Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭୁଶୁଡିଲା ଚୂନ ଖାଦାନ, ୭ ଜଣ ଶ୍ରମିକଙ୍କର ମୃତ୍ୟୁ
ଜଗଦଲପୁର: ଛତିଶଗଡ଼ର ଜଗଦଲପୁରରେ ଆଜି ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି | ଛତିଶଗଡର ଜଗଦଲପୁରରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ଆଜି ଏକ ଚୂନ ପଥର ଖାଦାନ ଭୁଶୁଡ଼ିଯାଇଛି | ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମୃତକଙ୍କ ମଧ୍ୟରେ ୦୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି!-->…
ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗରେ ଫଲଗୁ ସାହିତ୍ୟ ସଂସଦର ଶୋକ
ବ୍ରହ୍ମପୁର : ଓଡ଼ିଆ ଭାଷା ସାହିତ୍ୟ ଜଗତର ସମୃଦ୍ଧ ଉଚ୍ଚାରଣ ଯଶସ୍ବୀ ସାରସ୍ୱତ ସ୍ରଷ୍ଟା, ଗବେଷକ, ଶିକ୍ଷାବିତ, ସଂସ୍କୃତ ଓ ସଂସ୍କୃତି ପ୍ରେମୀ, ଆଲୋଚକ, ଅତିବଡି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ସାହିତ୍ୟିକ ତଥା ଫଲଗୁ ସାହିତ୍ୟ ସଂସଦର ଉପଦେଷ୍ଟା ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗ!-->…
ରାହୁଲ୍ ଗାନ୍ଧୀଙ୍କ ସହିତ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗଦେଲେ ସ୍ବରା ଭାସ୍କର
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଦରେ ପାଦ ମିଶାଇ ଚାଲିଲେ ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର। ୮୩ ଦିନରେ ପହଞ୍ଚିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସ୍ୱରା। ଆଜି ଉଜ୍ଜୟିନୀରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱଧୀନ ଭାରତ ଯୋଡୋ ଯାତ୍ରାରେ ସ୍ୱରା!-->…
ବିଜୟଙ୍କୁ ୯ ଘଣ୍ଟା ପଚରାଉଚରା କଲା ଇଡି, ଫିଲ୍ମ ‘ଲାଇଗର’ରେ ଲାଗିଛି ବିଦେଶୀ ଫଣ୍ଡିଂ !
ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ମନି ଲଣ୍ଡରିଂ ମାମଲାରେ ୯ ଘଣ୍ଟା ଜେରା କରିଛି ଇଡି । ଅଭିନେତାଙ୍କୁ FEMA ର ନିୟମ ଭାଙ୍ଗିବା ଅଭିଯୋଗରେ ଇଡି ପଚରାଉଚରା କରୁଛି । ଫିଲ୍ମ ଲାଇଗରକୁ ନେଇ ଇଡି ତାଙ୍କୁ ପଚରାଉଚରା କରୁଛି । ଇଡି ୯ ଘଣ୍ଟା ବିଜୟଙ୍କୁ ପଚରଉଚରା କରିଥିଲା। ତେବେ ଇଡି!-->…
ଆଜିଠୁ Digital Rupeeରେ କରାଯାଇ ପାରିବ ନେଣଦେଣ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୨୦୨୨ ଡିସେମ୍ବର ୧ରୁ ରିଟେଲ୍ ଡିଜିଟାଲ୍ ମୁଦ୍ରାର ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଲଞ୍ଚ କରିବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଏହି ଡିଜିଟାଲ ମୁଦ୍ରାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ୍ କରେନ୍ସି(ସିବିଡିସି) ନାମ ଦେଇଛି। କରେନ୍ସିକୁ!-->…
World AIDS Day: ଦେଶରେ ପ୍ରତିଦିନ ଏଡ୍ସରେ ଯାଉଛି ୧୨୫ ଜଣଙ୍କ ଜୀବନ
ନୂଆଦିଲ୍ଲୀ: ବର୍ଷର ଶେଷ ମାସର ଆଜି ହେଉଛି ପ୍ରଥମ ଦିନ। ଅର୍ଥାତ ଡିସେମ୍ବର ୧ ତାରିଖ, ଯାହାକୁ ସମଗ୍ର ଦୁନିଆରେ ବିଶ୍ଵ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସର ଉଦ୍ଦେଶ୍ୟ ଲୋକଙ୍କୁ କେମିତି ଏହି ରୋଗ ପ୍ରତି ସଚେତନ କରାଯାଇ ପାରିବ।
ଏଡ୍ସର କାରଣ ଏଚଆଇଭି କିମ୍ବା!-->!-->!-->…
ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ମତଦାନ ଆରମ୍ଭ, ୮୯ଟି ଆସନରେ ଚାଲିବ ଭୋଟିଂ
ଗାନ୍ଧିନଗର: ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମତଦାନ ଆରମ୍ଭ । ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ସଂନ୍ଧ୍ୟା ୫ଟା ଯାଏଁ ନିଜର ମତାଧିକାର ସାବ୍ୟସ୍ତ କରିବେ ଭୋଟର । ପ୍ରଥମ ପର୍ଯ୍ୟାୟରେ ମୋଟରେ ୮୯ଟି ବିଧାନସଭା ଆସନରେ ଭୋଟିଂ ହେଉଛି ।
ଗୁଜରାଟର ୧୯ଟି!-->!-->!-->…
୯୬ ବର୍ଷ ବୟସରେ ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନଙ୍କ ଦେହାନ୍ତ
ବେଜିଂ: ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି। ଜୋମିନ କ୍ଲୁକେନିଆ ରୋଗରେ ପୀଡିତ ଥିଲେ। ଏହି କାରଣରୁ ତାଙ୍କ ଶରୀର ଅଙ୍ଗ ଅକାମୀ ହୋଇ ଯାଇଥିଲା। ଦୀର୍ଘ ଦିନର ଚିକିତ୍ସାପରେ ବୁଧବାର ତାଙ୍କର ଦେହାନ୍ତ ଘଟିଛି।
ଜିୟାଙ୍ଗ ଜୋମିନଙ୍କୁ ୧୯୮୯ରେ!-->!-->!-->…
ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ନିଜ ପସନ୍ଦର ବିବାହ କରିପାରିବେ ୧୫ ବର୍ଷ ବୟସ୍କ ମୁସଲିମ୍ ଝିଅ
ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ । ଏଥିରେ ପରିବାର ଲୋକ ତାଙ୍କୁ ଅବରୋଧ କରିପାରବେ ନାହିଁ । ଉଚ୍ଚ ଅଦାଲତରେ ଦାୟର ହୋଇଥିବା ମାମଲାରେ ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ଏହି ରାୟ!-->…
ଏମ୍ସ ସର୍ଭର ହ୍ୟାକିଂ ପରେ ପୁଣି ବଡ ସାଇବର ଆଟାକ୍, ଏବେ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭର ଉପରେ ସାଇବର ଆଟାକ୍ ପରେ ଏବେ କେନ୍ଦ୍ର ସରକାରଙ୍କ ଏକ ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଛି। ହ୍ୟାକର୍ସ ଗୁରୁବାର ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ କରିଛନ୍ତି। ସୁରକ୍ଷା ଏଜେନ୍ସି ଏବଂ ସାଇବର!-->…