Browsing Category

ଦେଶ

ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଫଳ ରସ ଚଢ଼ାଇଦେଲେ, ରୋଗୀ ମୃତ

ଲକ୍ଷ୍ନୌ: ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଫଳ ରସ ଚଢ଼ାଇ ଦିଆଗଲା । ଫଳରେ ରୋଗୀର ମୃତ୍ୟୁ ହେବାରୁ ପ୍ରଶାସନ ପକ୍ଷରୁ ହସ୍ପିଟାଲକୁ ସିଲ୍ କରି ଦିଆଯାଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗୋଟିଏ ଘରୋଇ ହସ୍ପିଟାଲରେ ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ଦିଆଯିବାର ଥିଲା । ହେଲେ ହସ୍ପିଟାଲ…

କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି, ରୋପ୍ ୱେ ପାଇଁ କଲେ ଶିଳାନ୍ୟାସ

କେଦାରନାଥ ୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ଏହି ଅବସରରରେ ସେ ପ୍ରଥମେ କେଦାରନାଥ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ବାବା କେଦାରଙ୍କ ପୂଜା ପରେ ପ୍ରଧାନମନ୍ତ୍ରୀ କେଦାରନାଥ ରୋପ୍ ୱେ ଲାଗି ଶିଳାନ୍ୟାସ କରିଛନ୍ତି।ଏହା ପରେ ମୋଦି…

’ଗୀତାରେ ବି ରହିଛି ଜିହାଦ’, ଶିବରାଜ ପାଟିଲଙ୍କ ବିବାଦୀୟ ବୟାନ

ନୂଆଦିଲ୍ଳୀ୨୧/୧୦: ଜିହାଦକୁ ନେଇ ବିବାଦୀୟ ବୟାନ ଦେଇ ଏବେ ବିବାଦରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ। ଏକ ପୁସ୍ତକ ଉନ୍ମୋଚନ ଅବସରରେ ଜିହାଦକୁ ନେଇ ଦେଇଥିବା ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ବୟାନକୁ ନେଇ ଏବେ ବିଜେପି ଟାର୍ଗେଟରେ କଂଗ୍ରେସ। …

ଭାରତ ସମେତ କେତେକ ଦେଶରେ ଆସିପାରେ କରୋନାର ଆଉ ଏକ ଲହର: WHO

ଜେନେଭା ୨୧।୧୦: କୋଭିଡ-୧୯ ଭୂତାଣୁ ଓମିକ୍ରନର ସବ୍ ଭାରିଏଣ୍ଟ ଏକ୍ସବିବି ଏବେ ଡରଉଛି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ ଏ ନେଇ ଚେତାବନୀ ଦେଇ କିଛି ଦେଶରେ ଓମିକ୍ରନର ଏକ୍ସବିବି ସବ ଭାରିଏଣ୍ଟ ସଂକ୍ରମଣ ଯୋଗୁ କୋଭିଡ ସଂକ୍ରମଣର…

ଅରୁଣାଞ୍ଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଗୌହାଟି: ପୁଣି ସେନାର ଏକ ହେଲିକପ୍ଟର କ୍ରାଶ ହୋଇଛି। ଶୁକ୍ରବାର ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲ୍ଲାରେ ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର କ୍ରାଶ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମିଗିଙ୍ଗ ଜିଲ୍ଲାରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳକୁ ସ୍ଥଳପଥରେ କୌଣସି…

୧୦ ଦେଶକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ରପ୍ତାନି କରିବ ଭାରତ

ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବା ସହିତ ଏବେ ବିଭିନ୍ନ ଦେଶକୁ ଯୁଦ୍ଧାସ୍ତ୍ର ରପ୍ତାନି କରୁଛି। ଭାରତରେ ତିଆରି ସୁପରସୋନିକ କ୍ଷେପଣାସ୍ତ୍ର ସହିତ ଅନ୍ୟାନ୍ୟା ଯୁଦ୍ଧାସ୍ତ୍ର ରପ୍ତାନି କରୁଛି। ନିକଟରେ ଫିଲିପାଇନ୍ସକୁ ବ୍ରହ୍ମୋସ ସୁପରସୋନିକ କ୍ରୁସ୍…

ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ ଚାଲି ଯିବାର ସମ୍ଭାବନା ଅଛି: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନରେ ବ‌ଙ୍ଗୋପସାଗର ଅନ୍ତର୍ଗତ ଆଣ୍ଡାମାନ ସାଗର ଓ ତତ୍‌ସଂଲଗ୍ନ ଜଳରାଶି ଉପରେ ସୃଷ୍ଟ ଲଘୁଚାପ ସମ୍ପୃକ୍ତ ଅଞ୍ଚଳରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।ଏହି ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ…

ଇରାନ ଆନ୍ଦୋଳନ : ୧୪ ବିଦେଶୀଙ୍କୁ ଗିରଫ କଲେ ଇରାନ ସରକାର

ତେହେରାନ : ଇରାନରେ ଚାଲିଥିବା ଆନ୍ଦୋଳନ ପଛରେ ବିଦେଶୀ ଶକ୍ତିଙ୍କ ହାତ ଅଛି ବୋଲି ପୂର୍ବରୁ ଇରାନ ସରକାର ଅଭିଯୋଗ କରିଆସୁଥିଲେ । ଏବେ ଇରାନ ସରକାର ଏହି ମାମଲାରେ ୧୪ ଜଣ ବିଦେଶୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ମଧ୍ୟରେ ଆମେରିକୀୟ, ଅଷ୍ଟ୍ରିଆ, ବ୍ରିଟିଶ, ରୁଷୀୟ, ଆଫଗାନିସ୍ତାନ ଓ…

ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ଦେଶର ସବୁଠୁ ବଡ ଦାନୀ ହେଲେ ଏଚସିଏଲର ପ୍ରତିଷ୍ଠାତା ଶିବ ନାଦର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ଦାନୀ ବିଲିୟନାୟାର ତାଲିକାରେ ଶିବ ନାଦର ଆଗରେ ଅଛନ୍ତି। ଏଡେଲଗିବ ହୁରୁନ୍ ଇଣ୍ଡିଆ ଫିଲାନଥ୍ରୋପି ତାଲିକା ୨୦୨୨ଅନୁଯାୟୀ, ଆଇଟି କମ୍ପାନି ଏଚସିଏଲର ପ୍ରତିଷ୍ଠାତା ଶିବ ନାଦର ବାର୍ଷିକ ୧୧୬୧କୋଟି ଟଙ୍କା ଦାନ କରିଛନ୍ତି। ସେହି ଅନୁଯାୟୀ କୁହାଯାଇପାରେ ଯେ,…

ବିଧାନସଭାରେ ଅନୁସନ୍ଧାନ ରିପୋର୍ଟ ଉପସ୍ଥାପନ ପରେ ଲିକ୍‌ ହେଲା ଅଡିଓ କ୍ଲିପ୍‌; ପୁଣି ଜୟଲଳିତାଙ୍କ ମୃତ୍ୟୁ ରହସ୍ୟ ନେଲା…

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ ଚଳିତ ସପ୍ତାହ ପ୍ରାରମ୍ଭରେ ଅରୁମୁଗାସ୍ୱାମୀ କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହେବା ପରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବୋଲି କୁହାଯାଉଥିବା ଏକ ଲିକ୍‌ ହୋଇଥିବା ଅଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହୋଇଛି। ଏହି ଘଟଣା ପରେ ପୁଣି ଥରେ…