Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆମେରିକାର ସାଟେଲାଇଟ ଉଡ଼ାଇଦେବାକୁ ରୁଷର ଧମକ
ମସ୍କୋ : ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଯଦି ୟୁକ୍ରେନଯୁଦ୍ଧରେ ସାମିଲ ହୁଅନ୍ତି ତେବେ ସେସବୁ ଦେଶମାନଙ୍କ ବେସାମରିକ ସାଟେଲାଇଟଗୁଡ଼ିକୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦିଆଯିବ ବୋଲି ରୁଷ ଧମକ ଦେଇଛି ।
ରୁଷ ବୈଦେଶିକ ମନ୍ତ୍ରାଳୟ ଅଧିନସ୍ଥ ନିରସ୍ତ୍ରୀକରଣ ଓ ଅସ୍ତ୍ରଶସ୍ତ୍ର!-->!-->!-->…
କବଜା କରି ରଖିଥିବା ସରକାରୀ ବଙ୍ଗଳା ଖାଲି କର: ମୁଫତିଙ୍କୁ ମିଳିଲା ନୋଟିସ
ଶ୍ରୀନଗର: ଜମ୍ମୁକଶ୍ମୀର ସରକାର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ନଭେମ୍ବର ୧୫ କିମ୍ବା ତା ପୂର୍ବରୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜମ୍ମୁକଶ୍ମୀର ସରକାରଙ୍କ ପକ୍ଷରୁ ମୁଫତିଙ୍କୁ ନୋଟିସ ଜାରି!-->…
ଗୁଜୁରାଟରେ ତିଆରି ହେବ ମିଲିଟାରି ବିମାନ
ନୂଆଦିଲ୍ଲୀ : ଗୁଜୁରାଟରେ ମିଲିଟାରି ଟ୍ରାନ୍ସପୋର୍ଟ ବିମାନ ତିଆରି ହେବ । ବିଶ୍ବର ପ୍ରମୁଖ ବିମାନ ନିର୍ମାଣକାରୀ କମ୍ପାନି ଏୟାରବସ ଓ ଟାଟା ଗ୍ରୁପ ମିଳିତ ଭାବେ ଏସବୁ ବିମାନ ନିର୍ମାଣ କରିବେ । ଏହି ପ୍ରକଳ୍ପ ପାଇଁ ୨୨ ହଜାର କୋଟି ଟଙ୍କା ବ୍ୟୟ ହେବ ।ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର!-->…
ଟ୍ୱିଟର୍ ଅଫିସ ଭିତରେ ୱାଶ୍ ବେସିନ୍ ଧରି ବୁଲିଲେ ଏଲନ୍ ମସ୍କ
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଏଲନ୍ ମସ୍କ। ଟ୍ୱିଟର୍ ଅଫିସ ଭିତରେ ୱାଶ ବେସିନ୍ ଧରି ବୁଲିଲେ ମସ୍କ। ଟ୍ୱିଟର ହେଡ୍ ଅଫିସ ଭିତରକୁ ମସ୍କ ହାତରେ ୱାଶ ବେସିନ୍ ଧରି ଏଣ୍ଟ୍ରି କରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି!-->!-->!-->…
ପିକେଙ୍କୁ ଫଣ୍ଡିଂ କରୁଛନ୍ତି ୬ ରାଜ୍ୟର ମୁଖ୍ୟମନ୍ତ୍ରୀ !
ପାଟନା: ବିହାରରେ ପରିବର୍ତ୍ତନର ସ୍ଲୋଗାନ ଦେଇ ଜନ ସୁରଜ ଅଭିଯାନ ଚଳାଇଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ କିଏ ଯୋଗାଉଛି ଫଣ୍ଡିଂ। କାହା ଟଙ୍କାରେ ଚାଲୁଛି ତାଙ୍କ ଜନ ସୁରଜ ଯାତ୍ରା। ଏହାକୁ ନେଇ ଖୁଲାସା କରିଛନ୍ତି ଖୋଦ୍ ପ୍ରଶାନ୍ତ କିଶୋର।
ଅକ୍ଟୋବର ୨ ତାରିଖରୁ ପ୍ରଶାନ୍ତ!-->!-->!-->…
ହେଟସ୍ପିଚ୍ : ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ୩ ବର୍ଷ ଜେଲ
ରାମପୁର: ଏକ ହେଟସ୍ପିଚ୍ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶର ଏକ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଉତ୍ତରପ୍ରଦେଶର ରାମପୁରରେ ଘୃଣା ଓ ଉସକାଇଲା ଭଳି ଭାଷଣ ଦେଇଥିଲେ ଆଜମ ଖାନ୍।!-->…
ପିଓକେରେ ଅତ୍ୟାଚାର ପାଇଁ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡ଼ିବ: ରାଜନାଥ ସିଂହ
ନୂଆଦିଲ୍ଲୀ: ପାକିସ୍ତାନ ପିଓକେରେ ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରୁଛି। ଏହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି। ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ ପାକିସ୍ତାନ ପିଓକେରେ ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରୁଛି ଏବଂ!-->…
ଅଖିଳେଶ ଯାଦବଙ୍କୁ ପ୍ରମାଣ ମାଗିଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଭୋଟର ତାଲିକାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏକ ସଙ୍ଗିନ୍ ଅଭିଯୋଗ ଆଣିବା ପରେ ନିର୍ବାଚନ କମିଶନ ପ୍ରମାଣ ମାଗିଛନ୍ତି। ଅଖିଳେଶ ଯାଦବ ଅଭିଯୋଗ କରିଥିଲେ ଯେ, ଭୋଟର ତାଲିକାରୁ ୨୦,୦୦୦ ମୁସଲିମ ଏବଂ ଯାଦବ ଭୋଟରଙ୍କ!-->…
୭ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛୁ, ଭାରତ ବାର୍ଷିକ କମେଇଛି ୬,୮୦୦ କୋଟି ଟଙ୍କା : ୟୁ-ଟ୍ୟୁବ୍
ନୂଆଦିଲ୍ଲୀ: ଭାରତୀୟମାନଙ୍କ ପାଇଁ ରୋଜଗାରର ପ୍ରମୁଖ ପନ୍ଥା ପାଲଟିଛି ସୋଶାଲ ମିଡିଆ ୟୁ-ଟ୍ୟୁବ୍ ପ୍ଲାଟଫର୍ମ। ଘରେ ବସି କଣ୍ଟେଣ୍ଟ ଜରିଆରେ ମାଲେମାଲ ହେଉଛନ୍ତି ବହୁ ୟୁଜର। ଫଳରେ କୌଣସି ଚାକିରି ପଛରେ ନଗୋଡ଼ାଇ ନିଜେ ସ୍ୱାବଲମ୍ବୀ ମଧ୍ୟ ହୋଇପାରିଛନ୍ତି। ବହୁ ଲୋକଙ୍କ ଅର୍ଥ ଉପାର୍ଜନ କରିବାର!-->…
ଭାରତ ଓ ଚୀନ୍ ପରସ୍ପରର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଉଚିତ: ଚୀନା ରାଷ୍ଟ୍ରଦୂତ
ନୂଆଦିଲ୍ଲୀ: ଭାରତ ଓ ଚୀନ୍ ପରସ୍ପରର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଉଚିତ ବୋଲି ମଙ୍ଗଳବାର ଦିନ ବିଦାୟୀ ଭାଷଣରେ ଭାରତସ୍ଥିତ ଚୀନା ରାଷ୍ଟ୍ରଦୂତ ସୁନ୍ ୱେଇଡୋଙ୍ଗ୍ କହିଛନ୍ତି।
ତିନି ବର୍ଷ ଧରି ଭାରତରେ ଚୀନ୍ର ରାଷ୍ଟ୍ରଦୂତ ଥିବା ସୁନ୍ଙ୍କ କାର୍ଯ୍ୟକାଳ ଗତକାଲି!-->!-->!-->…