Browsing Category

ଦେଶ

ଗେହଲଟ ଓ ଥରୁରଙ୍କ ପରେ କଂଗ୍ରେସ ସଭାପତି ଦୌଡରେ ସାମିଲ ହେଲେ ଦିଗବିଜୟ, ସେପ୍ଟେମ୍ବର ୩୦ରେ ଦାଖଲ କରିବେ…

ନୂଆଦିଲ୍ଲୀ: ଗେହଲଟ ଓ ଥରୁରଙ୍କ ପରେ କଂଗ୍ରେସ ସଭାପତି ଦୌଡରେ ସାମିଲ ହେଲେ ଦିଗବିଜୟ। କଂଗ୍ରେସ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ‌ହୋଇଥିବା ବେଳେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଜାରି ରହିବ। ପୂର୍ବରୁ ଏହି କଂଗ୍ରେସ ସଭାପତି ଦୌଡରେ ବରିଷ୍ଠ…

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ପାର୍ବଣ ଭେଟି, ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। ଆଗକୁ ଦୁର୍ଗା ପୂଜା ଥିବା ବେଳେ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ…

ଆସନ୍ତା ମାସରେ ଏହି ସବୁ ରାଜ୍ୟରେ ବଦଳିଯିବେ ରାଜ୍ୟପାଳ

ନୂଆଦିଲ୍ଲୀ: ଯେକୌଣସି ରାଜ୍ୟ ପାଇଁ ରାଜ୍ୟପାଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି | ତେବେ ଗୃହ ମନ୍ତ୍ରଣାଳୟର ସୂତ୍ରରୁ ଜଣାପଡିଛି ଯେ ଆସନ୍ତା ମାସରେ ଦେଶର ଅନେକ ରାଜ୍ୟ ନୂତନ ରାଜ୍ୟପାଳ ପାଇବାକୁ ଯାଉଛନ୍ତି | ବାସ୍ତବରେ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ପାଞ୍ଚଟି ରାଜ୍ୟର…

ପାକିସ୍ତାନରେ ଚୀନ ନାଗରିକଙ୍କ ଉପରେ ଗୁଳିମାଡ, ଜଣଙ୍କର ମୃତ୍ୟୁ

ଲାହୋର: ପାକିସ୍ତାନର କରାଚିରେ ଆଜି ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଚୀନ୍ ନାଗରିକଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଜଣେ ଚୀନ୍ ନାଗରିକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଚୀନ୍…

ଆମ ପୁଅମାନଙ୍କ ବଳିଦାନ ବ୍ୟର୍ଥ ଯାଇନାହିଁ : ମୃତ ଆରଏସଏସ୍ କର୍ମୀଙ୍କ ପରିବାର

ବେଙ୍ଗାଲୁରୁ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ କେନ୍ଦ୍ର ସରକାର ୫ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିବା ପରେ କର୍ଣ୍ଣାଟକରେ ହତ୍ୟାର ଶିକାର ହୋଇଥିବା ଆରଏସଏସ୍ କର୍ମୀଙ୍କ ପରିବାର ଲୋକ ଆନନ୍ଦ ପ୍ରକାଶ କରିବା ସହ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି । ସେମାନେ କହିଛନ୍ତି ଯେ,…

ନୀତିନ ଗଡ଼କରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ ପାଇଁ…

ଭୁବନେଶ୍ୱର ୨୮।୦୯ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ । ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ…

ରାଷ୍ଟ୍ରପତି ଭବନରେ ରାଜଯୋଗୀ ବ୍ରହ୍ମାକୁମାର

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ରାଜଯୋଗୀ ବ୍ରହ୍ମାକୁମାର ବିଜୟ ଭାଇ ୧୪ଜଣ ବିଶିଷ୍ଟ ଉଦ୍ୟୋଗପତି, ଦିଲୀର ବରିଷ୍ଠ ରାଜଯୋଗୀ ଜୟପ୍ରକାଶ ଭାଇ, ପ୍ରଭାତ ଭାଇ, ମୁମ୍ବଇର ତ୍ରିନାଥ ଭାଇ, ରାଜଯୋଗିନୀ ବ୍ରହ୍ମାକୁମାରୀ ସୂଚିତା ଭଉଣୀ ପ୍ରମୁଖ ରାଷ୍ଟ୍ରପତି…

ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ସହଯୋଗୀ ଗିରଫ

ମୁମ୍ବାଇ: ମୁମ୍ବାଇ କ୍ରାଇମବ୍ରଞ୍ଚକୁ ମିଳିଛି ବଡ ସଫଳତା। କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ଇବ୍ରାହିମର ଘନିଷ୍ଠ ସହଯୋଗୀ ରିୟାଜ ଭଟ୍ଟି ଗିରଫ ହୋଇଛି। ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ଅଭିଯୋଗରେ ରିୟାଜକୁ ମୁମ୍ବାଇ ପୁଲିସ ଗିରଫ କରିଛି। ସୂଚନା ମୁତାବକ, ଜଣେ…

ବାଂଲାଦେଶ ନୌକା ଓଲଟିବା ଘଟଣା: ମୃତ୍ୟୁ ସଂଖ୍ୟା ୫୧କୁ ବୃଦ୍ଧି, ୩୪ ନିଖୋଜ

ଢାକା: ବାଂଲାଦେଶ ରାଜଧାନୀ ଢାକାରୁ ୪୬୮ କିଲୋମିଟର ଦୂର କରାତୋୟା ନଦୀରେ ରବିବାର ନୌକା ଓଲଟିବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଉତ୍ତର ପଞ୍ଚଗଡ଼ ଜିଲ୍ଲାରେ ହୋଇଥିବା ଏହି ନୌକା ଦୁର୍ଘଟଣାରେ ରବିବାର ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ଆହୁରୀ ୨୬ ଜଣଙ୍କର ମୃତଦେହ…

କୁଲଗାମ୍ ଏନକାଉଣ୍ଟରରେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ନିହତ

କୁଲଗାମ: ଜମ୍ମୁକାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କ ଏକ ଦଳକୁ ଘେରାଉ କରି ରହିଛନ୍ତି । ଦୁଇପଟରୁ ଗୁଳି ବିନିମୟ ଚାଲିଥିବାରୁ ଜଣେ…