Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବଙ୍ଗୋପସାଗର ମଧ୍ୟରେ ୫.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ
ନୂଆଦିଲ୍ଲୀ: ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ବଙ୍ଗୋପସାଗର ମଧ୍ୟରେ ୫.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି।
ଭୂମିକମ୍ପର ଦୂରତ୍ବ ଓ ଦିଗ ବିଷୟରେ ସୂଚନା ଦେଇ ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍!-->!-->!-->…
ଗୁଜରାଟ ନିର୍ବାଚନ: ମୁସଲମାନ ମହିଳାଙ୍କୁ ଟିକେଟ୍ ଦେବା ଇସଲାମ ବିରୋଧୀ ବୋଲି କହିଲେ ଶାହି ଇମାମ
ଅହମଦାବାଦ: ଆସନ୍ତାକାଲି ହେବ ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ କାଲି ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଦେଇ ସରକାର ବାଛିବେ ଜନତା। ହେଲେ ଦ୍ୱିତୀୟ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ଅହମଦାବାଦ ଜାମା ମସଜିଦର ଶାହି ଇମାମ!-->…
ଜନଆନ୍ଦୋଳନ ପରେ ଇରାନ ସରକାରଙ୍କ ବୁଦ୍ଧି ଉଦୟ : ଉଠିଲା ଧାର୍ମିକ ପୁଲିସ ବ୍ୟବସ୍ଥା
ତେହେରାନ : ଆନ୍ଦୋଳନର ପ୍ରାୟ ଅଢେଇ ମାସ ପରେ ଇରାନ ସରକାରଙ୍କ ବୁଦ୍ଧି ଉଦୟ ହୋଇଛି । ଇରାନରେ ଧାର୍ମିକ ବ୍ୟାପାର ପୁଲିସ (ମୋରାଲିଟି ପୁଲିସ) ବ୍ୟବସ୍ଥାକୁ ଉଠାଇ ଦେଇଛନ୍ତି ସେଠାକାର ସରକାର । ଏହି ଧାର୍ମିକ ପୁଲିସ ମାଡ଼ରେ ହିଁ ମାସା ଅମିନି ନାମକ ୨୨ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।
!-->!-->…
ଆସୁ ଆସୁ ଭାରତକୁ ଯୁଦ୍ଧ ଧମକ ଦେଲେ ପାକିସ୍ତାନର ନୂଆ ସେନାଧ୍ୟକ୍ଷ
ଇସ୍ଲାମାବାଦ : ପାକିସ୍ତାନର ନୂଆ ସେନାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବାର ଅଳ୍ପ କିଛି ଦିନ ପରେ ହିଁ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି ଅସୀମ ମୁନୀର । ସେ କହିଛନ୍ତି ଯେ ଭାରତ ଯଦି ଆକ୍ରମଣ କରେ, ତେବେ ପାକିସ୍ତାନ କେବଳ ନିଜକୁ ରକ୍ଷା କରିବ ତାହା ନୁହେଁ, ବରଂ ଯୁଦ୍ଧକୁ ଭାରତ ଉପରକୁ!-->…
ଭୋଟ ଦେବା ପାଇଁ ଗୁଜରାଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ନେଲେ ମା’ଙ୍କ ଆଶୀର୍ବାଦ
ଅହମଦାବାଦ: ଆସନ୍ତାକାଲି ହେବ ଗୁଜରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମତଦାନ ପୂର୍ବରୁ ଆଜି ଗୁଜରାଟରେ ପହଞ୍ଚି ମା’ ହୀରାବେନଙ୍କ ଆଶୀର୍ବାଦ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମତଦାନ ପାଇଁ ସମସ୍ତ ପ୍ରଚାର କାମ ଶେଷ!-->…
ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ଧମକ, ତୁରନ୍ତ ଭାରତ ଛାଡ଼
ନୂଆଦିଲ୍ଲୀ: ଥମୁନି ଫିଲ୍ମ କଶ୍ମୀର ଫାଇଲ୍ସକୁ ନେଇ ବିବାଦ। ଏହାକୁ ନେଇ ଏବେ ଭାରତରେ ଥିବା ଇସ୍ରାଏଲ୍ ରାଷ୍ଟ୍ରଦୂତ ନାଓର୍ ଗିଲୋନଙ୍କୁ ଧମକ ମିଳିଛି। ତୁରନ୍ତ ଭାରତ ଛାଡିବାକୁ ତାଙ୍କୁ ଧମକ ଦିଆଯାଇଛି।
ପ୍ରକୃତରେ ଇସ୍ରାଏଲ୍ ରାଷ୍ଟ୍ରଦୂୂତ ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଇସ୍ରାଏଲ୍!-->!-->!-->…
ହିନ୍ଦୁମାନଙ୍କ ବିବାହ ଉପରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଲେ
ହୋଜାଇ(ଆସାମ): ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍’ର (ଏଆଇୟୁଡିଏଫ୍) ସଭାପତି ବଦରୁଦିନ୍ ଅଜ୍ମଲ୍ ଶେଷରେ କ୍ଷମା ମାଗିଛନ୍ତି। ତାଙ୍କ ମନ୍ତବ୍ୟରେ ସେ ନିଜେ ଲଜ୍ଜିତ ବୋଲି କହି କ୍ଷମାଭିକ୍ଷା କରିଛନ୍ତି।!-->…
ଭୋଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ’ର ୨୫୦ ୱାର୍ଡରେ ମତଦାନ ଆରମ୍ଭ ହୋଇଛି। ଆଜିର ଏହି ମତଦାନରେ ପ୍ରାୟ ୧.୪୬ ଯୋଗ୍ୟ ବିବେଚିତ ଭୋଟର୍ ଭୋଟ୍ ଦେବେ। ଏଥର ଏହି ନିର୍ବାଚନ ପାଇଁ ୬୮ଟି ଆଦର୍ଶ ବୁଥ୍ ଓ ୬୮ଟି ‘ପିଙ୍କ୍ ବୁଥ୍’ ନିର୍ମାଣ କରାଯାଇଛି। ସଚ୍ଚୋଟ ଓ କାମ କରିବା ଭଳି!-->…
ଦିଲ୍ଲୀର ସୁବାଷ ମହଲା ୱାର୍ଡରେ ୪୫୦ ଭୋଟରଙ୍କ ନାମ ଗାଏବ: ବିଜେପି ନେତା
ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଭଳି ବିଜେପି ସାଂସଦ ମନୋଜ ତିୱାରୀ ସମାନ ଅଭିଯୋଗ ଆଣିଛନ୍ତି। ରାଜଧାନୀ ଦିଲ୍ଲୀରେ ଚାଲିଥିବା ଏମସିଡି ନିର୍ବାଚନରେ ହୋଇଛି ଅନିୟମିତତା। ଭୋଟର ତାଲିକାରେ ଅନେକଙ୍କ ନାମ ଗାଏବ ହୋଇଯାଇଥିବା ଅଭିଯୋଗ ଆଣି ପରସ୍ପରକୁ ଦୋଷାରପ କରିଛନ୍ତି।!-->…
ଡିମ୍ପଲଙ୍କ ପାଇଁ ପ୍ରଚାର କଲେ ମୁଲାୟମ ସିଂହ ଯାଦବଙ୍କର ସ୍କୁଲ ଶିକ୍ଷକ
ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ଏସପି)ର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କର ସ୍କୁଲ ଶିକ୍ଷକ ଉଦୟ ପ୍ରତାପ ସିଂ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ମୁଲାୟମ ସିଂହ ବୋହୂ ତଥା ଏସପି ପ୍ରାର୍ଥୀ ଡିମ୍ପଲ ଯାଦବଙ୍କୁ ସମର୍ଥନ କରି!-->…