Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସୁରତରେ ୩,୪୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରି ଗୁଜରାଟର ‘ଡବଲ୍ ଇଞ୍ଜିନ୍’ ସରକାରଙ୍କୁ ପ୍ରଶଂସା କଲେ…
ସୁରତ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରତରେ ୩,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି ଗୁଜରାଟର ‘ଡବଲ୍ ଇଞ୍ଜିନ୍’ ସରକାରଙ୍କୁ ପ୍ରଶଂସା କରିଛନ୍ତି।ଦୁଇ ଦିନିଆ ଗସ୍ତରେ ଯାଇଥିବା ପ୍ରଧାମନ୍ତ୍ରୀ ମୋଦୀ ଗୁଜରାଟରେ ପ୍ରଥମ କରି ଆୟୋଜନ!-->…
ବେଆଇନ ଡ୍ରଗ୍ ଚାଲାଣ ବିରୋଧରେ ‘ସିବିଆଇ’ର ‘ଅପରେସନ୍ ଗରୁଡ଼’: ୧୨୭ ନୂଆ ମାମଲା ରୁଜୁ, ୧୭୫ଜଣ ଗିରଫ
ଚେନ୍ନାଇ: ବେଆଇନ ଡ୍ରଗ୍ ଚୋରାଚାଲାଣ ନେଟ୍ୱାର୍କ ବିରୁଦ୍ଧରେ ବହୁ ପର୍ଯ୍ୟାୟରେ ‘ଅପରେସନ୍ ଗରୁଡ଼’ ଅଭିଯାନ ଚଳାଇ ‘ସିବିଆଇ’ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ୧୨୭ଟି ନୂଆ ମାମଲା ରୁଜୁ କରିଛି ଓ ୧୭୫ଜଣଙ୍କୁ ଗିରଫ କରାଯାଇଥିବା କଥା ଆଜି ପ୍ରକାଶିତ ରିପୋର୍ଟରୁ!-->…
ଅଜରବୈଜାନ ବିରୋଧୀ ଯୁଦ୍ଧରେ ଆର୍ମେନିଆ ପଛରେ ଛିଡ଼ା ହେଲା ଭାରତ; ଯୋଗାଇବ ପିନାକ ରକେଟ୍ ସିଷ୍ଟମ୍
ନୂଆଦିଲ୍ଲୀ : ଦୁଇ ମଧ୍ୟ-ଏସୀୟ ଦେଶ ଅଜରବୈଜାନ ଓ ଆର୍ମେନିଆ ମଧ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବାବେଳେ ଅଜରବୈଜାନର ପ୍ରବଳ ଆକ୍ରମଣ ଆଗରେ ତିଷ୍ଠି ପାରୁନାହିଁ ଆର୍ମେନିଆ । ଅଜରବୈଜାନ ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରି ଆର୍ମେନିଆ ଉପରେ ଅଗ୍ନିବର୍ଷା କରିଚାଲିଛି । ଏହାର ଜବାବ!-->…
ଅକ୍ଟୋବର ୨୦୨୩ରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବେ ସରକାର
ନୂଆଦିଲ୍ଲୀ: ଅକ୍ଟୋବର ୨୦୨୩ରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବେ ସରକାର। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି ଯେ, କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ସରକାର ଏକ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଅକ୍ଟୋବର ୨୦୨୨ରୁ କାରରେ ୬ଟି!-->…
ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି, ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ତେଜସ୍ବୀ: ଆରଜେଡି ଅଧ୍ୟକ୍ଷ
ନୂଆଦିଲ୍ଲୀ: ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି। ତେଣୁ ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ବିହାରର ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଜଗଦାନନ୍ଦ ସିଂ ଆଜି ଏଭଳି ଦାବି କରିଛନ୍ତି। ସେ କହିଛନ୍ତି ଯେ, ୨୦୨୨ଶେଷ ହେବା ପରେ ତେଜସ୍ୱୀ ଯାଦବ ୨୦୨୩ରେ!-->…
ସେନାରେ ସାମିଲ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ହେଲିକପ୍ଟର
ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହୋଇଛି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍ ) । ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ପକ୍ଷରୁ ନିର୍ମିତ ଏହି ହେଲିକପ୍ଟରକୁ ହାଲ ପକ୍ଷରୁ ଭାରତୀୟ ସେନାର ବିମାନ ବାହିନୀ ( ଆର୍ମି ଏଭିଏସନ କୋର୍)କୁ!-->…
ସଭାପତି ଦୌଡ଼ରୁ ଓହରିଗଲେ ଅଶୋକ ଗେହଲଟ; ମୁଖ୍ୟମନ୍ତ୍ରୀ ପଦରେ ରହିବେ ନା ଯିବେ? ୨ ଦିନ ଭିତରେ ନିଷ୍ପତ୍ତି ନେବେ ସୋନିଆ…
ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରି ଅଶୋକ ଗେହଲଟ କଂଗ୍ରେସ ଦଳର ମୁଖ୍ୟ ପଦ ପାଇଁ ଦୌଡ଼ରୁ ଓହରି ଯାଇଛନ୍ତି। ତେବେ, ଏହାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ ସେ ରହିବେ ନା ସେଠୁ ବି ବିଦାୟ ନେବେ ତାହା ଏବେ ଅସ୍ପଷ୍ଟ ରହିଛି। କାରଣ, ଗେହଲଟ ଦଳର ଅନ୍ତରୀଣ ସଭାପତି ସୋନିଆ!-->…
ଘର ବାହାରୁ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ଏବେ ମୁକେଶ ଅମ୍ବାନୀଙ୍କୁ ମିଳିଲା ଜେଡ୍ ପ୍ଲସ୍ ସୁରକ୍ଷା
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଗୃହ ମନ୍ତ୍ରାଳୟ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କୁ ବର୍ତ୍ତମାନ ଜେଡ ପ୍ଲସ୍ ବର୍ଗ ସୁରକ୍ଷା ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ମିଳୁଥିଲା। ଇଣ୍ଟେଲିଜେନ୍ସ!-->…
ସମୃଦ୍ଧ ଦେଶ ଭାରତ ଗରିବ ଜନସଂଖ୍ୟାରେ ଭର୍ତ୍ତି: ନୀତୀନ ଗଡକରୀ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କହିଛନ୍ତି ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହୋଇଛି। ତେବେ, ଯଦିଓ ଦେଶ ଧନୀ; ତଥାପି ଏହାର ଜନସଂଖ୍ୟା ଦାରିଦ୍ର୍ୟ, ଅନାହାର, ବେରୋଜଗାରୀ, ଜାତିବାଦ, ଅସ୍ପୃଶ୍ୟତା ଏବଂ ମୁଦ୍ରାସ୍ଫୀତି ପରି ସମସ୍ୟାର ସମ୍ମୁଖୀନ!-->…
ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଳୁରୁ : ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଶିଳ୍ପପତିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସି ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କରିଛନ୍ତି । ଶିଳ୍ସପତିମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଭରପୁର!-->…