Browsing Category

ଦେଶ

ନୂଆ ରାଜନୈତିକ ଦଳ ଗଠନ କଲେ ଗୁଲାମ୍‌ ନବୀ ଆଜାଦ୍; ନାଁ ରଖିଲେ ‘ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି’

ଜମ୍ମୁ: ପୂର୍ବତନ କଂଗ୍ରେସ ନେତା ଗୁଲାମ୍‌ ନବୀ ଆଜାଦ୍‌ ଆଜି ତାଙ୍କର ନୂଆ ରାଜନୈତିକ ଦଳର ନାମ (ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି) ଘୋଷଣା କରିବା ସହିତ ଦଳର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି।କଂଗ୍ରେସଠାରୁ ସମ୍ପର୍କ ଛିନ୍ନ କରିବାର ପ୍ରାୟ ମାସେ ପରେ ଆଜି ଆଜାଦ୍‌ ତାଙ୍କ ନିଜସ୍ବ ନୂଆ…

ବିରୋଧୀଙ୍କ ଏକତାକୁ ନେଇ ଉଠିଲା ପ୍ରଶ୍ନ, ହରିଆଣା ରାଲିକୁ ଆସିଲେନି ଅନେକ

ନୂଆଦିଲ୍ଲୀ: ପୁଣିଥରେ ବିରୋଧୀଙ୍କ ଏକତାକୁ ନେଇ ଉଠିଛି ପ୍ରଶ୍ନ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ୍‌ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ପ୍ରୟାସ କରୁଛନ୍ତି। କେତେବେଳେ ନୀତୀଶ କୁମାର ତ ଆଉ କେତେବେଳେ କେସିଆର ଓ ମମତା ବାନାର୍ଜୀ ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଏକାଠି…

ଘାଟିରୁ ଖସିପଡ଼ିଲା ଟୁରିଷ୍ଟ ବସ୍‌, ଚାଲିଗଲା ୭ ଜଣଙ୍କ ଜୀବନ

କୁଲୁ: ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟେମ୍ପୋ ଟ୍ରାଭେଲର ବା ମିନି ବସ୍‌ ଘାଟିରୁ ନିକଟସ୍ଥ ଖାତକୁ ଖସିପଡ଼ିବାରୁ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ…

କଂଗ୍ରେସରେ ବିଦ୍ରୋହ: ବିଧାୟକଙ୍କୁ ବୁଝାଇବାକୁ ପ୍ରୟାସ, ଗେହଲଟ କହିଲେ ମୋ ହାତରେ କିଛି ନାହିଁ

ଜୟପୁର: ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ଦଳ କ୍ଷମତାରେ ଥିବା ରାଜସ୍ଥାନରେ ବିଦ୍ରୋହ ଦେଖାଦେଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ। ଆସନ୍ତା ୨୮ କିମ୍ବା ୨୯ ତାରିଖରେ ସେ ନାମାଙ୍କନ ଦାଖଲ…

କାଜିରଙ୍ଗା ପାର୍କରେ ରାତିରେ ବୁଲିଲେ ସଦଗୁରୁଙ୍କ ସହ ମୁଖ୍ୟମନ୍ତ୍ରୀ, ପୁଲିସରେ ଅଭିଯୋଗ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କାଜିରଙ୍ଗା ପାର୍କରେ କରିଥିବା ନାଇଟ ସଫାରୀ ବା ଗାଡ଼ି ଧରି ପାର୍କରେ ବୁଲିବାକୁ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମାଙ୍କ ସହ ଏହି ନାଇଟ ସଫାରୀରେ ସଦଗୁରୁ ଜାଗି ବାସୁଦେବ ଓ ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତା ମଲ୍ଲା…

ଆଟର୍ଣ୍ଣି ଜେନେରାଲ ହେବାକୁ ପ୍ରସ୍ତାବ ଦେଲେ ସରକାର, ମନାକଲେ ମୁକୁଲ ରୋହତଗୀ

ନୂଆଦିଲ୍ଲୀ: ପୁଣିଥରେ ଦେଶର ଆଟର୍ଣ୍ଣି ଜେନେରାଲ ହେବାକୁ କେନ୍ଦ୍ର ସରକାର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ୨୦୧୭ ଜୁନ ମାସରେ ରୋହତଗୀ ଆଟର୍ଣ୍ଣି ଜେନେରାଲ ପଦ ଛାଡ଼ିଥିଲେ। ଏହାପରେ କେକେ ଭେନୁଗୋପାଲ ଏହି ଦାୟିତ୍ୱ…

ହେଲିକପ୍ଟର କ୍ରାଶ: ୨ ମେଜରଙ୍କ ସମେତ ୬ ମୃତ

ରାୱଲପିଣ୍ଡି: ପାକିସ୍ତାନ ଅଧୀନରେ ଥିବା ବାଲୋଚିସ୍ତାନରେ ଭୟଙ୍କର ଦୁର୍ଘଟଣା ଘଟିଛି। ପାକିସ୍ତାନ ସେନାର ଗୋଟିଏ ହେଲିକପ୍ଟର କ୍ରାଶ କରିଯିବାରୁ ୨ ମେଜେରଙ୍କ ସମେତ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି। ଏ ସମ୍ପର୍କରେ ଆଇଏସ୍‌ପିଆର ପକ୍ଷରୁ ସୂଚନା ଦିଆଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ହରନାଇ…

ଥମୁନି ବିବାଦ: ସଚିନ ପାଇଲଟଙ୍କ ସପକ୍ଷରେ ଲାଗିଲା ହୋର୍ଡିଂ

ଜୟପୁର: ରାଜସ୍ଥାନରେ ଆରମ୍ଭ ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ରାଜ୍ୟର ଦାୟିତ୍ୱ କାହାକୁ ମିଳିବ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଗାନ୍ଧି ପରିବାର ସଚିନ ପାଇଲଟଙ୍କ…

ରାଜସ୍ଥାନରେ ୮୦ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ଜୟପୁର: ରାଜସ୍ଥାନ କଂଗ୍ରେସରେ ହଟଚମଟ। ପ୍ରାୟ ୮୦ ଜଣ କଂଗ୍ରେସ ବିଧାୟକ ଆଜି ଇସ୍ତଫା ଦେଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଆଇସିସି ସଭାପତି ପାଇଁ ନାମାଙ୍କନ ଦାଖଲ ପୂର୍ବରୁ ଦଳୀୟ ପାଣିପାଗ ହଲଚଲ ହୋଇଛି। ଏହି ବିଧାୟକମାନେ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଭେଟି…

ଗୋଟିଏ ମଞ୍ଚରେ ଶରଦ ପାୱାର, ନୀତୀଶ କୁମାର, ଫାରୁକ ଅବଦୁଲ୍ଲା ଓ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ: ଗୋଟିଏ ମଞ୍ଚରେ ଦେଖାଦେଲେ ଏନସିପି ମୁଖ୍ୟ ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ଆଲନଏଲଡି ମୁଖ୍ୟ ଓମ ପ୍ରକାଶ ଚୌତାଲା ଓ ସିପିଏମ ମୁଖ୍ୟ ସୀତାରାମ ୟେଚୁରୀ । ହରିୟାଣାରେ ଆଇଏନଏଲଡି ପକ୍ଷରୁ ଆୟୋଜିତ ସମ୍ମାନ…