Browsing Category

ଦେଶ

ନିରାପତ୍ତା ନିମନ୍ତେ ଭାରତ-ପାକିସ୍ତାନ ସୀମାନ୍ତରେ ନୂଆ ବିମାନଘାଟି ଗୁରୁତ୍ବପୂର୍ଣ୍ଣ: ପ୍ରଧାନମନ୍ତ୍ରୀ ମୋଦୀ

ଗାନ୍ଧୀନଗର: ନିରାପତ୍ତା ନିମନ୍ତେ ଭାରତ-ପାକିସ୍ତାନ ସୀମାନ୍ତରେ ନୂଆ ଏୟାର୍‌ବେସ୍‌ ବା ବିମାନଘାଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ଗାନ୍ଧୀନଗରରେ ‘ଡିଫେନ୍‌ସ୍‌ ଏକ୍ସ୍‌ପୋ ୨୦୨୨’ ଉଦ୍‌ଘାଟନ କରିବା ସହ ଦୀସାରେ ଗୋଟାଏ ନୂଆ ବିମାନଘାଟିର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ହିମାଚଳପ୍ରଦେଶ: ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ହିମାଚଳ ପ୍ରଦେଶରେ ମୋଟ ୬୮ ଆସନରୁ ପ୍ରାୟ ସର୍ବାଧିକ ତଥା ୬୨ଟି ଆସନ ଲାଗି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ…

ଜାତିସଂଘରେ ଚାଇନାର ଆତଙ୍କବାଦୀ ପ୍ରୀତି

ନୂଆଦିଲ୍ଲୀ: ଆତଙ୍କବାଦୀ ଦମନ ଅଭିଯାନରେ ବାହାରିଥିବା ଭାରତ ପାଇଁ ପୁଣି ଥରେ କଣ୍ଟା ସାଜିଛି ଚାଇନା। ଜାତିସଂଘରେ ଚାଇନାର ପୁଣି ଥରେ ଆତଙ୍କବାଦୀ ପ୍ରୀତି ସ୍ପଷ୍ଟ ହୋଇଛି। ପାକିସ୍ତାନ ପର୍ଯ୍ୟବସିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦଙ୍କୁ ବିଶ୍ୱସ୍ତୀୟ ଆତଙ୍କବାଦୀ…

ପୁଣି କାୟା ମେଲାଇଲାଣି ମହାମାରୀ କରୋନା

ମୁମ୍ବାଇ: ପୁଣି କାୟା ମେଲାଇଲାଣି ମହାମାରୀ କରୋନା। ମହାରାଷ୍ଟ୍ର ଓ କେରଳରେ ବଢ଼ି ଚାଲିଛି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସରକାର ଆଡଭାଇଜରୀ ଜାରି କରିଛନ୍ତି। ପୁଣେ ପରେ ଏବେ ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ଏକ୍ସବିବି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିଲାଗି ବିଶେଷଜ୍ଞମାନେ…

ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲା: ଏନ୍‌ସିବିର ତଦନ୍ତକୁ ନେଇ ପ୍ରଶ୍ନ, ସ୍କାନର୍‌ରେ ୮ ଅଧିକାରୀ

ମୁୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ। ଏହି ମାମଲାର ମୁମ୍ବାଇ ଏନ୍‌ସିବିର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ। ତଦନ୍ତରେ ଅନେକ ତ୍ରୁଟି ଥିବା ଏକ ରିପୋର୍ଟରେ କୁହାଯାଇଛି। ଏଥିସହ ତଦନ୍ତରେ ସାମିଲ୍ ଥିବା ୮…

ମଲ୍କିକାର୍ଜୁନ ଖଡଗେ କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନଙ୍କ କାନ୍ଧରେ କଂଗ୍ରେସ କମାଣ । ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳର ନେତୃତ୍ୱ ନେବେ ଜଣେ ଅଣଗାନ୍ଧୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ଗତ ୧୭ ତାରିଖରେ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନର ଫଳାଫଳ ଆଜି ଆସିଥିବା ବେଳେ ବାଜି ମାରିନେଇଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ହିଞ୍ଜିଳିକାଟୁରେ ରକ୍ତଦାନ ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ ୧୮/୧୦/୨୨;ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ଙ୍କ ୭୭’ ତମ ଜନ୍ମଦିନ ଉପଲକ୍ଷେ ବିଜୁ ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ…

ରାହୁଳଙ୍କ ଲାଗି ସନ୍ ସ୍କ୍ରିନ ଲୋସନ ପଠାଇଲେ ସୋନିଆ

ବାଙ୍ଗାଲୋର: ପ୍ରବଳ ଖରାରେ ବାହାରେ ବୁଲୁଥିବାରୁ ଯେଭଳି ଟ୍ୟାନ(ଚର୍ମର ରଙ୍ଗ ପରିବର୍ତ୍ତନ) ନ ହୁଏ, ସେଥିପାଇଁ ମୋ ମା ସନସ୍କ୍ରିନ ଲୋସନ ପଠାଇଛନ୍ତି | କିନ୍ତୁ ମୁଁ କେବେ ବ୍ୟବହାର କରେ ନାହିଁ | କଂଗ୍ରେସର ଯୁବ କର୍ମୀଙ୍କ ସହ କିଛି ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି…

ଦିଲ୍ଲୀ ଦଙ୍ଗା: ଷଡଯନ୍ତ୍ରକାରୀ ଉମର ଖାଲିଦର ଜାମିନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ହିଂସା ମାମଲାରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଗିରଫ କରାଯାଇଥିଲା। ଏବେ ଉମର ଖାଲିଦଙ୍କୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଖାଲିଦଙ୍କ ଏକ ଝଟକା ମିଳିଛି। ଦିଲ୍ଲୀରେ ହୋଇଥିବା ଦଙ୍ଗାର ଅଭିଯୁକ୍ତ ଉମର ଖାଲିଦଙ୍କ ଜାମିନ…

‘ଦାଉଦ ଇବ୍ରାହିମକୁ ହସ୍ତାନ୍ତର କରିବ କି?’ ଇଣ୍ଟରପୋଲ ମିଟରେ ପାକ୍‌ ପ୍ରତିନିଧିଙ୍କୁ ଭାରତୀୟ ସାମ୍ବାଦିକ ପଚାରିଲେ…

ନୂଆଦିଲ୍ଲୀ: ପାକିସ୍ତାନର ଶୀର୍ଷ ଘରୋଇ ସୁରକ୍ଷା ଏଜେନ୍‌ସିର ମୁଖ୍ୟ ମଙ୍ଗଳବାର ଦିନ ଅଣ୍ଡରୱାର୍ଲ୍‌ଡ ଡନ୍‌ ଦାଉଦ ଇବ୍ରାହିମ ଏବଂ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ଭାରତକୁ ହସ୍ତାନ୍ତର କରିବା ପ୍ରଶ୍ନକୁ ଏଡାଇ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତୀୟ ସୁରକ୍ଷା ଏଜେନ୍‌ସି…