍ଜିନିୟରିଂ କଲେଜରେ ୪ ଜଣଙ୍କୁ ନିଲମ୍ବନ କରାଯାଇଛି। କଲେଜର ଏକ କାର୍ଯ୍ୟକ୍ରମରେ ଏମାନେ ବୁର୍ଖା ପିନ୍ଧି ନାଚିଥିଲେ। ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା।…