Browsing Category

ଦେଶ

ପ୍ରକାଶ ପାଇଲା UPSC ୨୦୨୨ ରେଜଲ୍ଟ: ରୁବିନ୍‌ ସିଂ ଏନ୍‌ଡିଏ ଟପ୍ପର, ଦେଖନ୍ତୁ ଶ୍ରେଷ୍ଠ ୧୦ ତାଲିକା

ସଂଘ ଲୋକ ସେବା ଆୟୋଗ (UPSC) ୟୁପିଏସ୍‌ସି ଏନ୍‌ଡିଏ, ଏନ୍‌ଏ ଫାଇନାଲ ପରୀକ୍ଷା ଫଳ ୨୦୨୨ ଜାରି କରିଛି। ୟୁପିଏସ୍‌ସି ଏନ୍‌ଡିଏ ପରୀକ୍ଷାରେ ସାମିଲ ହୋଇଥିବା ଆଶାୟୀମାନେ ଆୟୋଗର ଅଫିସିଆଲ େଓ୍ଵବ୍‌ସାଇଟ upsc.gov.in ରେ ଭିଜିଟ୍‌ କରି ମେରିଟ୍‌ ତାଲିକା ଚେକ୍‌ କରି ପାରିବେ। ଜାରି ହୋଇଥିବା…

ପାକିସ୍ତାନ ହନି ଟ୍ରାଫ୍‌ରେ ଫସି ସମସ୍ତ ସୂଚନା ଦେଉଥିଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଡ୍ରାଇଭର: ଗିରଫ କଲା…

ନୂଆଦିଲ୍ଲୀ: ପାକିସ୍ତାନ ହନି ଟ୍ରାଫ୍‌ରେ ଫସିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଡ୍ରାଇଭର। ଜାସୁସୀ କରିବା ଅଭିଯୋଗରେ ନୂଆଦିଲ୍ଲୀର ଜବାହାର ଲାଲ ନେହରୁ ଭବନରୁ ତାଙ୍କୁ ଗିରଫ କରାଯାଇଛି। ଗିରଫ ଡ୍ରାଇଭର ଜଣଙ୍କ ଟଙ୍କା ବଦଳରେ ପାକିସ୍ତାନ ଲୋକ ସୂଚନା ଅଧିକାରୀ(ପିଆଇଓ)ଙ୍କୁ…

ଇନଷ୍ଟାଗ୍ରାମରେ ଆତ୍ମ ପ୍ରଚାର IAS ଅଧିକାରୀଙ୍କୁ ପଡ଼ିଲା ମହଙ୍ଗା, ଗୁଜରାଟ ନିର୍ବାଚନ ଦାୟିତ୍ୱରୁ ହଟାଇଲେ ଆୟୋଗ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଜୋର ଲଗାଇଛନ୍ତି । ଅନ୍ୟପଟେ ନିର୍ବାଚନ ଆୟୋଗ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ଭିତରେ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଆଇଏଏସ ଅଧିକାରୀଙ୍କୁ ସୋସିଆଲ ମିଡିଆରେ ଆତ୍ମ-ପ୍ରଚାର କରିବା ଭାରି ପଡିଛି ।…

‘ଭାରତ ଯୋଡ଼’ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେଲେ ମହାତ୍ମା ଗାନ୍ଧିଙ୍କ ଅଣନାତି ତୁଷାର ଗାନ୍ଧି

ଅକୋଲା ୧୮।୧୧: ମହାରାଷ୍ଟ୍ରରେ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ମହାରାଷ୍ଟ୍ରରେ ଯାତ୍ରାର ଦ୍ୱାଦଶ ଦିନ ଶୁକ୍ରବାର ସକାଳେ ଅକୋଲା ଜିଲ୍ଲା ବାଲାପୁରରୁ ଆରମ୍ଭ ହୋଇଛି। ବୁଲଢଣା ଜିଲ୍ଲାର ଶେଗାଁବକୁ ବାହାରିଥିବା ଯାତ୍ରାରେ ରାହୁଲ ଗାନ୍ଧି…

ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧିଙ୍କୁ ହତ୍ୟା ଧମକ, ଇନ୍ଦୋରରୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇନ୍ଦୋର: ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଧମକ୍ । ବ୍ଲାଷ୍ଟ୍ କରି ରାହୁଲ ଗାନ୍ଧିଙ୍କୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଚିଠି । ମଧ୍ୟ ପ୍ରଦେଶର ଇନ୍ଦୋରରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ପୂର୍ବରୁ ଏହି ଚିଠି ଆସିଛି । ଜୂନି ଇନ୍ଦୋର ଥାନା ଅଞ୍ଚଳରେ ଏକ ମିଠା ଦୋକାନରୁ ଚିଠି ମିଳିଛି । ଏଥିରେ…

‘ନୋ ମନି ଫର୍ ଟେରର୍’; ଆତଙ୍କବାଦକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ନୋ ମନି ଫର୍ ଟେରର୍’ ସମ୍ମିଳନୀରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଁ ନେଇ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଦେଶମାନଙ୍କୁ ଟାର୍ଗେଟ୍ କରିଛନ୍ତି । ଆତଙ୍କୀଙ୍କୁ କିଛି ଦେଶ ଫଣ୍ଡିଂ କରୁଛନ୍ତି । ବିଭିନ୍ନ ରାସ୍ତା ଦେଇ ଆତଙ୍କୀ ପାଖରେ ସହାୟତା…

୧୦ ବର୍ଷ ହୋଇଥିଲେ ଅପଡେଟ୍ କରନ୍ତୁ ଆଧାର

ନୂଆଦିଲ୍ଲୀ: ବିଗତ ୧୦ ବର୍ଷ ମଧ୍ୟରେ ଆଧାର ନାଗରିକଙ୍କ ପ୍ରାଥମିକ ପରିଚୟ ପ୍ରମାଣ ଭାବରେ ଉଭା ହୋଇଛି । ବିଭିନ୍ନ ସରକାରୀ ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ଆଧାର ନମ୍ବର ବ୍ୟବହାର କରାଯାଉଛି । ଏହି ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ସାଧାରଣ ଜନତାଙ୍କୁ ଆଧାର ତଥ୍ୟକୁ…

ରାଜୀବ ହତ୍ୟାକାରୀଙ୍କ ମୁକ୍ତି ବିରୋଧରେ ପୁନର୍ବିଚାର ମାମଲା ଦାୟର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ରାଜୀବ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୬ ଜଣ ଦୋଷୀଙ୍କ ମୁକ୍ତି ରାୟର ପୂନର୍ବିଚାର ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଛନ୍ତି । ନିଜର ପିଟିସନରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ସେମାନଙ୍କ ମୁକ୍ତି ସଂପର୍କିତ ରାୟ ଆଇନର ପରିପନ୍ଥୀ । ଏହି ରାୟ…

୧୦,୦୦୦ କର୍ମଚାରୀଙ୍କୁ ଛଟେଇ ପ୍ରସଙ୍ଗରେ ସ୍ପଷ୍ଟ କଲା ଆମାଜନ୍

ନୂଆଦିଲ୍ଲୀ: ଆର୍ଥିକ ଓ ବ୍ୟବସାୟିକ ମାନ୍ଦାବସ୍ଥାର ଭୟଙ୍କର ପ୍ରଭାବ। କର୍ମଚାରୀଙ୍କୁ ବିଦା କରିବ ଆମାଜନ୍‌। ଏନେଇ କମ୍ପାନୀ ସ୍ପଷ୍ଟ କରିଛି। ପ୍ରାୟ ୧୦,୦୦୦ କର୍ମଚାରୀଙ୍କକୁ କମ୍ପାନୀ ଛଟେଇ କରିବ। କମ୍ପାନୀ ବ୍ୟବସାୟିକ ଘାଟା ସହୁଥିବାରୁ ଖର୍ଚ୍ଚ କାଟ ପାଇଁ ଏଭଳି ନିଷ୍ପତ୍ତି ନେଇଛି। ଚଳିତ…

ସବରକର ବିରୋଧୀ ମନ୍ତବ୍ୟ: ଠାକରେ କହିଲେ ଆମେ ରାହୁଲ ଗାନ୍ଧିଙ୍କ ସହ ଏକମତ ନୁହଁ

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ଭିଡି ସବରକରଙ୍କ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବୟାନ ନେଇ ବିବାଦ ତେଜିବାରେ ଲାଗିଛି।ମହାରାଷ୍ଟ୍ରରେ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧିଙ୍କ ବୟାନ ନିଜ ପାର୍ଟନର ଦଳ ଶିବସେନାକୁ ଅଡ଼ୁଆ ସୃଷ୍ଟି କରିଛି। ଏ ସମ୍ପର୍କରେ…