Browsing Category

ଦେଶ

ଏନଆଇଏ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି : ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏନଆଇଏ ହିଁ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।ମୋମିନପୁର ସାମ୍ପ୍ରଦାୟିକ ହିଂସା ଘଟଣାର ଏନଆଇଏ ତଦନ୍ତ ନିର୍ଦ୍ଦେଶ…

କଶ୍ମୀର : ଜାଲ୍ ଏନଜିଓ ନାଁରେ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଉଥିଲେ

ଶ୍ରୀନଗର : ସେନା ଓ ପୁଲିସର ମିଳିତ ଅପରେସନ ଫଳରେ ଜମ୍ମୁ ଓ କଶ୍ମୀରର କୁପଓ୍ବାଡ଼ାରୁ ଏକ ଆତଙ୍କବାଦୀ ନିଯୁକ୍ତି ସଂସ୍ଥାକୁ ଠାବ କରାଯାଇଛି । ସେମାନେ ଏକ ଏନଜିଓ ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଉଥିଲେ ଓ ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନ ପାଇଁ ଚୟନ କରୁଥିଲେ…

ଆଜମ ଖାନଙ୍କୁ ଉତ୍ତରପ୍ରଦେଶ ବିଧାନସଭାରୁ ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ଅଦାଲତରେ କାଏମ

ଲକ୍ଷ୍ନୌ: ଏକ ‘ଘୃଣ୍ୟ ଭାଷଣ’ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମାଜବାଦୀ ପାର୍ଟି (ସପା)ର ବରିଷ୍ଠ ନେତା ଆଜମ ଖାନଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ଗୁରୁବାର ଦିନ ରାମପୁର ସେସନ୍ସ ଅଦାଲତ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଘୃଣ୍ୟ ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ…

ଦିଲ୍ଲୀ ପ୍ରଦୂଷଣ: ପ୍ରଧାନ ବିଚାରପତି କହିଲେ ସବୁ କଥାରେ କୋର୍ଟ ମୁଣ୍ଡ ଖେଳାଇ ପାରିବନି

ନୂଆଦିଲ୍ଲୀ: ପଡ଼ୋଶୀ ରାଜ୍ୟରେ କ୍ଷେତରେ ନଡ଼ା ପୋଡ଼ି କାରଣରୁ ଦିଲ୍ଲୀରେ ସୃଷ୍ଟି ହେଉଥିବା ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରୁଚୂଡ଼ କହିଛନ୍ତି ଯେ, ଆମେ କଣ ସବୁ କିଛି ବ୍ୟାନ କରିବାକୁ କହିପାରିବୁ। ଆପଣ…

ମାଳଦ୍ୱୀପ ଲଜ୍‌ରେ ଲାଗିଲା ନିଆଁ, ୯ ଭାରତୀୟଙ୍କ ସମେତ ୧୦ ମୃତ

ମାଲେ: ମାଳଦ୍ୱୀପର ରାଜଧାନୀ ମାଲେରେ ବିଦେଶୀ ଶ୍ରମିକଙ୍କ ପାଇଁ ଥିବା ଗୋଟିଏ ଲଜ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଜଣ ଭାରତୀୟଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଲଜିଂର ଉପର ମହଲା ଅଗ୍ନିକାଣ୍ଡ ଯୋଗୁ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।ଗ୍ରାଉଣ୍ଡ ଫ୍ଲୋରେ ଥିବା ଗ୍ୟାରେଜରୁ…

କୋପ୍୨୭: ଭାରତ ସାହାଯ୍ୟରେ ବଞ୍ଚିବ ଲକ୍ଷ ଲକ୍ଷ ଜୀବନ

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତି ହ୍ରାସ କରିବା ପାଇଁ ବିଶ୍ବ ପାଣିପାଗ ବିଜ୍ଞାନ ସଂଗଠନ (ଡବ୍ଲୁଏମ୍‌ଓ) ସାରା ବିଶ୍ବରେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ସ୍ଥାପନ କରିବା ପାଇଁ ଏକ ପଞ୍ଚବାର୍ଷିକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପୂର୍ବ ବର୍ଷର ଜଳବାୟୁ ବୈଠକରେ ଭାରତ ସମର୍ଥିତ…

ଇଡି, ସିବିଆଇ ବିଜେପି ନିର୍ଦ୍ଦେଶରେ କାମ କରୁଛନ୍ତି : ଚିଦମ୍ବରମ

ନୂଆଦିଲ୍ଲୀ: ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ‌ନେତା ପି ଚିଦମ୍ବରମ ଆଜି ବିଜେପିକୁ କଟାକ୍ଷ କରିଛନ୍ତି। ବିରୋଧୀ ଦଳ ନେତାଙ୍କ ଉପରେ ସିବିଆଇ ଚଢ଼ଉକୁ ବିରୋଧ କରି ଚିଦମ୍ବରମ କହିଛନ୍ତି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି (ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ) ଏବଂ ସିବିଆଇ…

ଜମ୍ମୁ ଓ କଶ୍ମୀର: ନିଜ ବନ୍ଧୁକରୁ ଆକସ୍ମିକ ଭାବେ ଗୁଳି ଫୁଟି ଯବାନ ମୃତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳର ମାନକୋଟେ ସେକ୍ଟର୍‌ରେ ନିଜ ବନ୍ଧୁକରୁ ଆକସ୍ମିକ ଭାବେ ଗୁଳି ଫୁଟିବାରୁ ମଙ୍ଗଳବାର ଦିନ ସେନାର ଜଣେ ଯବାନଙ୍କର ମୃତ୍ୟୁ ଘଟିଥିବା କଥା ସେନା ଅଧିକାରୀମାନେ କହିଛନ୍ତି।ମୃତ ଯବାନଜଣଙ୍କ ହେଉଛନ୍ତି ଭାରତୀୟ…

ଆମ୍ବୁଲାନ୍ସକୁ ରାସ୍ତା ଦେଇ ମୋଦୀ ଦେଖାଇଲେ ମାନବିକତା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ରାଲି କରୁଛନ୍ତି। ଆଜି ଦେବଭୂମି ହିମାଚଳରେ ଅନେକ କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କନଭେନ କିଛି ସମୟ ପାଇଁ ଅଟକି ଯାଇଥିଲା। କାରଣ ତାଙ୍କ କନଭେନ…

ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ଏବେ ଦିଲ୍ଲୀବାସୀଙ୍କ ପାଇଁ ସାଜିଛି ନିରବ ଘାତକ

ନୂଆଦିଲ୍ଲୀ: ସଂପ୍ରତି ଜାତୀୟ ରାଜଧାନୀ ଦିଲ୍ଲୀ ବାୟୁ ପ୍ରଦୂଷଣର ବିଷ ବଳୟ ଭିତରେ ରହିଛି। ଇତିମଧ୍ୟରେ ପ୍ରଦୂଷଣର ମୁକାବିଲା ପାଇଁ ଅନେକ ନୀତି ଓ ପଦକ୍ଷେପ ନିଆ ଯାଉଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରି ନାହିଁ। ଏହି ପରିପ୍ରେକ୍ଷୀରେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ରଣଦୀପ…