Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିନା ନିମନ୍ତ୍ରଣରେ ଆସି ବାହାଘରରେ ନାଚିବା ଯାହା, ଗୁଜୁରାଟରେ ଆପ ତାହା କରୁଛି: ଫଡନାଭିସ
ମୁମ୍ବାଇ: ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଥିବାବେଳେ ଗୁଜୁରାଟରେ ଆପ ଲଗାତାର ଏହାର ବିଜୟ ଦାବି କରୁଛି | ଏଥିପାଇଁ ଏବେ ଆପ ରାଜ୍ୟରେ ନିର୍ବାଚନ ବୈଠକ ଜୋରଦାର କରୁଛି | ନିଜର ବିଜୟ ଦାବି କରି ଆପ!-->…
ନିର୍ବାଚନ ହାରିଥିଲେ, କିନ୍ତୁ ୨ କୋଟି ଟଙ୍କା ଓ ଗୋଟିଏ ବଡ଼ ଗାଡ଼ି ଦେଲେ ଗାଁ ଲୋକ
ରୋହତକ: ସାମ୍ନାକୁ ଆସିଛି ଭାଇଚାରାର ଜ୍ୱଳନ୍ତ ଉଦାହରଣ। ରାଜନୀତିରେ ବିରୋଧାଭାଷ ରହିଥିଲେ ମଧ୍ୟ ବ୍ୟକ୍ତିଗତ ସମ୍ପର୍କ ସବୁବେଳେ ଭଲ ରହିବା ଦରକାର। ଏକଥାକୁ ଅକ୍ଷରେଅକ୍ଷରେ ପାଳନ କରିଛନ୍ତି ହରିଆଣାର ରୋହତଗ ଅନ୍ତର୍ଗତ ଛିଦି ଗାଁର ଲୋକମାନେ।ଗତ ପଞ୍ଚାୟତ ନିର୍ବାଚରେ ମାତ୍ର ୬୬ ଖଣ୍ଡ ଭୋଟରା!-->…
ମାଲିସ ଭିଡିଓ ଲିକ୍ ଘଟଣା: ଇଡିକୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ କୋର୍ଟ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ ଭିତରେ ମାଲିସ କରାଯାଉଥିବା ଭିଡିଓ ଘଟଣାକୁ ନେଇ ରାଜନୀତିକ ଜୋର ଧରିଛି। ବିଜେପି ଓ ଆପ୍ ଏହି ଘଟଣାକୁ ନେଇ ମୁହାଁମୁହିଁ ହେଉଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସ୍ୱତନ୍ତ୍ର କୋର୍ଟ।ଜେଲ ଭିତରର!-->…
ପାକିସ୍ତାନ ସପକ୍ଷରେ ନାରା ଦେଇ ୩ ଶିକ୍ଷାର୍ଥୀ ଗିରଫ
ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଙ୍ଗାଲୁରୁରେ ଥିବା ନ୍ୟୁ ହୋରିଜୋନ କଲେଜ ଅଫ ଇଞ୍ଜିନିୟରିଂର ୩ ଜଣ ଶିକ୍ଷାର୍ଥୀ ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଗିରଫ ହୋଇଛନ୍ତି। ସେମାନେ ପାକିସ୍ତାନ ସପକ୍ଷରେ ନାରା ଦେବାର ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କୁ ଗିରଫ କରାଯାଇଥିଲା।ଏହି ଘଟଣା ପରେ ୩!-->…
ଲୌହମାନବୀଙ୍କୁ ଜନ୍ମଦିନରେ ମନେ ପକାଇଲେ ମୋଦି
ନୂଆଦିଲ୍ଲୀ: ସାରାଦେଶ ଆଜି ଭାରତର ପୂର୍ବତନ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ୧୦୫ତମ ଜୟନ୍ତୀ ପାଳନ କରୁଛି। ନେତା ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଦେଶର ଏହି ମହିୟସୀ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଦେଶର ଲୌହ!-->…
ଅଫତାବ୍ ବ୍ୟବହାର କରିଥିବା ମାରଣାସ୍ତ୍ର ପାଇଲା ପୁଲିସ
ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲାର ତଦନ୍ତ କରୁଥିବା ପୁଲିସ ହାତରେ ଲାଗିଲା ମାରଣାସ୍ତ୍ର। ଅଭିଯୁକ୍ତ ଅଫତାବ୍ ଅମିନ ପୁନାୱାଲାର ଫ୍ଲାଟରୁ ଏହି ମାରଣାସ୍ତ୍ରକୁ ପୋଲିସ ଜବତ କରିଛି । ଆଶଙ୍କା କରାଯାଉଛି, ଏହି ଧାରୁଆ ଅସ୍ତ୍ରରେ ହିଁ ଅଫତାବ୍ ପ୍ରେମିକା!-->…
ସବରକରଙ୍କୁ ନେଇ ଏମଭିଏରେ ଫାଟ !
ମୁମ୍ବାଇ: ହିନ୍ଦୁବାଦୀ ନେତା ବିନାୟକ ସବରକରଙ୍କୁ ନେଇ ମହାରାଷ୍ଟ୍ରରେ କଂଗ୍ରେସ-ଶିବସେନା(ଉଦ୍ଧବ ଗୋଷ୍ଠୀ) ଓ ଏନସିପିକୁ ନେଇ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ସବରକର ଇଂରେଜମାନଙ୍କୁ କ୍ଷମା ମାଗି ଜେଲରୁ ମୁକ୍ତ ହୋଇଥିବା କଂଗ୍ରେସ ସାଂସଦ ରାହୁଲ!-->…
ନୂଆ ପଲିସି ଆଣିଲା ଟ୍ୱିଟର୍
ନୂଆଦିଲ୍ଳୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ୱିଟର୍କୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ ନଷ୍ପତ୍ତି ନେଉଛନ୍ତି। ଏବେ ଟ୍ୱିଟର୍ ନୂଆ ପଲିସି ଘୋଷଣା କରିଛନ୍ତି ଏଲନ ମସ୍କ। ଟ୍ୱିଟର୍ର ମାଲିକାନା ନେବା ପରେ ଏହାକୁ ନୂଆ ରୂପ ଦେବାକୁ ସେ ପ୍ରୟାସ କରୁଛନ୍ତି।ନିଜେ ଏଲନ୍ ମସ୍କ!-->…
ଶ୍ରଦ୍ଧାଙ୍କୁ ନିୟମିତ ପିଟୁଥିଲା ଅଫତାବ, ୩ ଦିନ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା
ମୁମ୍ବାଇ: ଲିଭ ଇନ ପାର୍ଟନର ଅଫତାବ ପୁନାୱାଲା ଦ୍ୱାରା ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧା ୱାଲକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ତଦନ୍ତ ଯେମିତି ଆଗକୁ ଯାଉଛି, ସେତିକି ରୋଚକ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚୁଛି।
ତଦନ୍ତରୁ ଜଣାପଡ଼ିଛି!-->!-->!-->…
ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇଶ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ
ନୂଆଦିଲ୍ଲୀ: ଇଶ୍ରୋର ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ। ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ର ସଫଳତାର ସହ ଉତକ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ ହୋଇଛି। ହାଇଦ୍ରାବାଦ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍!-->…